ଭିଏଚପି ନେତା ଅଶୋକ ସିଂଘଲଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଦିଲ୍ଲୀସ୍ଥିତି ଆରଏସଏସ୍ କାର୍ଯ୍ୟାଳୟ ଯାଇ ବିଶ୍ୱ ହିନ୍ଦୁ ପରିଷଦ ନେତା ଅଶୋକ ସିଂଘଲଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ସିଂଘଲଙ୍କ ପାର୍ଥିବ ଶରୀରକୁ ଅନ୍ତମି ଦର୍ଶନ ପାଇଁ ଝେଣ୍ଡୱାଲାନା ସ୍ଥିତି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ କାର୍ଯ୍ୟାଳୟରେ ରଖାଯାଇଥିଲା।  ମୋଦିଙ୍କ ସମେତ କେନ୍ଦ୍ରୀୟ ଗୃହମନ୍ତ୍ରୀ ରାଜନାଥ ସିଂ, ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ସହ ବହୁ ବରିଷ୍ଠ ନେତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଗତକାଲି ୮୯ ବର୍ଷରେ ସିଂଘଲଙ୍କ ପରଲୋକ ହୋଇଥିଲା। ଦୀର୍ଘଦିନ ହେବ […]

singhal

Rakesh Mallick
  • Published: Wednesday, 18 November 2015
  • , Updated: 18 November 2015, 01:37 PM IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଦିଲ୍ଲୀସ୍ଥିତି ଆରଏସଏସ୍ କାର୍ଯ୍ୟାଳୟ ଯାଇ ବିଶ୍ୱ ହିନ୍ଦୁ ପରିଷଦ ନେତା ଅଶୋକ ସିଂଘଲଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ସିଂଘଲଙ୍କ ପାର୍ଥିବ ଶରୀରକୁ ଅନ୍ତମି ଦର୍ଶନ ପାଇଁ ଝେଣ୍ଡୱାଲାନା ସ୍ଥିତି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ କାର୍ଯ୍ୟାଳୟରେ ରଖାଯାଇଥିଲା।  ମୋଦିଙ୍କ ସମେତ କେନ୍ଦ୍ରୀୟ ଗୃହମନ୍ତ୍ରୀ ରାଜନାଥ ସିଂ, ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ସହ ବହୁ ବରିଷ୍ଠ ନେତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଗତକାଲି ୮୯ ବର୍ଷରେ ସିଂଘଲଙ୍କ ପରଲୋକ ହୋଇଥିଲା। ଦୀର୍ଘଦିନ ହେବ ଅସୁସ୍ଥ ସିଂଘଲ ଗୁଡଗାଁଓର ମେଦାନ୍ତ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ।

Related story