ଏମିତି ଅଭିନବ ଅଟୋ କବାଟ ଲକ୍‌ ଦେଖିଛନ୍ତି କି, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ଅଭିନବ ଉପାୟରେ ତିଆରି ହୋଇଥିବା ଶସ୍ତା, ସୁନ୍ଦର ଓ ମଜଭୁତ ପୁଣି ଅଟୋମେଟିକ କବାଟ ବନ୍ଦ ବ୍ୟବସ୍ଥାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହୋଇଛି। କବାଟରେ ‘ଡୋର୍ କ୍ଲୋଜର୍’ ଲଗାଇବା ବଦଳରେ ସୂତାରେ ବନ୍ଧା ଏକ ପାଣି ବୋତଲ ଟାଙ୍ଗି ଜଣେ ଲୋକ ସେଇ ସୁବିଧା ପାଉଛନ୍ତି। ଏହି ‘ଯୁଗାଡ଼’ ସମ୍ପର୍କିତ ଭିଡିଓକୁ ବିଶିଷ୍ଟ ଶିଳ୍ପପତି ଆନନ୍ଦ ମହିନ୍ଦ୍ରା ନିଜର ଟ୍ୱିଟରରେ ପୋଷ୍ଟ କରିଥିଲେ। ଏଥିରେ ସେ ଏଭଳି ‘ଜୁଗାଡ଼’କୁ ଝକାସ୍ ବୋଲି କହି ପ୍ରଶଂସା […]

wqq

wqq

Hemant Lenka
  • Published: Sunday, 30 June 2019
  • Updated: 30 June 2019, 08:01 PM IST

Sports

Latest News

ନୂଆଦିଲ୍ଲୀ: ଅଭିନବ ଉପାୟରେ ତିଆରି ହୋଇଥିବା ଶସ୍ତା, ସୁନ୍ଦର ଓ ମଜଭୁତ ପୁଣି ଅଟୋମେଟିକ କବାଟ ବନ୍ଦ ବ୍ୟବସ୍ଥାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହୋଇଛି। କବାଟରେ 'ଡୋର୍ କ୍ଲୋଜର୍' ଲଗାଇବା ବଦଳରେ ସୂତାରେ ବନ୍ଧା ଏକ ପାଣି ବୋତଲ ଟାଙ୍ଗି ଜଣେ ଲୋକ ସେଇ ସୁବିଧା ପାଉଛନ୍ତି।

ଏହି 'ଯୁଗାଡ଼' ସମ୍ପର୍କିତ ଭିଡିଓକୁ ବିଶିଷ୍ଟ ଶିଳ୍ପପତି ଆନନ୍ଦ ମହିନ୍ଦ୍ରା ନିଜର ଟ୍ୱିଟରରେ ପୋଷ୍ଟ କରିଥିଲେ। ଏଥିରେ ସେ ଏଭଳି 'ଜୁଗାଡ଼'କୁ ଝକାସ୍ ବୋଲି କହି ପ୍ରଶଂସା କରିଛନ୍ତି। ସେ ଆହୁରି ଲେଖିଛନ୍ତି, “ ଆପେଆପେ କବାଟ ବନ୍ଦ କରିବାକୁ ସେ ମାତ୍ର ୨ଟଙ୍କା ଖର୍ଚ୍ଚ କରିଥିବେ। କିନ୍ତୁ ସାଧାରଣ କବାଟ ପାଇଁ ୧୫୦୦ ଟଙ୍କାର ହାଇଡ୍ରୋଲିକ୍‌ ଡୋର୍ କ୍ଲୋଜର୍ ଦରକାର ପଡ଼େ।”

ପ୍ରକୃତରେ ଟିକ୍‌ଟକ୍‌ ଆପ୍‌ରେ ପ୍ରଥମେ ଏହି ଭିଡିଓ ପୋଷ୍ଟ ହୋଇଥିଲା। ଏହାକୁ ଆନନ୍ଦ ମହିନ୍ଦ୍ରା ନିଜ ଟ୍ୱିଟରରେ ପୋଷ୍ଟ କରି ଏଭଳି ନିଆରା ବ୍ୟବସ୍ଥା କରିଥିବା ବ୍ୟକ୍ତିଙ୍କୁ ପ୍ରଶଂସା କରିଛନ୍ତି।

ଏହି ଭିଡିଓ ସୋଶାଲ ମିଡିଆରେ ପୋଷ୍ଟ ହେବା ପରେ ଭାଇରାଲ ହେବାରେ ଲାଗିଛି।

https://twitter.com/i/status/1144207414821998592

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story