ବିଗତ ଚାରି ବର୍ଷରେ କେତେ ଜଣଙ୍କୁ ଭାରତର ନାଗରିକତ୍ୱ ଦିଆଯାଇଛି?

ନୂଆଦିଲ୍ଲୀ: ଗତ ଚାରି ବର୍ଷ ମଧ୍ୟରେ ୨,୪୦୭ ବିଦେଶୀ ନାଗରିକଙ୍କୁ ଭାରତୀୟ ନାଗରିକତ୍ୱ ପ୍ରଦାନ କରାଯାଇଛି। କେନ୍ଦ୍ର ସରକାର ଆଜିଏହା କହିଛନ୍ତି। ୨,୪୦୭ ମଧ୍ୟରୁ ପାକିସ୍ତାନରୁ ସର୍ବାଧିକ ୨୧୨୦ ଜଣ, ଆଫଗାନିସ୍ତାନରୁ ୧୮୮ ଏବଂ ବାଂଲାଦେଶରୁ ୯୯  ଜଣ ରହିଛନ୍ତି। କେନ୍ଦ୍ର ଗୃହ ରାଜ୍ୟ ମନ୍ତ୍ରୀ ନିତ୍ୟାନନ୍ଦ ରୟ ରାଜ୍ୟସଭାକୁ ଏହା କହିଛନ୍ତି। ୨୦୧୭ ରୁ ୧୭ ସେପ୍ଟେମ୍ବର ୨୦୨୦ ପର୍ଯ୍ୟନ୍ତ ମୋଟ ୨୭୨୯ ଜଣଙ୍କୁ ଭାରତର ନାଗରିକତ୍ୱ ପ୍ରଦାନ କରାଯାଇଛି ବୋଲି ସେ କହିଛନ୍ତି। ସେହିଭଳି […]

indian-citizenship

indian-citizenship

Subhransu Sekhar
  • Published: Monday, 21 September 2020
  • Updated: 21 September 2020, 05:25 PM IST

Sports

Latest News

ନୂଆଦିଲ୍ଲୀ: ଗତ ଚାରି ବର୍ଷ ମଧ୍ୟରେ ୨,୪୦୭ ବିଦେଶୀ ନାଗରିକଙ୍କୁ ଭାରତୀୟ ନାଗରିକତ୍ୱ ପ୍ରଦାନ କରାଯାଇଛି। କେନ୍ଦ୍ର ସରକାର ଆଜିଏହା କହିଛନ୍ତି। ୨,୪୦୭ ମଧ୍ୟରୁ ପାକିସ୍ତାନରୁ ସର୍ବାଧିକ ୨୧୨୦ ଜଣ, ଆଫଗାନିସ୍ତାନରୁ ୧୮୮ ଏବଂ ବାଂଲାଦେଶରୁ ୯୯  ଜଣ ରହିଛନ୍ତି। କେନ୍ଦ୍ର ଗୃହ ରାଜ୍ୟ ମନ୍ତ୍ରୀ ନିତ୍ୟାନନ୍ଦ ରୟ ରାଜ୍ୟସଭାକୁ ଏହା କହିଛନ୍ତି। ୨୦୧୭ ରୁ ୧୭ ସେପ୍ଟେମ୍ବର ୨୦୨୦ ପର୍ଯ୍ୟନ୍ତ ମୋଟ ୨୭୨୯ ଜଣଙ୍କୁ ଭାରତର ନାଗରିକତ୍ୱ ପ୍ରଦାନ କରାଯାଇଛି ବୋଲି ସେ କହିଛନ୍ତି।

ସେହିଭଳି ଆମେରିକାର ୬୦, ଶ୍ରୀଲଙ୍କାର ୫୮, ନେପାଳର ୩୧, ବ୍ରିଟିଶର ୨୦, ମାଲେସିଆର ୧୯, କାନାଡାର ୧୪ ଏବଂ ସିଙ୍ଗାପୁରର ୧୩ ଜଣଙ୍କୁ ସମାନ ସମୟରେ ଭାରତୀୟ ନାଗରିକତ୍ୱ ପ୍ରଦାନ କରାଯାଇଛି।

ସୂଚନାଯୋଗ୍ୟ, ଗତ ବର୍ଷ ନାଗରିକତ୍ୱ ସଂଶୋଧନ ଅଧିନିୟମ ଲାଗୁ ହେବା ପରେ ପାକିସ୍ତାନ ସମେତ ଅନ୍ୟ ଦେଶରେ ନିର୍ଯାତିତ ସଂଖ୍ୟାଲଘୁଙ୍କୁ ଭାରତରେ ନାଗରିକତ୍ୱ ଦିଆଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story