ଡିଜିଟାଲ୍‌ ଇଣ୍ଡିଆ ବଦଳାଇଲା ଓଡ଼ିଆ ପୁଅ କାର୍ତ୍ତିକଙ୍କ ଜୀବନ, ଦେଖନ୍ତୁ ଭିଡିଓ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସେ ଆଗରୁ ଟ୍ୟାକ୍ସି ଡ୍ରାଇଭର ଥିଲେ। କିନ୍ତୁ ଏବେ ନିଜର ଗାଡ଼ି ସାଙ୍ଗକୁ ମାସିକ ଲକ୍ଷେ ଟଙ୍କା ରୋଜଗାର କରିପାରୁଛନ୍ତି ଓଡ଼ିଶାର ଭୁବନେଶ୍ୱର ବାସିନ୍ଦା କାର୍ତ୍ତିକ। କେନ୍ଦ୍ର ସରକାରଙ୍କ ‘ଡିଜିଟାଲ ଇଣ୍ଡିଆ’ ଦ୍ୱାରା ଏସବୁ ସମ୍ଭବ ହୋଇପାରିଛି ବୋଲି କାର୍ତ୍ତିକ କହୁଥିବା ଏକ ଭିଡିଓ ଶେୟାର କରିଛନ୍ତି କେନ୍ଦ୍ରମନ୍ତ୍ରୀ ରାଜ୍ୟବର୍ଦ୍ଧନ ସିଂହ ରାଠୋର। ‘କ୍ୟା ହୈ ରୋଜଗାର କା ସଚ୍‌’ ଶୀର୍ଷକରେ ଲିଖିତ ଏକ ପୋଷ୍ଟରେ ସେ ଲେଖିଛନ୍ତି, “ଦେଖୁଛନ୍ତି ତ, ଡିଜିଟାଲ ଇଣ୍ଡିଆ […]

digital-odia

digital-odia

Subrat Kumar Nayak
  • Published: Thursday, 13 December 2018
  • Updated: 13 December 2018, 05:37 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସେ ଆଗରୁ ଟ୍ୟାକ୍ସି ଡ୍ରାଇଭର ଥିଲେ। କିନ୍ତୁ ଏବେ ନିଜର ଗାଡ଼ି ସାଙ୍ଗକୁ ମାସିକ ଲକ୍ଷେ ଟଙ୍କା ରୋଜଗାର କରିପାରୁଛନ୍ତି ଓଡ଼ିଶାର ଭୁବନେଶ୍ୱର ବାସିନ୍ଦା କାର୍ତ୍ତିକ। କେନ୍ଦ୍ର ସରକାରଙ୍କ ‘ଡିଜିଟାଲ ଇଣ୍ଡିଆ’ ଦ୍ୱାରା ଏସବୁ ସମ୍ଭବ ହୋଇପାରିଛି ବୋଲି କାର୍ତ୍ତିକ କହୁଥିବା ଏକ ଭିଡିଓ ଶେୟାର କରିଛନ୍ତି କେନ୍ଦ୍ରମନ୍ତ୍ରୀ ରାଜ୍ୟବର୍ଦ୍ଧନ ସିଂହ ରାଠୋର।

‘କ୍ୟା ହୈ ରୋଜଗାର କା ସଚ୍‌’ ଶୀର୍ଷକରେ ଲିଖିତ ଏକ ପୋଷ୍ଟରେ ସେ ଲେଖିଛନ୍ତି, “ଦେଖୁଛନ୍ତି ତ, ଡିଜିଟାଲ ଇଣ୍ଡିଆ ପାଇଁ ଓଡ଼ିଶାର ଭୁବନେଶ୍ୱରରେ ରହୁଥିବା କାର୍ତ୍ତିକଙ୍କର ଆତ୍ମବିଶ୍ୱାସ କେମିତି ଚମକୁଛି। ସେ ଏବେ ଅନ୍ୟର ଗାଡ଼ିର ଷ୍ଟିୟରିଂ ନୁହେଁ, ନିଜ ଗାଡ଼ିର ଷ୍ଟିୟରିଂ ମୋଡ଼ୁଛନ୍ତି। ଅନ୍‌ଲାଇନ୍‌ ବୁକିଂ କାରଣରୁ ତାଙ୍କ ରୋଜଗାର ଗାଡ଼ି ଏବେ ଫୁଲ୍‌ ଗିୟର୍‌ରେ।”

https://twitter.com/Ra_THORe/status/1073149191738642432

ଭିଡିଓରେ କାର୍ତ୍ତିକ କହୁଛନ୍ତି, “ଡିଜିଟାଲ ଇଣ୍ଡିଆ ପାଇଁ ଆଜି ମାସକୁ ଲକ୍ଷେ ଟଙ୍କା ରୋଜଗାର କରିପାରୁଛି। ଅନ୍‌ଲାଇନ୍‌ ନଥିଲେ ଗ୍ରାହକମାନେ ନା ଗାଡ଼ି ବୁକିଂ କରିପାରିଥାନ୍ତେ ନା ରୋଜଗାର ହୋଇଥାନ୍ତା। ଅନ୍‌ଲାଇନ୍‌ ବୁକିଂ ମୋ ରୋଜଗାର ବଢ଼ାଇଦେଇଛି। ମୋ ପରିବାର ମଧ୍ୟ ବହୁତ ଖୁସି, କାରଣ ଡ୍ରାଇଭରରୁ ଆଜି ମୁଁ ମାଲିକ ହୋଇସାରିଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story