ପାକିସ୍ତାନ ଉପରେ ୟୁଏଇ ଖପ୍ପା

ଦୁବାଇ: ଗତ ୧୦ ତାରିଖରେ କାନ୍ଦାହାର ଗଭର୍ଣ୍ଣରଙ୍କ ବାସଭବନ ମଧ୍ୟରେ ଆତଙ୍କବାଦୀ ଆକ୍ରମଣରେ ୟୁନାଇଟେଡ୍ ଆରବ ଏମିରେଟ୍ସ୍‌ ( ୟୁଏଇ)ର ୫ ଜଣ ରାଷ୍ଟ୍ରଦୂତଙ୍କ ସହ ଆଫଗାନିସ୍ତାନର ୬ ଜଣ ଅଧିକାରୀଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣାକୁ ନେଇ ପାକିସ୍ତାନ ଉପରେ ଖପ୍ପା ହୋଇଛି ୟୁଏଇ। ଏପରିକି ପାକିସ୍ତାନ ସହିତ କୁଟନୈତିକ ସଂପର୍କ ଛିନ୍ନ କରିବାକୁ ଚିନ୍ତା କରୁଛି। ଏହି ଆକ୍ରମଣ ପାଇଁ ପରୋକ୍ଷରେ ପାକିସ୍ତାନକୁ ଦାୟୀ କରାଯାଉଛି। ହାକିନ୍ ନେଟ୍‌ୱର୍କ ଭଳି ଆତଙ୍କବାଦୀ ସଂଗଠନ ବିରୁଦ୍ଧରେ […]

uae

uae

Rakesh Mallick
  • Published: Friday, 13 January 2017
  • Updated: 04 May 2017, 03:44 PM IST

Sports

Latest News

ଦୁବାଇ: ଗତ ୧୦ ତାରିଖରେ କାନ୍ଦାହାର ଗଭର୍ଣ୍ଣରଙ୍କ ବାସଭବନ ମଧ୍ୟରେ ଆତଙ୍କବାଦୀ ଆକ୍ରମଣରେ ୟୁନାଇଟେଡ୍ ଆରବ ଏମିରେଟ୍ସ୍‌ ( ୟୁଏଇ)ର ୫ ଜଣ ରାଷ୍ଟ୍ରଦୂତଙ୍କ ସହ ଆଫଗାନିସ୍ତାନର ୬ ଜଣ ଅଧିକାରୀଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣାକୁ ନେଇ ପାକିସ୍ତାନ ଉପରେ ଖପ୍ପା ହୋଇଛି ୟୁଏଇ। ଏପରିକି ପାକିସ୍ତାନ ସହିତ କୁଟନୈତିକ ସଂପର୍କ ଛିନ୍ନ କରିବାକୁ ଚିନ୍ତା କରୁଛି। ଏହି ଆକ୍ରମଣ ପାଇଁ ପରୋକ୍ଷରେ ପାକିସ୍ତାନକୁ ଦାୟୀ କରାଯାଉଛି। ହାକିନ୍ ନେଟ୍‌ୱର୍କ ଭଳି ଆତଙ୍କବାଦୀ ସଂଗଠନ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପାକିସ୍ତାନକୁ କଡ଼ା ତାଗିଦ୍ କରିଛି ୟୁଏଇ। ଏପରି ନହେଲେ ପାକିସ୍ତାନ ସହିତ ଏହାର କୁଟନୈତିକ ସଂପର୍କ ବଳବତ୍ତର ରଖାଯିବ ନା ନାହିଁ ଚିନ୍ତା କରାଯିବ ବୋଲି କହିଛି ୟୁଏଇ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story