କରୋନା ଭାଇରସ: ଲୋକକଥା ବନାମ ସତକଥା

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସକୁ ନେଇ ବିଶ୍ୱ ଚିନ୍ତିତ। ଏହାକୁ ରୋକିବା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଉଛି। କ’ଣ ପଦକ୍ଷେପ ଗ୍ରହଣ କରାଯିବା ଦରକାର, କ’ଣ ଦରକାର ନାହିଁ ଏସବୁ ବାବଦରେ ସରକାରଙ୍କ ତରଫରୁ ସତର୍କତା ଜାରି କରାଯାଇଛି। ଏହାରି ଭିତରେ ଲୋକଙ୍କ ମୁହଁରେ ଅନେକ କଥା ଶୁଣିବାକୁ ମିଳୁଛି। ଯାହାକୁ ନେଇ ଆମେରିକାର ଡାକ୍ତର ଫହିମ ୟୁନୁସ ଟୁଇଟ୍ କରି ସଫେଇ ଦେଇଛନ୍ତି। ଫହିମ୍ ୟୁନୁସ୍ ହେଉଛନ୍ତି ମେରିଲାଣ୍ଡ ୟୁସିଏଚ୍ ବିଶ୍ୱବିଦ୍ୟାଳୟର ମୁଖ୍ୟ […]

f

f

Subhransu Sekhar
  • Published: Wednesday, 18 March 2020
  • Updated: 21 March 2020, 06:08 PM IST

Sports

Latest News

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସକୁ ନେଇ ବିଶ୍ୱ ଚିନ୍ତିତ। ଏହାକୁ ରୋକିବା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଉଛି। କ’ଣ ପଦକ୍ଷେପ ଗ୍ରହଣ କରାଯିବା ଦରକାର, କ’ଣ ଦରକାର ନାହିଁ ଏସବୁ ବାବଦରେ ସରକାରଙ୍କ ତରଫରୁ ସତର୍କତା ଜାରି କରାଯାଇଛି। ଏହାରି ଭିତରେ ଲୋକଙ୍କ ମୁହଁରେ ଅନେକ କଥା ଶୁଣିବାକୁ ମିଳୁଛି। ଯାହାକୁ ନେଇ ଆମେରିକାର ଡାକ୍ତର ଫହିମ ୟୁନୁସ ଟୁଇଟ୍ କରି ସଫେଇ ଦେଇଛନ୍ତି।

ଫହିମ୍ ୟୁନୁସ୍ ହେଉଛନ୍ତି ମେରିଲାଣ୍ଡ ୟୁସିଏଚ୍ ବିଶ୍ୱବିଦ୍ୟାଳୟର ମୁଖ୍ୟ ତଥା ସଂକ୍ରମଣ ରୋଗର ମୁଖ୍ୟ। ସେ ଶୁଣିଥିବା ୧୦ଟି ଲୋକକଥାକୁ ନେଇ ଟୁଇଟ୍ କରି ସଫେଇ ଦେଇଛନ୍ତି ଫହିମ୍।

https://twitter.com/FaheemYounus/status/1239704749232005121

ପ୍ରଥମ ଟୁଇଟରେ ସେ କହିଛନ୍ତି, ଏହି କୋଭିଡ୍-୧୯ ପୂର୍ବରୁ ହୋଇଥିବା ଏହିପରି ମହାମାରୀ ରୋଗର ରେକର୍ଡ ଭାଙ୍ଗିବ। ଖରା ଦିନ ପରେ ଏହି ରୋଗ ପଳାଇବ। ଏଭଳି କଥାକୁ ଫହିମ୍ ଭୁଲ୍ ବୋଲି କହିଛନ୍ତି। ପୂର୍ବରୁ ବ୍ୟାପିଥିବା ପାଣ୍ଡେମିକ (ବିଶ୍ୱ ମହାମାରୀ) ରୋଗ ପାଣିପାଗକୁ ଦେଖି ଆସିନଥିଲା। ଯଦିଓ ଉତ୍ତର ଗୋଲାର୍ଦ୍ଧରେ ଏବେ ଗ୍ରୀଷ୍ନ ଦିନ ଆରମ୍ଭ ହୋଇଛି ଦକ୍ଷିଣ ହେମିସ୍ଫିୟରରେ ଥଣ୍ଡା ଆରମ୍ଭ ହୋଇଛି।

ଦ୍ୱିତୀୟ ଟୁଇଟ୍: ମୁଁ ଶୁଣିଛି ଖରା ଦିନରେ ମଶା ଜରିଆରେ ଏହି ଭାଇରସ ଅଧିକ ବ୍ୟାପିବ। ଜବାବରେ ସେ କହିଛନ୍ତି, ଏହି ଭାଇରସ ରକ୍ତ ନୁହେଁ ଖାଦ୍ୟ ଓ ଶ୍ୱାସ ନଳୀରୁ ବାହାରୁଥିବା ବୁନ୍ଦା ମାଧ୍ୟମରେ ବ୍ୟାପିଥାଏ।

https://twitter.com/FaheemYounus/status/1239705205538803712

ତୃତୀୟ ଟୁଇଟ୍: ଜଣେ ୧୦ ସେକେଣ୍ଡ ପାଇଁ ନିଃଶ୍ୱାସ ପ୍ରଶ୍ୱାସ ଅଟକାଇ ତାଙ୍କୁ କରୋନା ହୋଇଛି କି ନାହିଁ ଜାଣିପାରିବେ। ଜବାବରେ ଏହି ଲୋକକଥାକୁ ଭୁଲ୍ ବୋଲି ସେ କହିଛନ୍ତି। ଅନେକ ଆକ୍ରାନ୍ତଙ୍କ ବୟସ ଯୁବ ବୟସର। ସେମାନେ ଚାହିଁଲେ ଅଧିକ ସମୟ ନିଃଶ୍ୱାସ ପ୍ରଶ୍ୱାସ ଅଟକାଇପାରିବେ। ସେହିପରି ଜଣେ ବୃଦ୍ଧ ହୋଇଥିଲେ ବିନା ଭାଇରସ ଆକ୍ରମଣରେ ନିଃଶ୍ୱାସ ପ୍ରଶ୍ୱାସକୁ ଅଟକାଇ ପାରିବେ ନାହିଁ।

ଚତୁର୍ଥ ଟୁଇଟ୍: କୋଭିଡ-୧୯ ପରୀକ୍ଷା ସୁବିଧା ସବୁଠି ନାହିଁ। ତେଣୁ ରକ୍ତଦାନ କଲେ ରକ୍ତ ଭଣ୍ଡାର ପରୀକ୍ଷା କରି କହିପାରିବ କରୋନା ହୋଇଛି କି ନାହିଁ। ଏଭଳି ଚିନ୍ତାଧାରାକୁ ସେ ଭୁଲ୍ ବୋଲି କହିଛନ୍ତି। କୌଣସି ରକ୍ତ ଭଣ୍ଡାର କିମ୍ୱା ଲ୍ୟାବରେ ଏ ପରୀକ୍ଷା ହୋଇପାରିବନି ବୋଲି ସେ କହିଛନ୍ତି।

ପଞ୍ଚମ ଟୁଇଟ୍: କରୋନା ଭାଇରସ୍ ଗଳାରେ ଲାଗି ହୋଇ ରୁହେ। ତେଣୁ ପ୍ରଚୁର ପାଣି ପିଇଲେ ଏହି ଭାଇରସ ପେଟକୁ ଠେଲି ହୋଇଯାଏ ଓ ସେଠାରେ ଏସିଡ୍ ଏହାକୁ ମାରିଦେବ।

ଜବାବରେ ସେ କହିଛନ୍ତି, ଏହି ଭାଇରସ ଗଳା ମାଧ୍ୟମରେ ପ୍ରବେଶ କରିପାରେ କିନ୍ତୁ ଏହା ହୋଷ୍ଟ କୋଷରେ ପ୍ରବେଶ କରେ। ପାଣି ପିଇଲେ ଏହି ଭାଇରସ ଧୋଇ ହୋଇ ଯିବ ନାହିଁ। ଅତ୍ୟଧିକ ପାଣି ପିଇଲେ ଆପଣଙ୍କୁ ଶୌଚାଳୟକୁ ଅଧିକ ଥର ଦୌଡ଼ିବାକୁ ପଡ଼ିବ।

ଷଷ୍ଠ ଟୁଇଟ୍: କରୋନା ପାଇଁ ସମସ୍ତ ସାମାଜିକ ଦୂରତା ଏକ ଅଧିକ ବା ଅତି ହେଇଯାଉଛି। ଏହି ଭାଇରସ ଅଧିକ କ୍ଷତି ଘଟାଇବ ନାହିଁ। ତାଙ୍କ ଉତ୍ତର ହେଲା, ଯଦି ଆମେ ଅନେକ ସଂକ୍ରମଣ ଦେଖୁନାହୁଁ (ମୁଁ ଆଶା କରେ) ଏହା ପ୍ରକୃତରେ ପ୍ରମାଣ କରିବ ଯେ ସାମାଜିକ ଦୂରତା କାର୍ଯ୍ୟ କରିଛି। ଏହା ନୁହେଁ ଯେ ଏହି ଭାଇରସ ବ୍ୟାପିବା ବଡ କଥା ନୁହେଁ।

ସପ୍ତମ ଟୁଇଟ: କାର ଦୁର୍ଘଟଣାରେ ବାର୍ଷିକ ୩୦,୦୦୦ ଲୋକଙ୍କ ମୃତ୍ୟୁ ହେଉଛି। କୋଭିଡ-୧୯ରେ ଯାହା ହେଉଛି ସେମିତି କିଛି ବଡ଼ ନୁହେଁ?

ଜବାବରେ ସେ କହିଛନ୍ତି, କାର ଦୁର୍ଘଟଣା ସଂକ୍ରାମକ ନୁହେଁ, ସେମାନଙ୍କର ମୃତ୍ୟୁହାର ପ୍ରତି ତିନି ଦିନରେ ଦ୍ୱିଗୁଣିତ ହୁଏ ନାହିଁ, ସେମାନେ ଜନ ଆତଙ୍କ ସୃଷ୍ଟି କରନ୍ତି ନାହିଁ।

ଅଷ୍ଟମ ଟୁଇଟ୍: ସାବୁନ ଏବଂ ପାଣି ଅପେକ୍ଷା ହ୍ୟାଣ୍ଡ ସାନିଟାଇଜର ଭଲ।

ଜବାବରେ ସେ କହିଛନ୍ତି, ଭୁଲ୍। ସାବୁନ୍ ଏବଂ ପାଣି ଉଭୟ ମିଶି ପ୍ରକୃତରେ ଭାଇରସକୁ ଚର୍ମରୁ ମାରିଦିଏ ଏବଂ ଧୋଇଦିଏ (ଏହା ଆମ ଚର୍ମ କୋଷ ଭିତରକୁ ପ୍ରବେଶ କରିପାରିବ ନାହିଁ) ଏବଂ ହାତ ସଫା କରିଥାଏ।

ନବମ ଟୁଇଟ୍: ଘରେ ଥିବା ପ୍ରତ୍ୟେକ କବାଟକୁ ଓ କୋଣକୁ ପରିସ୍କାର କରିବା ଦ୍ୱାରା କୋଭିଡ ୧୯କୁ ଦୂରେଇ ହେବ।

ଜବାବରେ ସେ କହିଛନ୍ତି, ଭୁଲ୍। ହାତ ଧୋଇବା ୬ ଫୁଟ ଦୂରତାରେ ଅନ୍ୟ ଲୋକଙ୍କ ପାଖରୁ ଦୂରେଇ ରହିବା ସର୍ବୋତ୍ତମ ଅଭ୍ୟାସ। ଯେପର୍ଯ୍ୟନ୍ତ ଆପଣ ଘରେ କୋଭିଡ-୧୯ ରୋଗୀର ଯତ୍ନ ନେଉଛନ୍ତି, ସେତେବେଳେ ଘରର ଚଟାଣ ପରିସ୍କାର ରହିବା ଦରକାର।

ଦଶମ ଟୁଇଟ୍: କୋଭିଡ-୧୯କୁ ଆମେରିକା ନହେଲେ ଚୀନ୍ ସେନା ଦ୍ୱାରା ବ୍ୟାପକ କରାଯାଉଛି।

ଜବାବରେ ସେ କହିଛନ୍ତି, ସତରେ??

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story