ଟ୍ରମ୍ପଙ୍କ ଆଦେଶ ଉପରେ ରୋକ୍ ଲଗାଇଲେ ସ୍ଥାନୀୟ କୋର୍ଟ

ଓ୍ୱାଶିଂଟନ: ଚାଇନିଜ୍ ଆପ୍ସ ଟିକଟକ ଉପରେ ରୋକ୍ ଲଗାଇଥିଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଏବେ ଏହା ଉପରେ ରୋକ୍ ଲଗାଇଛନ୍ତି ସ୍ଥାନୀୟ କୋର୍ଟ। ବିଳମ୍ବିତ ରାତିରେ ୱାଶିଂଟନ୍‌ର ସ୍ଥାନୀୟ କୋର୍ଟର ବିଚାରପତି ଏହି ରୋକ୍ ଲଗାଇଛନ୍ତି। ଜାତୀୟ ସୁରକ୍ଷା ସ୍ୱାର୍ଥ ଦର୍ଶାଇ ଟିକ୍ ଟକ୍ ଉପରେ ପ୍ରତିବନ୍ଧକ ଲଗାଇଥିଲେ ଡୋନାଲ୍ଡ ଟ୍ରମ୍ପ। ଟ୍ରମ୍ପ କହିଥିଲେ ଯେ ଏହି ଆପ୍ସ ଜରିଆରେ ଚୀନ୍ ଆମେରିକା ଲୋକଙ୍କ ତଥ୍ୟ ନେଉଛି। ଖବର ଅନୁଯାୟୀ ଟ୍ରମ୍ପଙ୍କ ନିଷ୍ପତ୍ତି ୱାଲମାର୍ଟ ଏବଂ […]

trump

trump

Subhransu Sekhar
  • Published: Monday, 28 September 2020
  • Updated: 28 September 2020, 12:54 PM IST

ଓ୍ୱାଶିଂଟନ: ଚାଇନିଜ୍ ଆପ୍ସ ଟିକଟକ ଉପରେ ରୋକ୍ ଲଗାଇଥିଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଏବେ ଏହା ଉପରେ ରୋକ୍ ଲଗାଇଛନ୍ତି ସ୍ଥାନୀୟ କୋର୍ଟ। ବିଳମ୍ବିତ ରାତିରେ ୱାଶିଂଟନ୍‌ର ସ୍ଥାନୀୟ କୋର୍ଟର ବିଚାରପତି ଏହି ରୋକ୍ ଲଗାଇଛନ୍ତି।

ଜାତୀୟ ସୁରକ୍ଷା ସ୍ୱାର୍ଥ ଦର୍ଶାଇ ଟିକ୍ ଟକ୍ ଉପରେ ପ୍ରତିବନ୍ଧକ ଲଗାଇଥିଲେ ଡୋନାଲ୍ଡ ଟ୍ରମ୍ପ। ଟ୍ରମ୍ପ କହିଥିଲେ ଯେ ଏହି ଆପ୍ସ ଜରିଆରେ ଚୀନ୍ ଆମେରିକା ଲୋକଙ୍କ ତଥ୍ୟ ନେଉଛି।

ଖବର ଅନୁଯାୟୀ ଟ୍ରମ୍ପଙ୍କ ନିଷ୍ପତ୍ତି ୱାଲମାର୍ଟ ଏବଂ ଓରାକଲ ମୁଖ୍ୟଙ୍କ ସହିତ ବୈଠକ ପରେ ହୋଇଥିଲା। ଚାଇନାର କମ୍ପାନୀ ବାଇଟ୍ ଡାନ୍ସ ଟିକ୍-ଟକ୍ ଆପର ନିର୍ମାତା। ଆମେରିକାରେ ପ୍ରାୟ ଦଶ କୋଟି ଟିକ୍ ଟକ୍ ୟୁଜର୍ସ ରହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story