ଉତ୍ତରାଖଣ୍ଡରେ ଭୂକମ୍ପ ଝଟକା

ଡେରାଡୁନ୍: ଉତ୍ତରାଖଣ୍ଡରେ ଶନିବାର ଅପରାହ୍ନ ୩ଟା ୪୭ ମିନିଟରେ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୪ ଥିଲା। ଭୂକମ୍ପର କେନ୍ଦ୍ରସ୍ଥଳୀ ଭାରତ ଓ ନେପାଳ ବର୍ଡର ଥିଲା। ଭୂକମ୍ପରେ କୌଣସି କ୍ଷୟକ୍ଷତି ଘଟିଥିବା ସୂଚନା ମିଳିପାରି ନାହିଁ। ଅଧିକାଶଂ ଲୋକ ଭୂକମ୍ପ ଝଟକା ଅନୁଭବ କରି ନ ଥିବା ପାଣିପାଗ ଅଧିକାରୀ ସୂଚନା ଦେଇଛନ୍ତି।

utarakhand

Rakesh Mallick
  • Published: Saturday, 19 December 2015
  • , Updated: 19 December 2015, 04:55 PM IST

Related story