କାର ତୁଳନାରେ ହେଲିକପ୍ଟର ଭଡ଼ା ଶସ୍ତା

ନ୍ୟୁୟର୍କ: ଅନ୍ ଲାଇନ୍ ଆପ୍ସ ଜରିଆରେ ସାରା ଦୁନିଆର ପରିବହନ ବ୍ୟବସ୍ଥା ଚାଲିଛି। ହେଲେ ରାସ୍ତା ଜାମ୍‌ କିମ୍ୱା ଭିଡ଼ ଭିତରେ ଯଦି କ୍ୟାବ୍‌ ଫସିଯିବ ତା’ହେଲେ ବି ସମୟ ଅନୁସାରେ ଯାତ୍ରୀଙ୍କୁ ଭଡ଼ା ଦେବାକୁ ପଡ଼ିଥାଏ। ଆଉ ଏହାର ଫାଇଦା କ୍ୟାବ୍‌ କମ୍ପାନୀ କିମ୍ୱା ମାଲିକଙ୍କୁ ମିଳିଥାଏ। ହେଲେ ଭାବନ୍ତୁ, ଯଦି ସମାନ ଭଡ଼ା ବା ତା’ଠୁ କମ୍‌ରେ ଯଦି ହେଲିକପ୍ଟର କ୍ୟାବ୍‌ ସେବା ମିଳିବ, ତା’ହେଲେ କ’ଣ କରିବେ? ଏଭଳି କିଛି ଘଟଣା ଘଟିଛି […]

uber app

uber app

Subhransu Sekhar
  • Published: Friday, 27 December 2019
  • Updated: 27 December 2019, 02:23 PM IST

Sports

Latest News

ନ୍ୟୁୟର୍କ: ଅନ୍ ଲାଇନ୍ ଆପ୍ସ ଜରିଆରେ ସାରା ଦୁନିଆର ପରିବହନ ବ୍ୟବସ୍ଥା ଚାଲିଛି। ହେଲେ ରାସ୍ତା ଜାମ୍‌ କିମ୍ୱା ଭିଡ଼ ଭିତରେ ଯଦି କ୍ୟାବ୍‌ ଫସିଯିବ ତା’ହେଲେ ବି ସମୟ ଅନୁସାରେ ଯାତ୍ରୀଙ୍କୁ ଭଡ଼ା ଦେବାକୁ ପଡ଼ିଥାଏ। ଆଉ ଏହାର ଫାଇଦା କ୍ୟାବ୍‌ କମ୍ପାନୀ କିମ୍ୱା ମାଲିକଙ୍କୁ ମିଳିଥାଏ। ହେଲେ ଭାବନ୍ତୁ, ଯଦି ସମାନ ଭଡ଼ା ବା ତା’ଠୁ କମ୍‌ରେ ଯଦି ହେଲିକପ୍ଟର କ୍ୟାବ୍‌ ସେବା ମିଳିବ, ତା’ହେଲେ କ’ଣ କରିବେ? ଏଭଳି କିଛି ଘଟଣା ଘଟିଛି ନ୍ୟୁୟର୍କର ଜଣେ ମହିଳାଙ୍କ କ୍ଷେତ୍ରରେ।

ନିକୋଲେ ନାମ୍ନୀ ଜଣେ ମହିଳା ନିଜ ଘରୁ ଜନ୍‌ ଏଫ୍ କେନେଡି ବିମାନବନ୍ଦରକୁ ଯିବା ପାଇଁ ଆପ୍ସ ଜରିଆରେ କାର୍‌ ବୁକ୍ କରିଥିଲେ। ହେଲେ ସେହି ସମୟରେ ଉବେର କାର୍‌ ଅପେକ୍ଷା ହେଲିକପ୍ଟରରେ ବିମାନ ବନ୍ଦରକୁ ଗଲେ କମ୍ ଟଙ୍କା ଦେବାକୁ ପଡ଼ିବ ବୋଲି ସେ ସେହି ଆପ୍ସର ସ୍କ୍ରିନ୍‌ରେ ଦେଖିବାକୁ ପାଇଥିଲେ। ସେ ଦେଖିଥିଲେ ଉବେର ଏକ୍ସ ବୁକ୍ କଲେ ୧୨୬.୮୪ ଡଲାର ଦେବାକୁ ପଡ଼ିବ। ସେହିଭଳି ପୁଲ୍‌ ବୁକ୍‌ କଲେ ତାଙ୍କୁ ୧୦୨.୫୬ ଡଲାର ଦେବାକୁ ପଡ଼ିବ। ଅନ୍ୟପକ୍ଷରେ ସେହି ସ୍ଥାନକୁ ଯିବାକୁ ହେଲିକପ୍ଟର ବୁକ୍‌ କଲେ ତାଙ୍କୁ ୧୦୧.୩୯ ଡଲାର ଦେବାକୁ ପଡ଼ିବ।

ଏହାପରେ ନିକୋଲେ ଆପ୍ସର ସ୍କ୍ରିନସଟ୍ ଟୁଇଟ୍ କରି ସେୟାର କରିଥିଲେ। ଯେହେତୁ ସେ କାର୍‌ ବୁକ୍‌ କରିସାରିଥିଲେ ତେଣୁ ଆଉ ହେଲିକପ୍ଟର ବୁକ୍ କରିପାରି ନଥିଲେ। ହେଲେ ଟୁଇଟରରେ ଲେଖିଛନ୍ତି ଯେ ହେଲିକପ୍ଟର ବୁକ୍ କରିବାର ଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story