ଅନୁଷ୍କାଙ୍କୁ ସାଙ୍ଗରେ ନେବାକୁ ଅନୁମତି ମାଗିଲେ ବିରାଟ: କ’ଣ କହିଲା ବିସିସିଆଇ, ପଢ଼ନ୍ତୁ

ନୂଆଦିଲ୍ଲୀ: ପତ୍ନୀଙ୍କୁ ସାଙ୍ଗରେ ନେବାକୁ  ଅନୁମତି ମାଗିଲେ ଭାରତୀୟ କ୍ରିକେଟ ଟିମ୍ ଅଧିନାୟକ ବିରାଟ କୋହଲି। ବିଦେଶ ଗସ୍ତରେ ପତ୍ନୀଙ୍କୁ ସାଥୀରେ ନେବାକୁ ବିସିସିଆଇ ନିକଟରେ ଏମିତି ଦାବି ରଖିଛନ୍ତି ବିରାଟ। ପୂରା ଗସ୍ତ କାଳରେ ଖେଳାଳିଙ୍କୁ ସେମାନଙ୍କ ପତ୍ନୀମାନଙ୍କୁ ସାଥୀରେ ରଖିବାକୁ ଅନୁମତି ଦେବା ପାଇଁ ସେ ଅନୁରୋଧ କରିଛନ୍ତି । କିନ୍ତୁ ଏନେଇ ତୁରନ୍ତ କୌଣସି ନିଷ୍ପତ୍ତି ନିଆଯିବ ନାହିଁ ବୋଲି ସୁପ୍ରିମକୋର୍ଟ ଦ୍ୱାରା ନିଯୁକ୍ତ ବିସିସିଆଇର ପ୍ରଶାସକ କମିଟି ଜଣାଇଛନ୍ତି। ଏବେ ବିଦେଶ […]

virat

virat

Tapas Behera
  • Published: Sunday, 07 October 2018
  • Updated: 07 October 2018, 07:42 PM IST

Sports

Latest News

ନୂଆଦିଲ୍ଲୀ: ପତ୍ନୀଙ୍କୁ ସାଙ୍ଗରେ ନେବାକୁ  ଅନୁମତି ମାଗିଲେ ଭାରତୀୟ କ୍ରିକେଟ ଟିମ୍ ଅଧିନାୟକ ବିରାଟ କୋହଲି। ବିଦେଶ ଗସ୍ତରେ ପତ୍ନୀଙ୍କୁ ସାଥୀରେ ନେବାକୁ ବିସିସିଆଇ ନିକଟରେ ଏମିତି ଦାବି ରଖିଛନ୍ତି ବିରାଟ। ପୂରା ଗସ୍ତ କାଳରେ ଖେଳାଳିଙ୍କୁ ସେମାନଙ୍କ ପତ୍ନୀମାନଙ୍କୁ ସାଥୀରେ ରଖିବାକୁ ଅନୁମତି ଦେବା ପାଇଁ ସେ ଅନୁରୋଧ କରିଛନ୍ତି ।

କିନ୍ତୁ ଏନେଇ ତୁରନ୍ତ କୌଣସି ନିଷ୍ପତ୍ତି ନିଆଯିବ ନାହିଁ ବୋଲି ସୁପ୍ରିମକୋର୍ଟ ଦ୍ୱାରା ନିଯୁକ୍ତ ବିସିସିଆଇର ପ୍ରଶାସକ କମିଟି ଜଣାଇଛନ୍ତି। ଏବେ ବିଦେଶ ଗସ୍ତ ବେଳେ ଖେଳାଳିଙ୍କୁ ପତ୍ନୀଙ୍କ ସାଥୀରେ ରହିବାକୁ  ବିସିସିଆଇ ପକ୍ଷରୁ ଦୁଇ ସପ୍ତାହ ପାଇଁ ଅନୁମତି ମିଳୁଛି। ତେବେ ଏହି ନିୟମକୁ ପରିବର୍ତ୍ତନ କରିବାକୁ ଅନୁରୋଧ କରିଛନ୍ତି ବିରାଟ। ଏ ସମ୍ପର୍କରେ ସୁପ୍ରିମକୋର୍ଟ ଦ୍ୱାରା ନିଯୁକ୍ତ ପ୍ରଶାସକ ଟିମ୍‌ ଇଣ୍ଡିଆ ମ୍ୟାନେଜର ସୁନିଲ ସୁବ୍ରମନିଅମ୍‌ଙ୍କ ସହ ଆଲୋଚନା କରିଥିବା ଜଣାପଡ଼ିଛି। ତେବେ ବିରାଟ କୋହଲିଙ୍କ ଆବେଦନ ଉପରେ କୌଣସି ନିଷ୍ପତ୍ତି ନିଅଯାଇ ନାହିଁ।

ଟିମ ଇଣ୍ଡିଆ ଏବେ ୱେଷ୍ଟ ଇଣ୍ଡିଜ୍‌  ବିପକ୍ଷରେ ଘରୋଇ ସିରିଜ୍‌ ଖେଳୁଛି ।  ଏହାପରେ ଟିମ ଇଣ୍ଡିଆ ଅଷ୍ଟ୍ରେଲିଆ ଗସ୍ତରେ ଯିବା ପାଇଁ କାର୍ଯ୍ୟସୂଚୀ ସ୍ଥିର ହୋଇଛି। ତେବେ ବିରାଟଙ୍କ ସହ ତାଙ୍କ ନବବିବାହିତା ପତ୍ନୀ ତଥା ଫିଲ୍ମ ତାରକା ଅନୁଷ୍କା ଶର୍ମା ସାଙ୍ଗରେ ଯିବା ପାଇଁ ଇଚ୍ଛା ପ୍ରକାଶ କରିଥିବାରୁ ପୁରୁଣା ନିୟମକୁ ପରିବର୍ତ୍ତନ କରାଯାଉ ବୋଲି ବିରାଟ ଚାହୁଁଛନ୍ତି।

ଅନ୍ତର୍ଜାତୀୟ କ୍ରିକେଟ ନିୟମ ଅନୁଯାୟୀ ବିଦେଶ ଟୁର୍‌ ବେଳେ ସାଙ୍ଗରେ ଗାର୍ଲ ଫ୍ରେଣ୍ଡ କିମ୍ବା ପତ୍ନୀଙ୍କୁ ନେବାର ନିର୍ଦ୍ଦିଷ୍ଟ ନିୟମ ରହିଛି। ଏଠାରେ ସୂଚନାଯୋଗ୍ୟ ଯେ, ୨୦୧୫ରେ ଇଂଲଣ୍ଡ ବିପକ୍ଷ ଆଶେସ୍‌ ସିରିଜ୍‌ରେ ଅଷ୍ଟ୍ରେଲିଆ ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲା। ଏଥିପାଇଁ ଅଷ୍ଟ୍ରେଲିଆର ପୂର୍ବତନ ଉଇକେଟ୍‌ କିପର ତଥା ଜଣାଶୁଣା କମେଣ୍ଟେଟର୍‌ ଇୟନ ହିଲି ଖେଳାଳିଙ୍କ ସ୍ତ୍ରୀ ଏବଂ ଗାର୍ଲ ଫ୍ରେଣ୍ଡମାନଙ୍କୁ ଦାୟୀ କରିଥିଲେ। ଏମିତି କିଛି ଅଭିଯୋଗ ଆସିବା ପରେ ଅନ୍ତର୍ଜାତୀୟ ଖେଳରେ କିଛି ନିୟମ ପରିବର୍ତ୍ତନ କରାଯାଇଥିଲା। ଯାହା ଏବେ ବି ବଳବତ୍ତର ଅଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story