ହ୍ୱାଇଟ୍‌ ହାଉସ୍‌ ପ୍ରେସ ସଚିବଙ୍କୁ ଉତ୍ତର କୋରିଆ ସୁରକ୍ଷାକର୍ମୀଙ୍କ ଦୁର୍ବ୍ୟବହାର

ସିଓଲ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଉତ୍ତର କୋରିଆ ରାଷ୍ଟ୍ରପତି କିମ୍ ଜଙ୍ଗ ଉନ୍‌ଙ୍କ ମଧ୍ୟରେ ସାକ୍ଷାତ ହେବା ବେଳେ ଏକ ଅଶୋଭନୀୟ ଘଟଣା ଘଟିଛି। ଏହି ବୈଠକ ଚାଲିଥିବା ବେଳେ ହ୍ୱାଇଟ ହାଉସ୍‌ ପ୍ରେସ ସଚିବ ଷ୍ଟେଫାନି ଗ୍ରୀଶାମଙ୍କୁ ଦୁର୍ବ୍ୟବହାର କରାଯାଇଥିବା ଜଣାପଡ଼ିଛି। ଉତ୍ତର କୋରିଆ ସୁରକ୍ଷାକର୍ମୀମାନେ ତାଙ୍କୁ ଠେଲାପେଲା କରିଥିବା ମଧ୍ୟ ଅଭିଯୋଗ ହୋଇଛି। ଆମେରିକା ଚ୍ୟାନେଲ ‘ଫକ୍ସ ନ୍ୟୁଜ’ ଅନୁଯାୟୀ, ଟ୍ରମ୍ପ ଓ କିମ୍‌ ବୈଠକ କରୁଥିବା ବେଳେ ଆମେରିକା ଗଣମାଧ୍ୟମର […]

er

er

Hemant Lenka
  • Published: Sunday, 30 June 2019
  • Updated: 30 June 2019, 06:07 PM IST

Sports

Latest News

ସିଓଲ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଉତ୍ତର କୋରିଆ ରାଷ୍ଟ୍ରପତି କିମ୍ ଜଙ୍ଗ ଉନ୍‌ଙ୍କ ମଧ୍ୟରେ ସାକ୍ଷାତ ହେବା ବେଳେ ଏକ ଅଶୋଭନୀୟ ଘଟଣା ଘଟିଛି। ଏହି ବୈଠକ ଚାଲିଥିବା ବେଳେ ହ୍ୱାଇଟ ହାଉସ୍‌ ପ୍ରେସ ସଚିବ ଷ୍ଟେଫାନି ଗ୍ରୀଶାମଙ୍କୁ ଦୁର୍ବ୍ୟବହାର କରାଯାଇଥିବା ଜଣାପଡ଼ିଛି। ଉତ୍ତର କୋରିଆ ସୁରକ୍ଷାକର୍ମୀମାନେ ତାଙ୍କୁ ଠେଲାପେଲା କରିଥିବା ମଧ୍ୟ ଅଭିଯୋଗ ହୋଇଛି।

ଆମେରିକା ଚ୍ୟାନେଲ 'ଫକ୍ସ ନ୍ୟୁଜ' ଅନୁଯାୟୀ, ଟ୍ରମ୍ପ ଓ କିମ୍‌ ବୈଠକ କରୁଥିବା ବେଳେ ଆମେରିକା ଗଣମାଧ୍ୟମର ପ୍ରତିନିଧିମାନେ ତା'ର ଫଟୋ ନେବାକୁ ଚାହିଁଥିଲେ। କିନ୍ତୁ ସେମାନଙ୍କୁ ଉତ୍ତର କୋରିଆର ସୁରକ୍ଷାକର୍ମୀମାନେ ଅଟକାଇଥିଲେ। ଏହାକୁ ଷ୍ଟେଫାନି ବିରୋଧ କରିଥିଲେ। ଏପରି କି ସେ ଜୋରରେ 'ଗୋ ଗୋ' ବା ଏଠାରୁ ଚାଲି ଯାଅ ବୋଲି ଉତ୍ତର କୋରିଆରର ସୁରକ୍ଷାକର୍ମୀଙ୍କୁ କହିଥିଲେ। ଏହି ସମୟରେ ହିଁ ସୁରକ୍ଷାକର୍ମୀମାନେ ତାଙ୍କୁ ଠେଲାପେଲା କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story