ୱାଶିଂଟନ୍‌: ମଲ୍‌ରେ ଗୁଳିବିନିମୟ, ୪ ମୃତ

ୱାଶିଂଟନ୍‌: ୱାଶିଂଟନ୍‌ରେ ଥିବା ଏକ ଶପିଂ ମଲ୍‌ରେ ଶୁକ୍ରବାର ରାତିରେ ଗୁଳି ବିନିମୟ ଘଟି ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ବହୁଲୋକ ଗୁରୁତର ଆହତ ହୋଇଛନ୍ତି। ଘଟଣା ପରେ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଥିବା ଜଣେ ପୋଲିସ୍‌ ଅଧିକାରୀ କହିଛନ୍ତି। ସନ୍ଦିଗ୍ଧମାନେ ସ୍ପାନିସ୍‌ ଭାଷାରେ କଥା ହେଉଥିଲେ। ସେମାନେ ଧୂସର ରଙ୍ଗର ପୋଷାକ ପିନ୍ଧିଥିଲେ। ଆକ୍ରମଣକାରୀଙ୍କ ସଂଖ୍ୟା ଜଣାପଡ଼ି ନାହିଁ। ଗୁଳି ବିନିମୟ ହୋଇଥିବା ମଲ୍‌ ନିକଟରେ ସୁରକ୍ଷା ବ୍ୟସ୍ଥା କଡ଼ାକଡ଼ି କରି ଦିଆଯାଇଛି। ସେଠାରେ […]

firing

Rakesh Mallick
  • Published: Saturday, 24 September 2016
  • , Updated: 04 May 2017, 03:44 PM IST

ୱାଶିଂଟନ୍‌: ୱାଶିଂଟନ୍‌ରେ ଥିବା ଏକ ଶପିଂ ମଲ୍‌ରେ ଶୁକ୍ରବାର ରାତିରେ ଗୁଳି ବିନିମୟ ଘଟି ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ବହୁଲୋକ ଗୁରୁତର ଆହତ ହୋଇଛନ୍ତି। ଘଟଣା ପରେ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଥିବା ଜଣେ ପୋଲିସ୍‌ ଅଧିକାରୀ କହିଛନ୍ତି। ସନ୍ଦିଗ୍ଧମାନେ ସ୍ପାନିସ୍‌ ଭାଷାରେ କଥା ହେଉଥିଲେ। ସେମାନେ ଧୂସର ରଙ୍ଗର ପୋଷାକ ପିନ୍ଧିଥିଲେ। ଆକ୍ରମଣକାରୀଙ୍କ ସଂଖ୍ୟା ଜଣାପଡ଼ି ନାହିଁ।

ଗୁଳି ବିନିମୟ ହୋଇଥିବା ମଲ୍‌ ନିକଟରେ ସୁରକ୍ଷା ବ୍ୟସ୍ଥା କଡ଼ାକଡ଼ି କରି ଦିଆଯାଇଛି। ସେଠାରେ ଥିବା ଅନ୍ୟ ଦୋକାନ ଗୁଡ଼ିକ ବନ୍ଦ କରି ଦିଆଯାଇଛି। କୌଣସି ସନ୍ଦିଗ୍ଧ ଲୋକଙ୍କୁ ଦେଖିଲେ ପୋଲିସକୁ ଖବର ଦେବାକୁ କୁହାଯାଇଛି।

Related story