ଟ୍ରମ୍ପଙ୍କ ଐତିହାସିକ ପଦକ୍ଷେପ, କିମ ଜଙ୍ଗ ଉନ୍‌ଙ୍କୁ ଭେଟିବାକୁ ଉତ୍ତର କୋରିଆରେ ପହଞ୍ଚିଲେ

ସିଓଲ: ଡୋନାଲ୍ଡ ଟ୍ରମ୍ପ ଇତିହାସ ସୃଷ୍ଟି କରିଛନ୍ତି। ଆମେରିକାର ପ୍ରଥମ ରାଷ୍ଟ୍ରପତି ଭାବେ ସେ ଅପ୍ରତ୍ୟାଶିତ ଢଙ୍ଗରେ ଉତ୍ତର କୋରିଆରେ ପହଞ୍ଚି ସେଠାକାର ସୁପ୍ରିମ ଲିଡର କିମ୍‌ ଜଙ୍ଗ ଉନ୍‌ଙ୍କୁ ସାକ୍ଷାତ କରିଛନ୍ତି। ଟ୍ରମ୍ପଙ୍କ ପୂର୍ବରୁ ଆମେରିକାର କୌଣସି ରାଷ୍ଟ୍ରପତି ଏଭଳି ପଦକ୍ଷେପ ଗ୍ରହଣ କରି ନଥିଲେ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଉତ୍ତର କୋରିଆ ଓ ଦକ୍ଷିଣ କୋରିଆକୁ ଭାଗ କରୁଥିବା ଡି-ମିଲିଟାରାଇଜଡ୍‌ ଜୋନ୍‌ଠାରେ ଟ୍ରମ୍ପ ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମଙ୍କ ସହ ହାତ […]

qq

qq

Hemant Lenka
  • Published: Sunday, 30 June 2019
  • Updated: 30 June 2019, 03:25 PM IST

Sports

Latest News

ସିଓଲ: ଡୋନାଲ୍ଡ ଟ୍ରମ୍ପ ଇତିହାସ ସୃଷ୍ଟି କରିଛନ୍ତି। ଆମେରିକାର ପ୍ରଥମ ରାଷ୍ଟ୍ରପତି ଭାବେ ସେ ଅପ୍ରତ୍ୟାଶିତ ଢଙ୍ଗରେ ଉତ୍ତର କୋରିଆରେ ପହଞ୍ଚି ସେଠାକାର ସୁପ୍ରିମ ଲିଡର କିମ୍‌ ଜଙ୍ଗ ଉନ୍‌ଙ୍କୁ ସାକ୍ଷାତ କରିଛନ୍ତି। ଟ୍ରମ୍ପଙ୍କ ପୂର୍ବରୁ ଆମେରିକାର କୌଣସି ରାଷ୍ଟ୍ରପତି ଏଭଳି ପଦକ୍ଷେପ ଗ୍ରହଣ କରି ନଥିଲେ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଉତ୍ତର କୋରିଆ ଓ ଦକ୍ଷିଣ କୋରିଆକୁ ଭାଗ କରୁଥିବା ଡି-ମିଲିଟାରାଇଜଡ୍‌ ଜୋନ୍‌ଠାରେ ଟ୍ରମ୍ପ ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମଙ୍କ ସହ ହାତ ମିଳାଇଛନ୍ତି। ଏହି ସୀମାନ୍ତ ଅଞ୍ଚଳରେ ଉତ୍ତର କୋରିଆ ଓ ଦକ୍ଷିଣ କୋରିଆ ୧୯୫୦-୫୩ ଯାଏ ରକ୍ତାକ୍ତ ସଂଘର୍ଷରେ ଲିପ୍ତ ଥିଲେ। ଟ୍ରମ୍ପ ଏହି ସ୍ଥାନରେ କିମ୍‌ଙ୍କ ସହ ସାକ୍ଷାତ କରିବା ପରେ ଉତ୍ତର କୋରିଆ ମାଟିରେ ପାଦ ଦେଇଥିଲେ।

ସେଠାରେ ଉଭୟ ନେତା ଗଣମାଧ୍ୟମ ସାମ୍ନାରେ ପୁଣିଥରେ ହାତ ମିଳାଇଥିଲେ। ଉତ୍ତର କୋରିଆର ସୀମାନ୍ତରୁ ଟ୍ରମ୍ପ ତାଙ୍କ 'ବନ୍ଧୁ' କିମଙ୍କ ସହ ଦକ୍ଷିଣ କୋରିଆ ମାଟିରେ ପାଦ ରଖିଥିଲେ। ଏଠାରେ ଉଭୟଙ୍କୁ ଦକ୍ଷିଣ କୋରିଆ ରାଷ୍ଟ୍ରପତି ମୁନ୍‌ ଜାଏ ଇନ୍‌ ସ୍ୱାଗତ କରିଥିଲେ।

ଟ୍ରମ୍ପ ଏ ସମ୍ପର୍କରେ କହିଛନ୍ତି, “ବିଶ୍ୱ ପାଇଁ ଆଜି ସବୁଠାରୁ ବଡ଼ ଦିନ। ଏଠାରେ ମୁଁ ପହଞ୍ଚିବା ଏକ ସମ୍ମାନର ବିଷୟ। ଏଠାରେ ଅନେକ ବଡ଼ ବଡ଼ ଘଟଣା ଘଟିଛି। ଉତ୍ତର କୋରିଆ ମାଟିରେ ପାଦ ଦେବା ମୋ ପାଇଁ ଗର୍ବର ବିଷୟ।”

ଏହି ସାକ୍ଷାତକାର ସମୟରେ ଟ୍ରମ୍ପ 'ବନ୍ଧୁ' କିମଙ୍କୁ ହ୍ୱାଇଟ୍‌ ହାଉସ୍‌କୁ ଆସିବାକୁ ନିମନ୍ତ୍ରଣ କରିଛନ୍ତି। ଏଥିସହ କିମଙ୍କୁ ଟ୍ରମ୍ପ ଗଣମାଧ୍ୟମ ଆଗରେ ପ୍ରଶଂସା କରିଛନ୍ତି। ‌ଏହି ହାତ ମିଳାଇବା ପର୍ବ ସରିବା ପରେ ଦୁଇ ନେତା ଏକ ରୁଦ୍ଧଦ୍ୱାର ବୈଠକରେ ଏକାଠି ହୋଇଥିଲେ।

ଏହା ପୂର୍ବରୁ ଟ୍ରମ୍ପ ଦକ୍ଷିଣ କୋରିଆ ରାଷ୍ଟ୍ରପତି ମୁନ୍‌ଙ୍କୁ ମଧ୍ୟ ସାକ୍ଷାତ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story