ମେ’ ୩ ପରେ ରଣନୀତି କ’ଣ? ମନ୍ତ୍ରୀଙ୍କ ସହ କଥା ହେଲେ ମୋଦି

ନୂଆଦିଲ୍ଲୀ: ରବିବାର ଦ୍ୱିତୀୟ ପର୍ଯ୍ୟାୟ ଲକଡାଉନ୍ ଶେଷ ହେଉଛି। ଆଗକୁ କ’ଣ ରହିବ ରଣନୀତି? କେନ୍ଦ୍ର ସରକାର କରୋନା ମୁକାବିଲା ପାଇଁ ତିନୋଟି ଜୋନ୍ ଘୋଷଣା କରିବା ପରେ ଲକଡାଉନ୍ ଆଉ ବଢ଼ିବ ନାହିଁ ବୋଲି ଜଣାପଡ଼ିଛି। ହେଲେ ଦେଖାଦେଇଥିବା ଅର୍ଥନୀତିକ ସମସ୍ୟା ଓ ଅନ୍ୟାନ୍ୟ ଚ୍ୟାଲେଞ୍ଜକୁ ଦେଶ କିଭଳି ସାମ୍ନା କରିବ ସେ ନେଇ ମନ୍ତ୍ରୀ ଏବଂ ଅଫିସରଙ୍କ ସହ ପ୍ରଧାନମନ୍ତ୍ରୀ ଆଲୋଚନା କରିଛନ୍ତି। ଦେଶରେ ୭୩୩ଟି ଜିଲ୍ଲାରୁ ୧୩୦ଟି ଜିଲ୍ଲା ରେଡ୍ ଜୋନ୍‌ରେ ଥିବାବେଳେ […]

pm-modi-mask

pm-modi-mask

Subhransu Sekhar
  • Published: Friday, 01 May 2020
  • Updated: 01 May 2020, 02:48 PM IST

Sports

Latest News

ନୂଆଦିଲ୍ଲୀ: ରବିବାର ଦ୍ୱିତୀୟ ପର୍ଯ୍ୟାୟ ଲକଡାଉନ୍ ଶେଷ ହେଉଛି। ଆଗକୁ କ’ଣ ରହିବ ରଣନୀତି? କେନ୍ଦ୍ର ସରକାର କରୋନା ମୁକାବିଲା ପାଇଁ ତିନୋଟି ଜୋନ୍ ଘୋଷଣା କରିବା ପରେ ଲକଡାଉନ୍ ଆଉ ବଢ଼ିବ ନାହିଁ ବୋଲି ଜଣାପଡ଼ିଛି। ହେଲେ ଦେଖାଦେଇଥିବା ଅର୍ଥନୀତିକ ସମସ୍ୟା ଓ ଅନ୍ୟାନ୍ୟ ଚ୍ୟାଲେଞ୍ଜକୁ ଦେଶ କିଭଳି ସାମ୍ନା କରିବ ସେ ନେଇ ମନ୍ତ୍ରୀ ଏବଂ ଅଫିସରଙ୍କ ସହ ପ୍ରଧାନମନ୍ତ୍ରୀ ଆଲୋଚନା କରିଛନ୍ତି।

ଦେଶରେ ୭୩୩ଟି ଜିଲ୍ଲାରୁ ୧୩୦ଟି ଜିଲ୍ଲା ରେଡ୍ ଜୋନ୍‌ରେ ଥିବାବେଳେ ୨୮୪ଟି ଜିଲ୍ଲା ଅରେଞ୍ଜ ଜୋନ୍‌ରେ ଓ ୩୧୯ଟି ଜିଲ୍ଲାକୁ ଗ୍ରୀନ୍‌ ଜୋନ୍‌ରେ ରଖିଛି କେନ୍ଦ୍ର। ଏହାର ଅର୍ଥ ଦେଶର ୪୦ ପ୍ରତିଶତ କରୋନାର ଶିକାର ହୋଇନି। ଏବେ ଏହି ୪୦ ପ୍ରତିଶତ ଦେଶର ଅର୍ଥନୀତିକୁ ଆଗକୁ ନେବ। ତେବେ ଏହି ଜୋନ ଗୁଡ଼ିକ ପାଇଁ ଗାଇଡ୍ ଲାଇନ୍ ପ୍ରସ୍ତୁତ ହୋଇନାହିଁ। ବୈଠକରେ ଗାଇଡ୍ ଲାଇନ୍ ବାବଦରେ ମଧ୍ୟ ଆଲୋଚନା ହୋଇଥିବା ସୂଚନା ରହିଛି।

ସେହିପରି ନିକଟରେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନଙ୍କ ସହିତ ଭିଡିଓ କନଫରେନସିଂ ଜରିଆରେ କଥା ହୋଇଥିଲେ ମୋଦି। ଏହି ସମୟରେ ଅନେକ ରାଜ୍ୟ ଲକଡାଉନ୍ ବଢ଼ାଇବା ପାଇଁ ନିଜ ଆଡ଼ୁ ପ୍ରସ୍ତାବ ଦେଇଛନ୍ତି। ଏ ବାବଦରେ କେନ୍ଦ୍ର ନିଜର ଆଭିମୁଖ୍ୟ ସ୍ପଷ୍ଟ ରଖିନାହିଁ। ହାତର ଆଉ ଦୁଇ ଦିନ ରହିଛି। ତେଲେଙ୍ଗାନା, ପଞ୍ଜାବ ଭଳି ରାଜ୍ୟ ମଧ୍ୟ ଲକଡାଉନ୍ ଅବଧି ବଢ଼ାଇ ସାରିଛନ୍ତି। ତେଣୁ ଏ ବାବଦରେ ମଧ୍ୟ ପ୍ରଧାନମନ୍ତ୍ରୀ ଆଲୋଚନା କରିଥିବା ଜଣାପଡ଼ିଛି।

ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୫,୦୪୩କୁ ବୃଦ୍ଧି ପାଇଛି। ଏବେ ୨୫,୦୦୭ ଜଣ ଚିକିତ୍ସାଧୀନ ରହିଥିବା ବେଳେ ୧୧୪୭ ଜଣଙ୍କର ଏହି ମହାମାରୀରେ ମୃତ୍ୟୁ ଘଟିଛି। ସେହିପରି ୮୮୮୯ ଜଣ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି। ଏ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଦେଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story