ଅନଲକ୍ ୨ରେ କ’ଣ ହେବ? ସରକାର ଆରମ୍ଭ କଲେ ପ୍ରସ୍ତୁତି

ନୂଆଦିଲ୍ଲୀ: କରୋନା ମହାମାରୀ ପାଇଁ ମାର୍ଚ୍ଚ ୨୫ରୁ ମେ ୩୧ ଯାଏ ଦେଶ ଲକଡାଉନ୍ ରହିଥିଲା। ଏହାପରେ କେନ୍ଦ୍ର ସରକାର ଜୁନ୍ ୩୦ ଯାଏ ଲକଡାଉନ୍ ଘୋଷଣା କରିଛନ୍ତି। ଏହାକୁ ଅନଲକ୍ ୧ ବୋଲି କହିଛନ୍ତି ସରକାର। ଆସନ୍ତା ସପ୍ତାହରେ ଏହି ଅବଧି ଶେଷ ହେବାକୁ ଯାଉଛି। ତେବେ ଅନଲକ ୨ରେ କ’ଣ ରହିବ ନିୟମ ସେ ନେଇ କେନ୍ଦ୍ର ସରକାର ପ୍ରସ୍ତୁତି ଆରମ୍ଭ କରିଥିବା ସୂଚନା ରହିଛି। ଦେଶରେ ଏବେ କରେନା ଆକ୍ରାନ୍ତଙ୍କ ସଂଖ୍ୟା ହୁ […]

unlock 2.0 (2)

unlock 2.0 (2)

Subhransu Sekhar
  • Published: Friday, 26 June 2020
  • Updated: 26 June 2020, 04:15 PM IST

Sports

Latest News

ନୂଆଦିଲ୍ଲୀ: କରୋନା ମହାମାରୀ ପାଇଁ ମାର୍ଚ୍ଚ ୨୫ରୁ ମେ ୩୧ ଯାଏ ଦେଶ ଲକଡାଉନ୍ ରହିଥିଲା। ଏହାପରେ କେନ୍ଦ୍ର ସରକାର ଜୁନ୍ ୩୦ ଯାଏ ଲକଡାଉନ୍ ଘୋଷଣା କରିଛନ୍ତି। ଏହାକୁ ଅନଲକ୍ ୧ ବୋଲି କହିଛନ୍ତି ସରକାର। ଆସନ୍ତା ସପ୍ତାହରେ ଏହି ଅବଧି ଶେଷ ହେବାକୁ ଯାଉଛି। ତେବେ ଅନଲକ ୨ରେ କ’ଣ ରହିବ ନିୟମ ସେ ନେଇ କେନ୍ଦ୍ର ସରକାର ପ୍ରସ୍ତୁତି ଆରମ୍ଭ କରିଥିବା ସୂଚନା ରହିଛି।

ଦେଶରେ ଏବେ କରେନା ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ି ଚାଲିଛି। ଲକଡାଉନ୍ ବେଳେ ଯେଉଁ ପରିମାଣରେ ଆକ୍ରାନ୍ତ ସଂଖ୍ୟା ଚିହ୍ନଟ ହେଉଥିଲେ ତା’ଠୁ ଢ଼େର ଅଧିକ ଆକ୍ରାନ୍ତ ଅନଲକ୍ ୧ରେ ଚିହ୍ନଟ ହୋଇଛନ୍ତି। ବଢ଼ୁଥିବା ସଂକ୍ରମଣ ହାରକୁ ଦେଖି ସରକାର ମଧ୍ୟ ବ୍ୟାପକ ବିସ୍ତାର କରୁଛନ୍ତି। କେହି କେହି ଗବେଷକ କହିଛନ୍ତି ଭାରତର ସ୍ଥିତି ଆହୁରି ଜଟିଳ ହେବ ଅନ୍ୟ ଦେଶ ଭଳି। ତେବେ ଗୁରୁବାର ଏମ୍ସ ନିର୍ଦ୍ଦେଶକ ଗୁଲେରିଆ କହିଛନ୍ତି ଦେଶରେ କରୋନା ଜୁଲାଇ ଶେଷ କିମ୍ୱା ଅଗଷ୍ଟ ଆରମ୍ଭ ବେଳକୁ ଦୁର୍ବଳ ହୋଇଯିବ। ଅନ୍ୟ ଦେଶର କରୋନା ହାରକୁ ଭାରତ ସହିତ ତୁଳନା କରିବା ଠିକ୍ ନୁହେଁ।

ସୂଚନା ଅନୁଯାୟୀ, ୩୦ ଜୁନରେ ସରକାର ଅନଲକ ୨ର ଗାଇଡ୍ ଲାଇନ୍ ଜାରି କରିପାରନ୍ତି। ଜଣେ ସରକାରୀ ଅଧିକାରୀ ସିଏନଏନ ନ୍ୟୁଜକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ଅନ୍ତର୍ଜାତୀୟ ବିମାନ, ସ୍କୁଲ୍ ଏବଂ ମେଟ୍ରୋ ଚାଲୁ କରିବା ଉପରେ ସରକାର ବିଚାର କରୁଛନ୍ତି।

ତେବେ ଏହାରି ଭିତରେ ଜୁଲାଇ ୧ରୁ ଅଗଷ୍ଟ ୧୨ ଯାଏଁ ବୁକ ହୋଇଥିବା ସମସ୍ତ ଟ୍ରେନ୍ ଟିକେଟ ବାତିଲ ରହିବ। ଏ ନେଇ ଜୁନ୍ ୨୫ରେ ରେଳ ବୋର୍ଡ ସୂଚନା ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story