ଘୋଷଣା ହେଲା ୫ଟି ରାଜ୍ୟର ବିଧାନସଭା ନିର୍ବାଚନ ତାରିଖ

ନୂଆଦିଲ୍ଲୀ: ୫ଟି ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ଆଜି ତାରିଖ ଘୋଷଣା ହୋଇଛି। ଗୋଆ, ପଞ୍ଜାବ ଏବଂ ଉତ୍ତରାଖଣ୍ଡରେ ଗୋଟିଏ ପର୍ଯ୍ୟାୟରେ ଭୋଟ ଗ୍ରହଣ ଅନୁଷ୍ଠିତ ହେବ। ସେହିପରି ମଣିପୁରରେ ୨ଟି ଏବଂ ଉତ୍ତର ପ୍ରଦେଶରେ ୭ଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ। ଗୋଆ ଏବଂ ପଞ୍ଜାବରେ ଫେବୃଆରୀ ୪ରେ ବିଧାନସଭା ନିର୍ବାଚନ ହେବ। ଉତ୍ତରାଖଣ୍ଡରେ ଫେବୃଆରୀ ୧୫ ଏବଂ ମଣିପୁରରେ ମାର୍ଚ୍ଚ ୪ ଓ ୮ରେ ନିର୍ବାଚନ ଅନୁଷ୍ଠିତ ହେବ। ଉତ୍ତର ପ୍ରଦେଶରେ […]

up-election

up-election

Rakesh Mallick
  • Published: Wednesday, 04 January 2017
  • Updated: 04 January 2017, 02:11 PM IST

Sports

Latest News

ନୂଆଦିଲ୍ଲୀ: ୫ଟି ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ଆଜି ତାରିଖ ଘୋଷଣା ହୋଇଛି। ଗୋଆ, ପଞ୍ଜାବ ଏବଂ ଉତ୍ତରାଖଣ୍ଡରେ ଗୋଟିଏ ପର୍ଯ୍ୟାୟରେ ଭୋଟ ଗ୍ରହଣ ଅନୁଷ୍ଠିତ ହେବ। ସେହିପରି ମଣିପୁରରେ ୨ଟି ଏବଂ ଉତ୍ତର ପ୍ରଦେଶରେ ୭ଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ।

ଗୋଆ ଏବଂ ପଞ୍ଜାବରେ ଫେବୃଆରୀ ୪ରେ ବିଧାନସଭା ନିର୍ବାଚନ ହେବ। ଉତ୍ତରାଖଣ୍ଡରେ ଫେବୃଆରୀ ୧୫ ଏବଂ ମଣିପୁରରେ ମାର୍ଚ୍ଚ ୪ ଓ ୮ରେ ନିର୍ବାଚନ ଅନୁଷ୍ଠିତ ହେବ। ଉତ୍ତର ପ୍ରଦେଶରେ ୭ଟି ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ ହେବ। ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଫେବୃଆରୀ ୧୧ରେ ଅନୁଷ୍ଠିତ ହେବ। ସେହିପରି ଦ୍ୱିତୀୟ ପର୍ଯ୍ୟାୟ ଫେବୃଆରୀ ୧୫, ତୃତୀୟ ପର୍ଯ୍ୟାୟ ଫେବୃଆରୀ ୧୯, ଚତୁର୍ଥ ପର୍ଯ୍ୟାୟ ଫେବୃଆରୀ ୨୩, ପଞ୍ଚମ ପର୍ଯ୍ୟାୟ ଫେବୃଆରୀ ୨୭, ଷଷ୍ଠ ପର୍ଯ୍ୟାୟ ମାର୍ଚ୍ଚ ୪ ଏବଂ ସପ୍ତମ ପର୍ଯ୍ୟାୟ ନିର୍ବାଚନ ମାର୍ଚ୍ଚ ୮ ତାରିଖରେ ଅନୁଷ୍ଠିତ ହେବ।

ମାର୍ଚ୍ଚ ୧୧ ତାରିଖରେ ଭୋଟ ଗଣତି ହେବ। ଏଥିପାଇଁ ଆଜିଠାରୁ ଆଦର୍ଶ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଛି। ପାଞ୍ଚଟି ରାଜ୍ୟରେ ମୋଟ ୬୯୦ଟି ଆସନ ପାଇଁ ଏହି ନିର୍ବାଚନ ହେବ। ଉତ୍ତରପ୍ରଦେଶରେ ୪୦୩ ଆସନ ପାଇଁ ନିର୍ବାଚନ ହେବାକୁ ଥିବା ବେଳେ ପଞ୍ଜାବ ୧୧୭, ଉତ୍ତରାଖଣ୍ଡ ୭୦, ମଣିପୁର ୬୦ ଏବଂ ଗୋଆରେ ୪୦ଟି ଆସନ ପାଇଁ ନିର୍ବାଚନ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story