ଉରୀ ବ୍ରିଗେଡ୍‌ର କମାଣ୍ଡର୍‌ଙ୍କୁ ହଟାଗଲା

ନୂଆଦିଲ୍ଲୀ: ଆତଙ୍କବାଦୀ ଆକ୍ରମଣ ପରେ ଜମ୍ମୁ-କାଶ୍ମୀର ଉରୀ ବ୍ରିଗେଡ୍‌ର କମାଣ୍ଡର୍‌ ବ୍ରିଗେଡିୟର୍‌ କେ.ସୋମଶେଖରଙ୍କୁ ତାଙ୍କ ପଦବୀରୁ ହଟାଇ ଦିଆଯାଇଛି। ତାଙ୍କ ସ୍ଥାନରେ ସେନାର ୨୮ ମାଉଣ୍ଟେନ୍‌ ଡିଭିଜନ୍‌ର ଜଣେ ଅଧିକାରୀ ଉରୀ ବ୍ରିଗେଡ୍‌ର କମାଣ୍ଡର ଭାବେ କାର୍ଯ୍ୟଭାର ସମ୍ଭାଳିବେ। ଗତ ୧୮ ତାରିଖରେ ଏଠାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୧୯ ଜଣ ଯବାନ ସହିଦ ହୋଇଥିଲେ।

uri-attack

Rakesh Mallick
  • Published: Saturday, 01 October 2016
  • , Updated: 01 October 2016, 12:58 PM IST

ନୂଆଦିଲ୍ଲୀ: ଆତଙ୍କବାଦୀ ଆକ୍ରମଣ ପରେ ଜମ୍ମୁ-କାଶ୍ମୀର ଉରୀ ବ୍ରିଗେଡ୍‌ର କମାଣ୍ଡର୍‌ ବ୍ରିଗେଡିୟର୍‌ କେ.ସୋମଶେଖରଙ୍କୁ ତାଙ୍କ ପଦବୀରୁ ହଟାଇ ଦିଆଯାଇଛି। ତାଙ୍କ ସ୍ଥାନରେ ସେନାର ୨୮ ମାଉଣ୍ଟେନ୍‌ ଡିଭିଜନ୍‌ର ଜଣେ ଅଧିକାରୀ ଉରୀ ବ୍ରିଗେଡ୍‌ର କମାଣ୍ଡର ଭାବେ କାର୍ଯ୍ୟଭାର ସମ୍ଭାଳିବେ।

ଗତ ୧୮ ତାରିଖରେ ଏଠାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୧୯ ଜଣ ଯବାନ ସହିଦ ହୋଇଥିଲେ।

Related story