ଯୋଗୀଙ୍କ ମନ୍ତ୍ରୀଙ୍କ ଅଫିସ୍‌ରୁ ମିଳିଲା ଦେଶୀ ମଦ ବୋତଲ!

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ଯୋଗୀ ଆଦିତ୍ୟନାଥଙ୍କ ସରକାର ମିସନ୍ କ୍ଲିନ୍‌ରେ ଲାଗି ପଡ଼ିଛନ୍ତି। ମିସନ୍ କ୍ଲିନ୍ ବେଳେ ଯୋଗୀ ସରକାରଙ୍କ ଜଣେ ବ୍ୟାବିନେଟ୍ ମନ୍ତ୍ରୀଙ୍କର ଅଫିସ୍‌ରୁ ଦେଶୀ ମଦ ବୋତଲ ଜବତ କରାଯାଇଛି। ଏହି ମନ୍ତ୍ରୀଙ୍କ ନାମ ଏସ୍‌ପି ସିଂହ ବଘେଲ। ତାଙ୍କର ବିଧାନସଭା ସ୍ଥିତ ରୁମ୍ ନମ୍ବର ୬୨ରୁ ଏହି ମଦ ବୋତଲ ମିଳିଛି। ଏଥିପାଇଁ ସେ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବଙ୍କ ନେତୃତ୍ୱଧୀନ ସରକାରଙ୍କୁ ସିଧାସଳଖ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି,“ଏହା ପୂର୍ବ ସରକାରର […]

akhilesh

Rakesh Mallick
  • Published: Friday, 24 March 2017
  • , Updated: 24 March 2017, 04:12 PM IST

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ଯୋଗୀ ଆଦିତ୍ୟନାଥଙ୍କ ସରକାର ମିସନ୍ କ୍ଲିନ୍‌ରେ ଲାଗି ପଡ଼ିଛନ୍ତି। ମିସନ୍ କ୍ଲିନ୍ ବେଳେ ଯୋଗୀ ସରକାରଙ୍କ ଜଣେ ବ୍ୟାବିନେଟ୍ ମନ୍ତ୍ରୀଙ୍କର ଅଫିସ୍‌ରୁ ଦେଶୀ ମଦ ବୋତଲ ଜବତ କରାଯାଇଛି। ଏହି ମନ୍ତ୍ରୀଙ୍କ ନାମ ଏସ୍‌ପି ସିଂହ ବଘେଲ। ତାଙ୍କର ବିଧାନସଭା ସ୍ଥିତ ରୁମ୍ ନମ୍ବର ୬୨ରୁ ଏହି ମଦ ବୋତଲ ମିଳିଛି। ଏଥିପାଇଁ ସେ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବଙ୍କ ନେତୃତ୍ୱଧୀନ ସରକାରଙ୍କୁ ସିଧାସଳଖ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି,“ଏହା ପୂର୍ବ ସରକାରର କାରନାମା।” ଏହା ପୂର୍ବ ସରକାରୁ ଉତ୍ତରାଧିକାରୀ ସୂତ୍ରରେ ମିଳିଛି ବୋଲି ସେ ବ୍ୟଙ୍ଗ କରି କହିଛନ୍ତି।

କଥା କ’ଣ କି କ୍ୟାବିନେଟ୍ ମନ୍ତ୍ରୀ ଏସ୍‌ପି ସିଂହ ବଘେଲ ତାଙ୍କ ଅଫିସ୍ ସଫା କରାଉଥିଲେ। ଏହି ସଫେଇ ବେଳେ ଭିଜିଟିଂ ରୁମ୍‌ରୁ ଏକ ମଦ ବୋତଲ ମିଳିଥିଲା। ଏହି ମଦ ବୋତଲ ପାରେ

Related story