ଥାଆନ୍ତା ଯଦି ମୋର ହାତ; ଶିଳ୍ପୀର କଳ୍ପନାରେ ହାତଲଗା ପକ୍ଷୀଙ୍କ କାରନାମା ଏବେ ଚର୍ଚ୍ଚାରେ

ନୂଆଦିଲ୍ଲୀ: ଟ୍ୱିଟରରେ ଅନେକ ପ୍ରକାରର ଲୋକ ଅଛନ୍ତି । କିଏ ନୂଆ ନୂଆ ଚିନ୍ତାଧାରାକୁ ବାସ୍ତବିକରେ ପରିଣତ କରିବାରେ ମାହିର ତ ଆଉ କିଏ ମେମେ (ବ୍ୟଙ୍ଗାତ୍ମକ ଫଟୋ ବା ଭିଡିଓ) ତିଆରି କରିବାରେ ମାହିର । ଏହା ଆମେ କହୁନୁ । ଏହି ଭିଡିଓଟିରୁ ହିଁ ଜଣାପଡ଼ୁଛି । If birds had arms… pic.twitter.com/ldawyC9Ibh — Curly Kid Life (@Curlykidlife) July 16, 2020 ଆମେ କହୁଥିବା ଏହି ଭିଡିଓଟି ଜଣେ ଟ୍ୱିଟର […]

bird

bird

Subrat Kumar Nayak
  • Published: Saturday, 18 July 2020
  • Updated: 18 July 2020, 06:12 PM IST

Sports

Latest News

ନୂଆଦିଲ୍ଲୀ: ଟ୍ୱିଟରରେ ଅନେକ ପ୍ରକାରର ଲୋକ ଅଛନ୍ତି । କିଏ ନୂଆ ନୂଆ ଚିନ୍ତାଧାରାକୁ ବାସ୍ତବିକରେ ପରିଣତ କରିବାରେ ମାହିର ତ ଆଉ କିଏ ମେମେ (ବ୍ୟଙ୍ଗାତ୍ମକ ଫଟୋ ବା ଭିଡିଓ) ତିଆରି କରିବାରେ ମାହିର । ଏହା ଆମେ କହୁନୁ । ଏହି ଭିଡିଓଟିରୁ ହିଁ ଜଣାପଡ଼ୁଛି ।
https://twitter.com/Curlykidlife/status/1283825426251603976?s=20
ଆମେ କହୁଥିବା ଏହି ଭିଡିଓଟି ଜଣେ ଟ୍ୱିଟର ଆକାଉଣ୍ଟଧାରୀ ଏଡିଟ୍ କରିଛନ୍ତି । ଏହାକୁ ସେ ଟ୍ୱିଟରରେ ଛଡ଼ିଛନ୍ତି । ସେ ଏହାର କ୍ୟପସନରେ ଲେଖିଛନ୍ତି ଯେ “ଯଦି ପକ୍ଷୀମାନଙ୍କର ଡେଣା ଥାନ୍ତା” । ଏହି ଭିଡିଓରେ ପକ୍ଷୀ ମାନଙ୍କ ଡେଣା ଜାଗାରେ ମଣିଷ ମାନଙ୍କ ହାତକୁ ଯୋଡ଼ା ଯାଇଛି । ମଣିଷମାନଙ୍କ ଭଳି ସେମାନେ ମଧ୍ୟ ବିଭିନ୍ନ କାମ କରୁଛନ୍ତି ।

https://twitter.com/regennachtdings/status/1284008085892354049?s=20

ଭିଡିଓଟିରେ ପକ୍ଷୀମାନେ ଘରକାମ କରୁଛନ୍ତି , ସେଲ୍ଫି ନେଉଛନ୍ତି, ଗିଟାର ବଜାଉଛନ୍ତି, ସୁଟକେଶନେଇ ଅଫିସ ଯାଉଛନ୍ତି, ସପିଙ୍ଗ କରୁଛନ୍ତି, ଜିମ୍ କରୁଛନ୍ତି ଏବଂ ବହି ମଧ୍ୟ ପଢ଼ୁଛନ୍ତି । ଏଥିରୁ ଜଣାଯାଉଛି ଯେ ପକ୍ଷୀ ମାନଙ୍କର ଡେଣା ଜାଗାରେ ହାତ ଥିଲେ କଣ ହୋଇଥାନ୍ତା ।

https://twitter.com/20abokado/status/1284044428638736389?s=20

ତେବେ ଏହି ଭିଡିଓଟି ଟ୍ୱିଟରରେ ସେୟାର ହେବାପରେ ଏହାକୁ ପାଖାପାଖି ୭ ମିଲିୟନ ଲୋକ ଦେଖି ସାରିଲେଣି ଏବଂ ୨୬ ହଜାର ଲୋକ ଏହାକୁ ରିଟ୍ୱିଟ କରିସାରିଲେଣି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story