ଉତ୍ତରାଖଣ୍ଡରେ ରାଷ୍ଟ୍ରପତି ଶାସନ ନେଇ ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା, ଆସନ୍ତା ସପ୍ତାହରେ ଶୁଣାଣି

ନୂଆଦିଲ୍ଲୀ: ଉତ୍ତରାଖଣ୍ଡରେ ରାଷ୍ଟ୍ରପତି ଶାସନ ଜାରିକୁ ଚ୍ୟାଲେଞ୍ଜ‌୍ କରି ଏମ‌୍ଏଲ‌୍ ଶର୍ମା ନାମକ ଜଣେ ଆଡଭୋକେଟ‌୍ ସୁପ୍ରିମକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ରୁଜୁ କରିଥିଲେ ଏବଂ ଏନେଇ ଶୀଘ୍ର ଶୁଣାଣି କରିବାକୁ ନିବେଦନ କରି ଥିଲେ। ସୁପ୍ରିମକୋର୍ଟ ତାଙ୍କ ଆବେଦନକୁ ଗ୍ରହଣ କରି ଆସନ୍ତା ସପ୍ତାହରେ ଏହାର ଶୁଣାଣି କରିବାକୁ କହିଛନ୍ତି। ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଟି.ଏସ‌୍ ଠାକୁର, ଜଷ୍ଟିସ‌୍ ଆର‌୍ ବାନୁମତୀ ଓ ୟୁ ୟୁ ଲଲିତଙ୍କୁ ନେଇ ଗଠିତ ବେ ଆଜି କହିଥିଲେ ଯେ […]

supremecourt

Rakesh Mallick
  • Published: Tuesday, 29 March 2016
  • , Updated: 29 March 2016, 09:47 AM IST

ନୂଆଦିଲ୍ଲୀ: ଉତ୍ତରାଖଣ୍ଡରେ ରାଷ୍ଟ୍ରପତି ଶାସନ ଜାରିକୁ ଚ୍ୟାଲେଞ୍ଜ‌୍ କରି ଏମ‌୍ଏଲ‌୍ ଶର୍ମା ନାମକ ଜଣେ ଆଡଭୋକେଟ‌୍ ସୁପ୍ରିମକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ରୁଜୁ କରିଥିଲେ ଏବଂ ଏନେଇ ଶୀଘ୍ର ଶୁଣାଣି କରିବାକୁ ନିବେଦନ କରି ଥିଲେ। ସୁପ୍ରିମକୋର୍ଟ ତାଙ୍କ ଆବେଦନକୁ ଗ୍ରହଣ କରି ଆସନ୍ତା ସପ୍ତାହରେ ଏହାର ଶୁଣାଣି କରିବାକୁ କହିଛନ୍ତି।

ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଟି.ଏସ‌୍ ଠାକୁର, ଜଷ୍ଟିସ‌୍ ଆର‌୍ ବାନୁମତୀ ଓ ୟୁ ୟୁ ଲଲିତଙ୍କୁ ନେଇ ଗଠିତ ବେ ଆଜି କହିଥିଲେ ଯେ ଏହାର ଶୁଣାଣି ଆସନ୍ତା ସପ୍ତାହକୁ ରଖାଗଲା

Related story