ବାହାରିଲା ୯ଟି ପଦବୀ ପାଇଁ ୟୁପିଏସସି ୨୦୨୦ ଲିଖିତ ପରୀକ୍ଷା ରେଜଲ୍ଟ

ନୂଆଦିଲ୍ଲୀ: ୟୁନିୟନ ପବ୍ଲିକ ସର୍ଭିସ କମିଶନ (ୟୁପିଏସସି) ଗୁରୁବାର ୨୦୨୦ ବର୍ଷ ଲିଖିତ ପରୀକ୍ଷାର ଫଳାଫଳ ପ୍ରକାଶ କରିଛି। ଯୁଗ୍ମ ସହକାରୀ ନିର୍ଦ୍ଦେଶକ, ପୁଲିସ୍ ବେତାର ସଂଯୋଜନା ବିଭାଗର ନିର୍ଦ୍ଦେଶକ, ଡେପୁଟି ସେଣ୍ଟ୍ରାଲ୍ ଇଣ୍ଟେଲିଜେନ୍ସ ଅଫିସର (ବୈଷୟିକ), ଗୁଇନ୍ଦା, କର୍ପୋରେଟ୍ ବ୍ୟାପାର ମନ୍ତ୍ରଣାଳୟର କମ୍ପାନୀ ଓକିଲ, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ସହକାରୀ ଆଇନ ପରାମର୍ଶଦାତା, ଟ୍ରେଡ ମାର୍କ୍ସ ଆଣ୍ଡ ଜିଓଗ୍ରାଫିକାଲ ଇଣ୍ଡିକେସନର ପରୀକ୍ଷକ ପଦବୀ ପାଇଁ ପରୀକ୍ଷା ଦେଇଥିବା ପ୍ରାର୍ଥୀଙ୍କ ଫଳାଫଳ ପ୍ରକାଶ ପାଇଛି। ୟୁପିଏସସିର ଅଫିସିଆଲ୍ ୱେବସାଇଟ୍ […]

upsc

upsc

Subhransu Sekhar
  • Published: Thursday, 14 May 2020
  • Updated: 15 May 2020, 06:16 AM IST

Sports

Latest News

ନୂଆଦିଲ୍ଲୀ: ୟୁନିୟନ ପବ୍ଲିକ ସର୍ଭିସ କମିଶନ (ୟୁପିଏସସି) ଗୁରୁବାର ୨୦୨୦ ବର୍ଷ ଲିଖିତ ପରୀକ୍ଷାର ଫଳାଫଳ ପ୍ରକାଶ କରିଛି। ଯୁଗ୍ମ ସହକାରୀ ନିର୍ଦ୍ଦେଶକ, ପୁଲିସ୍ ବେତାର ସଂଯୋଜନା ବିଭାଗର ନିର୍ଦ୍ଦେଶକ, ଡେପୁଟି ସେଣ୍ଟ୍ରାଲ୍ ଇଣ୍ଟେଲିଜେନ୍ସ ଅଫିସର (ବୈଷୟିକ), ଗୁଇନ୍ଦା, କର୍ପୋରେଟ୍ ବ୍ୟାପାର ମନ୍ତ୍ରଣାଳୟର କମ୍ପାନୀ ଓକିଲ, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ସହକାରୀ ଆଇନ ପରାମର୍ଶଦାତା, ଟ୍ରେଡ ମାର୍କ୍ସ ଆଣ୍ଡ ଜିଓଗ୍ରାଫିକାଲ ଇଣ୍ଡିକେସନର ପରୀକ୍ଷକ ପଦବୀ ପାଇଁ ପରୀକ୍ଷା ଦେଇଥିବା ପ୍ରାର୍ଥୀଙ୍କ ଫଳାଫଳ ପ୍ରକାଶ ପାଇଛି। ୟୁପିଏସସିର ଅଫିସିଆଲ୍ ୱେବସାଇଟ୍ https://upsc.gov.in/exams-related-info/written-result ରେ ପରୀକ୍ଷା ଫଳ ଉପଲବ୍ଧ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos