ଜମ୍ମୁ-କଶ୍ମୀର ସ୍ଥିତି ପାଇଁ ନେହରୁ ଦାୟୀ: ଅମିତ ଶାହ

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରରେ ରାଷ୍ଟ୍ରପତି ଶାସନକୁ ୬ ମାସ ବୃଦ୍ଧି କରିବା ପାଇଁ ଆଜି ଲୋକସଭାରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଏକ ବିଲ୍‌ ଆଗତ କରିଛନ୍ତି। ଦୀର୍ଘ ଘଣ୍ଟାର ବିତର୍କ ପରେ ଏହି ବିଲ୍‌ ଲୋକସଭାରେ ପାସ୍‌ ହୋଇଛି। ସେହିପରି ଜମ୍ମୁ-କଶ୍ମୀର ସଂଶୋଧନ ସଂରକ୍ଷଣ ବିଲ୍‌ ମଧ୍ୟ ଲୋକସଭାର ଅନୁମୋଦନ ପାଇଛି। ଏହି ସଂରକ୍ଷଣ ବିଲ୍‌ ଅନୁଯାୟୀ, ଅନ୍ତର୍ଜାତୀୟ ସୀମାନ୍ତୀରେ ଥିବା ଲୋକଙ୍କୁ ସ୍ୱତନ୍ତ୍ର ସୁବିଧା ସୁଯୋଗ ମିଳିବ। ଜମ୍ମୁ-କଶ୍ମୀର ପାଇଁ ଆଗତ ବିଲ୍‌ ଉପରେ […]

a

a

Hemant Lenka
  • Published: Friday, 28 June 2019
  • Updated: 28 June 2019, 05:22 PM IST

Sports

Latest News

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରରେ ରାଷ୍ଟ୍ରପତି ଶାସନକୁ ୬ ମାସ ବୃଦ୍ଧି କରିବା ପାଇଁ ଆଜି ଲୋକସଭାରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଏକ ବିଲ୍‌ ଆଗତ କରିଛନ୍ତି। ଦୀର୍ଘ ଘଣ୍ଟାର ବିତର୍କ ପରେ ଏହି ବିଲ୍‌ ଲୋକସଭାରେ ପାସ୍‌ ହୋଇଛି। ସେହିପରି ଜମ୍ମୁ-କଶ୍ମୀର ସଂଶୋଧନ ସଂରକ୍ଷଣ ବିଲ୍‌ ମଧ୍ୟ ଲୋକସଭାର ଅନୁମୋଦନ ପାଇଛି। ଏହି ସଂରକ୍ଷଣ ବିଲ୍‌ ଅନୁଯାୟୀ, ଅନ୍ତର୍ଜାତୀୟ ସୀମାନ୍ତୀରେ ଥିବା ଲୋକଙ୍କୁ ସ୍ୱତନ୍ତ୍ର ସୁବିଧା ସୁଯୋଗ ମିଳିବ।

ଜମ୍ମୁ-କଶ୍ମୀର ପାଇଁ ଆଗତ ବିଲ୍‌ ଉପରେ ଆଜି ଦୀର୍ଘ ସମୟ ବିତର୍କ ହୋଇଥିଲା।  ଏହି ସମୟରେ ହୋଇଥିବା ବିତର୍କ ବେଳେ ଶାହ ଭାରତ ବିଭାଜନ ପାଇଁ ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହର ଲାଲ ନେହରୁଙ୍କୁ ଦାୟୀ କରିଛନ୍ତି। ଶାହଙ୍କ ଏହି ବୟାନକୁ କଂଗ୍ରେସ ଜୋରଦାର ବିରୋଧ କରିଛି।

ଶ୍ରୀ ଶାହ ଲୋକସଭାରେ କହିଛନ୍ତି, “ଜମ୍ମୁ-କଶ୍ମୀରରେ ବିଜେପି ନୁହେଁ ବରଂ କଂଗ୍ରେସ ହିଁ ନିର୍ବାଚିତ ସରକାରଙ୍କୁ ଗୌଣ କରିବା ପାଇଁ ଧାରା ୩୫୬ର ପ୍ରଚଳନ କରିଥିଲା। ସ୍ୱତନ୍ତ୍ର ପରିସ୍ଥିତି ପାଇଁ ବିଜେପି ରାଷ୍ଟ୍ରପତି ଶାସନ ଲାଗୁ କରିଥିଲା। କିନ୍ତୁ ଏହି ରାଷ୍ଟ୍ରପତି ଶାସନ ପୂର୍ବରୁ ଜମ୍ମୁ-କଶ୍ମୀରରେ ୧୩୨ ଥର ଧାରା ୩୫୬ ଲାଗୁ କରାଯାଇଥିଲା। ଏହି ୧୩୨ ଥର ମଧ୍ୟରୁ କଂଗ୍ରେସ ୯୨ ଥର ଏହାକୁ ଲାଗୁ କରିଛି।

ଏବେ ଆମେ ୩୫୬ ଧାରାକୁ କେମିତି ବ୍ୟବହାର କରିବୁ, ସେକଥା ସେମାନେ ଆମକୁ ଶିଖାଇବେ? ଆଜି କଂଗ୍ରେସ ପକ୍ଷରୁ ମନିଷ ତିୱାରୀ ବିଭାଜନ କଥା ଉଠାଇଛନ୍ତି। ମୁଁ ତାଙ୍କୁ ପଚାରିବାକୁ ଚାହେଁ ଏହି ବିଭାଜନ ପାଇଁ କିଏ ଦାୟୀ? ଆଜି ବିଭାଜନ ପାଇଁ ଜମ୍ମୁ-କଶ୍ମୀରର ଏକ ତୃତୀୟାଂଶ ଭାରତ ପାଖରେ ନାହିଁ। କିଏ ଏଥିପାଇଁ ଦାୟୀ? ପାକିସ୍ତାନ ସେନାକୁ ଭାରତ ଗୋଟିଏ କୋଣକୁ ଠେସି ଦେଇଥିବା ବେଳେ ପଣ୍ଡିତ ନେହରୁ ଅସ୍ତ୍ରବିରତି ଲାଗୁ ସମ୍ପର୍କରେ ଘୋଷଣା କରିଥିଲେ। ଏବେ କିଏ ବିଭାଜନ ପାଇଁ ଦାୟୀ?”

ବିତର୍କ ବେଳେ ଅମିତ ଶାହ ନେହରୁଙ୍କ ନାଁ ଉଚ୍ଚାରଣ କରିଥିବାରୁ ଏହାକୁ କଂଗ୍ରେସ ସଦସ୍ୟମାନେ ବିରୋଧ କରିଥିଲେ। ଏହାପରେ ଶାହ କଂଗ୍ରେସକୁ ତାଚ୍ଛଲ୍ୟ କରି କହିଥିଲେ,“ ଯଦି କାହାର ନାଁ ନେବା ଭୁଲ, ତା’ହେଲେ ମୁଁ କେବଳ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ବୋଲି କହୁଛି।”

ଅନ୍ୟପକ୍ଷରେ କଂଗ୍ରେସ ଜମ୍ମୁ-କଶ୍ମୀର ସ୍ଥିତି ପାଇଁ ବିଜେପି ଓ ପିଡିପି ମେଣ୍ଟକୁ ଦାୟୀ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story