ଉରୀ ଆକ୍ରମଣକୁ ନେଇ ବିହାର ଉପମୁଖ୍ୟମନ୍ତ୍ରୀଙ୍କ ପ୍ରତିକ୍ରିୟା

ପାଟଣା: ଉରୀରେ ଆତଙ୍କାଦୀ ଆକ୍ରମଣକୁ ନେଇ ସର୍ବଭାରତୀୟ ସ୍ତରରେ ଦେଶବ୍ୟାପି ପ୍ରତିକ୍ରିୟା ପ୍ରକାଶ ପ୍ରକାଶ ପାଇଥିବା ବେଳେ ବିହାରର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ଆତଙ୍କବାଦୀଙ୍କ ଟ୍ରେନିଂ କ୍ୟାମ୍ପକୁ ତୁରନ୍ତ ଚିହ୍ନଟ କରି ଆକ୍ରମଣ କରିବା ହିଁ ଶହୀଦ୍ ଯବାନଙ୍କ ପାଇଁ ଉଚିତ୍ ଶ୍ରଦ୍ଧାଞ୍ଜଳୀ ହେବ ବୋଲି ସେ କହିଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ କାହିଁକି ଗ୍ରହଣ କରାଯାଇ ନାହିଁ ବୋଲି ସେ କେନ୍ଦ୍ରକୁ ପ୍ରଶ୍ନ କରିଛନ୍ତି। ଆମେରିକା ପରି ଭାରତରେ ମଧ୍ୟ ସିଷ୍ଟମ ହେବା ଆବଶ୍ୟକ, […]

tejaswiyadav

tejaswiyadav

Rakesh Mallick
  • Published: Wednesday, 21 September 2016
  • Updated: 21 September 2016, 02:45 PM IST

Sports

Latest News

ପାଟଣା: ଉରୀରେ ଆତଙ୍କାଦୀ ଆକ୍ରମଣକୁ ନେଇ ସର୍ବଭାରତୀୟ ସ୍ତରରେ ଦେଶବ୍ୟାପି ପ୍ରତିକ୍ରିୟା ପ୍ରକାଶ ପ୍ରକାଶ ପାଇଥିବା ବେଳେ ବିହାରର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ଆତଙ୍କବାଦୀଙ୍କ ଟ୍ରେନିଂ କ୍ୟାମ୍ପକୁ ତୁରନ୍ତ ଚିହ୍ନଟ କରି ଆକ୍ରମଣ କରିବା ହିଁ ଶହୀଦ୍ ଯବାନଙ୍କ ପାଇଁ ଉଚିତ୍ ଶ୍ରଦ୍ଧାଞ୍ଜଳୀ ହେବ ବୋଲି ସେ କହିଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ କାହିଁକି ଗ୍ରହଣ କରାଯାଇ ନାହିଁ ବୋଲି ସେ କେନ୍ଦ୍ରକୁ ପ୍ରଶ୍ନ କରିଛନ୍ତି। ଆମେରିକା ପରି ଭାରତରେ ମଧ୍ୟ ସିଷ୍ଟମ ହେବା ଆବଶ୍ୟକ, ଯାହା ଆତଙ୍କବାଦୀ କ୍ୟାମ୍ପ ଚିହ୍ନଟ କରି କାର୍ଯ୍ୟନୁଷ୍ଠାନ ଗ୍ରହଣ କରିହେବ ବୋଲି କହିଛନ୍ତି । କାଶ୍ମୀର ଆମ ହାତରୁ ଖସିବା ଭଳି ଲାଗୁଛି, ଏହି ସମୟରେ ଭାରତ ଉଚିତ୍ ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ ବୋଲି କାଶ୍ମୀର ଉପରେ ଚିନ୍ତା ପ୍ରକାଶ କରି ତେଜସ୍ୱୀ କହିଛନ୍ତି। ଶହିଦ ପରିବାରଙ୍କୁ ଆର୍ଥିକ ସହାୟତା ପ୍ରଦାନର ବିବାଦକୁ ନେଇ ସେ କହିଛନ୍ତି ଯେ, ଏହା କେବଳ ରାଜନୀତି। ଦେଶ ପାଇଁ ଶହିଦ୍ ହୋଇଥିବା ଯବାନଙ୍କ ଖାଲି ସ୍ଥାନକୁ କୋଟିଏ ଟଙ୍କା ପ୍ରଦାନରେ ମଧ୍ୟ ଅପୂରଣୀୟ ଏବଂ ବିହାର ସରକାର ସର୍ବଦା ଶହୀଦଙ୍କ ପରିବାର ସହ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story