ବ୍ୟାପମ୍ ସ୍କାମ: ଆଜି କଂଗ୍ରେସର ମଧ୍ୟପ୍ରଦେଶ ବନ୍ଦ

ଭୋପାଳ: ମୁସଲମାନଙ୍କର ସହମତି ନଥିବା ସତ୍ତ୍ୱେ ବ୍ୟାପକ ସ୍କାମରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂଙ୍କ ଇସ୍ତଫା ଦାବିରେ ଗୁରୁବାର ମଧ୍ୟପ୍ରଦେଶ ବନ୍ଦ କରିବ କଂଗ୍ରେସ। ଏହାକୁ ନେଇ ବିଭିନ୍ନ ବର୍ଗରୁ ଅସନ୍ତୋଷ ପ୍ରକାଶ କରାଯାଇଥିବା ବେଳେ କଂଗ୍ରେସ ସାଧାରଣ ସମ୍ପାଦକ ତଥା ମଧ୍ୟପ୍ରଦେଶ ଦାୟିତ୍ୱରେ ଥିବା ମୋହନ ପ୍ରକାଶ କହିଛନ୍ତି ଯେ ବନ୍ଦରେ ସାମିଲ ହେବାକୁ ଦଳ କାହାରିକୁ ବାଧ୍ୟ କରୁନାହିଁ। ବ୍ୟବସାୟୀ ତଥା ସାଧାରଣ ଲୋକେ ଚାହିଁଲେ ଏଥିରେ ସାମିଲ ହୋଇପାରିବେ। ସେମାନେ ଆନ୍ଦୋଳନରେ ସାମିଲ ହେଲେ […]

Mohan Prakash

Mohan Prakash

Rakesh Mallick
  • Published: Wednesday, 15 July 2015
  • Updated: 16 July 2015, 01:28 AM IST

Sports

Latest News

ଭୋପାଳ: ମୁସଲମାନଙ୍କର ସହମତି ନଥିବା ସତ୍ତ୍ୱେ ବ୍ୟାପକ ସ୍କାମରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂଙ୍କ ଇସ୍ତଫା ଦାବିରେ ଗୁରୁବାର ମଧ୍ୟପ୍ରଦେଶ ବନ୍ଦ କରିବ କଂଗ୍ରେସ। ଏହାକୁ ନେଇ ବିଭିନ୍ନ ବର୍ଗରୁ ଅସନ୍ତୋଷ ପ୍ରକାଶ କରାଯାଇଥିବା ବେଳେ କଂଗ୍ରେସ ସାଧାରଣ ସମ୍ପାଦକ ତଥା ମଧ୍ୟପ୍ରଦେଶ ଦାୟିତ୍ୱରେ ଥିବା ମୋହନ ପ୍ରକାଶ କହିଛନ୍ତି ଯେ ବନ୍ଦରେ ସାମିଲ ହେବାକୁ ଦଳ କାହାରିକୁ ବାଧ୍ୟ କରୁନାହିଁ। ବ୍ୟବସାୟୀ ତଥା ସାଧାରଣ ଲୋକେ ଚାହିଁଲେ ଏଥିରେ ସାମିଲ ହୋଇପାରିବେ। ସେମାନେ ଆନ୍ଦୋଳନରେ ସାମିଲ ହେଲେ ଦଳ ସ୍ୱାଗତ କରିବ। ବନ୍ଦକୁ ସମ୍ପୂର୍ଣ୍ଣ ଭାବେ ଶାନ୍ତିପୂର୍ଣ୍ଣ କରାଯିବ।

ଆଉ ତିନିଦିନ ପରେ ଇଦ୍ ପଡୁଥିବାରୁ ଏହି ବନ୍ଦ ପାଳନ ମୁସଲମାନମାନଙ୍କ ପାଇଁ ପ୍ରସ୍ତୁତିରେ ବାଧକ ସାଜିବ ବୋଲି ହେଉଥିବା ଅଭିଯୋଗର ସମ୍ପର୍କରେ ପ୍ରତିକ୍ରିୟା ରଖି ସେ କହିଛନ୍ତି ଯେ ଏନେଇ ଦଳର କୌଣସି ମୁସଲମାନ ନେତା ଅଭିଯୋଗ କରିନାହାନ୍ତି। ଏପରିକି ଏହି ବନ୍ଦ ଇଦ୍ ପ୍ରସ୍ତୁତିରେ ବାଧକ ସାଜିବ  ‍ବୋଲି ଦଳର କୌଣସି ମୁସଲମାନ ନେତା  କହି ନାହାନ୍ତି। ଅନ୍ୟପକ୍ଷରେ ମଧ୍ୟ ପ୍ରଦେଶର ଜଣେ କଂଗ୍ରେସ ମୁସଲମାନ ବିଧାୟକ ହରିଫ୍ ଅକୁସେଲ କହିଛନ୍ତି ଯେ ଦଳର ଏଭଳି ନିଷ୍ପତ୍ତିରେ ସେ ମର୍ମାହତ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story