ଦକ୍ଷିଣ ତୁର୍କୀ କାର୍‌ ବିସ୍ଫୋରଣ: ୨ମୃତ ଓ ୧୬ ଆହତ

ଇସ୍ତାନବୁଲ: ତୁର୍କୀର ଦକ୍ଷିଣ ଓଡାନା ସହରରେ ଗଭର୍ଣ୍ଣର କାର୍ଯ୍ୟାଳୟ ସମ୍ମୁଖରେ ଏକ କାର ଭିତରେ ବିସ୍ଫୋରଣ ଘଟି ଦୁଇ ଜଣ ଲୋକ ମୃତ୍ୟୁ ବରଣ କରିଥିବା ବେଳେ ୧୬ଜଣ ଅହତ ହୋଇଛନ୍ତି। ଭାରତୀୟ ସମୟ ସକାଳ ୮ଟା ୦୫ ମିନିଟ୍ ଗଭର୍ଣ୍ଣର କାର୍ଯ୍ୟାଳୟ ସମ୍ମୁଖରେ ଥୁଆ ହୋଇଥିବା ଏକ ଗାଡ଼ରେ ଏହି ବିସ୍ଫୋରଣ ଘଟିଥିଲା। ଏହି ବିସ୍ଫୋରଣ ପଛରେ  ଜଣେ ମହିଳାଙ୍କ ହାତ ଥିବା ସନ୍ଦେହ କରାଯାଉଥିବା ଏକ ସରକାରୀ ସୂତ୍ରରୁ କୁହାଯାଉଛି।

turkey-adana

Rakesh Mallick
  • Published: Thursday, 24 November 2016
  • , Updated: 04 May 2017, 03:44 PM IST

ଇସ୍ତାନବୁଲ: ତୁର୍କୀର ଦକ୍ଷିଣ ଓଡାନା ସହରରେ ଗଭର୍ଣ୍ଣର କାର୍ଯ୍ୟାଳୟ ସମ୍ମୁଖରେ ଏକ କାର ଭିତରେ ବିସ୍ଫୋରଣ ଘଟି ଦୁଇ ଜଣ ଲୋକ ମୃତ୍ୟୁ ବରଣ କରିଥିବା ବେଳେ ୧୬ଜଣ ଅହତ ହୋଇଛନ୍ତି।

ଭାରତୀୟ ସମୟ ସକାଳ ୮ଟା ୦୫ ମିନିଟ୍ ଗଭର୍ଣ୍ଣର କାର୍ଯ୍ୟାଳୟ ସମ୍ମୁଖରେ ଥୁଆ ହୋଇଥିବା ଏକ ଗାଡ଼ରେ ଏହି ବିସ୍ଫୋରଣ ଘଟିଥିଲା। ଏହି ବିସ୍ଫୋରଣ ପଛରେ  ଜଣେ ମହିଳାଙ୍କ ହାତ ଥିବା ସନ୍ଦେହ କରାଯାଉଥିବା ଏକ ସରକାରୀ ସୂତ୍ରରୁ କୁହାଯାଉଛି।

Related story