ଟ୍ରିପଲ ତଲାକର ନିଷ୍ପତ୍ତି ନେବେ ସୁପ୍ରିମକୋର୍ଟ: ତାରିକ ଅନୱର

ପାଟନା: ଟ୍ରିପଲ ତଲାକ ମୁଦ୍ଦାରେ ଏନସିପି ସାଂସଦ ତାରିକ ଅନୱର ନିଜର ମତ ପ୍ରକାଶ କରିଛନ୍ତି। ଟ୍ରିପଲ ତଲାକକୁ ନେଇ ଯାହା ସୁପ୍ରିମକୋର୍ଟ ବିଚାର କରି ନିଷ୍ପତ୍ତି ଦେବେ ତାହା ହିଁ ସବୁ ପକ୍ଷକୁ ମାନିବାକୁ ପଡ଼ିବ ବୋଲି ସେ କହିଛନ୍ତି। ଟ୍ରିପଲ ତଲାକ ବନ୍ଦ କରିବାକୁ ନେଇ ଭାରତ ସରକାର ରଖିଥିବା ପକ୍ଷ ଉପରେ ସୁପ୍ରିମକୋର୍ଟ ନିଷ୍ପତ୍ତି ନେବେ। ତାରିକ କହିଛନ୍ତି  ବିଭିନ୍ନ ଦେଶରେ ମୁସଲମାନଙ୍କ ଏହି ଟ୍ରିପଲ ତଲାକ ପରମ୍ପରାକୁ ବନ୍ଦ କରିଦିଆଯାଇଛି। କିଛି […]

tariq

Rakesh Mallick
  • Published: Saturday, 15 October 2016
  • , Updated: 15 October 2016, 01:51 PM IST

ପାଟନା: ଟ୍ରିପଲ ତଲାକ ମୁଦ୍ଦାରେ ଏନସିପି ସାଂସଦ ତାରିକ ଅନୱର ନିଜର ମତ ପ୍ରକାଶ କରିଛନ୍ତି। ଟ୍ରିପଲ ତଲାକକୁ ନେଇ ଯାହା ସୁପ୍ରିମକୋର୍ଟ ବିଚାର କରି ନିଷ୍ପତ୍ତି ଦେବେ ତାହା ହିଁ ସବୁ ପକ୍ଷକୁ ମାନିବାକୁ ପଡ଼ିବ ବୋଲି ସେ କହିଛନ୍ତି। ଟ୍ରିପଲ ତଲାକ ବନ୍ଦ କରିବାକୁ ନେଇ ଭାରତ ସରକାର ରଖିଥିବା ପକ୍ଷ ଉପରେ ସୁପ୍ରିମକୋର୍ଟ ନିଷ୍ପତ୍ତି ନେବେ।

ତାରିକ କହିଛନ୍ତି  ବିଭିନ୍ନ ଦେଶରେ ମୁସଲମାନଙ୍କ ଏହି ଟ୍ରିପଲ ତଲାକ ପରମ୍ପରାକୁ ବନ୍ଦ କରିଦିଆଯାଇଛି। କିଛି ମୁସଲିମ ସଂଙ୍ଘଠନ ଏବଂ ମୁସଲିମ ମହିଳା ଏହି ପ୍ରଥାକୁ ବନ୍ଦ କରିବା ପାଇଁ ଅନୁରୋଧ କରିଛନ୍ତି। ମୁସଲିମ ସଂଗଠନଙ୍କ କହିବାନୁଯାୟୀ ଏହି ପ୍ରଥା ମୁସଲିମ ସଂପ୍ରଦାୟ ବିରୋଧ କହୁଥିବା ବେଳେ ଜବାହାରଲାଲ ନେହେରୁ ବିଶ୍ୱ ବିଦ୍ୟାଳୟର ଛାତ୍ରମାନେ ଏହାର ବିରୋଧ ପ୍ରଧାନମନ୍ତ୍ରୀଙ୍କ କୁଶପୁତ୍ତଳିକା ଜଳାଇ ଦେଖାଇଥିଲେ।

Related story