ନେପାଳରେ ବିମାନ ନିଖୋଜ, ୪ ଭାରତୀୟଙ୍କ ସମେତ ୨୨ ଯାତ୍ରୀ ଥିଲେ

ନୂଆଦିଲ୍ଲୀ: ନେପାଳରେ ଆଜି ଏକ ଛୋଟ ବିମାନ ନିଖୋଜ ହୋଇଯାଇଛି। ସେଥିରେ ୨୨ ଜଣ ଯାତ୍ରୀ ଥିଲେ। ସେମାନଙ୍କ ମଧ୍ୟରେ ୪ ଜଣ ଭାରତୀୟ ଅଛନ୍ତି। ନିଖୋଜ ବିମାନଟି ଘରୋଇ ଏୟାରଲାଇନ୍‌ ସଂସ୍ଥା ‘ତାରା ଏୟାର’ର। ଦୁଇଟି ଇଞ୍ଜିନ ବିଶିଷ୍ଟ ତାରା ଏୟାର 9 NAET ‍ବିମାନଟି ନେପାଳର ରାଜଧାନୀ କାଠମାଣ୍ଡୁ ଠାରୁ ପ୍ରାୟ ୨୦୦ କିମି ଦୂରରେ ଥିବା ପୋଖରାରୁ ଉଡ଼ାଣ ଭରିଥିଲା। ଏହା ସେଠାରୁ ୮୦ କିମି ଦୂର ଜୋମ୍‌ସୋମ୍‌ ଅଭିମୁଖେ ଯାତ୍ରା କରୁଥିବା […]

plane

plane

Jitendra Garnayak
  • Published: Sunday, 29 May 2022
  • Updated: 29 May 2022, 12:31 PM IST

Sports

Latest News

ନୂଆଦିଲ୍ଲୀ: ନେପାଳରେ ଆଜି ଏକ ଛୋଟ ବିମାନ ନିଖୋଜ ହୋଇଯାଇଛି। ସେଥିରେ ୨୨ ଜଣ ଯାତ୍ରୀ ଥିଲେ। ସେମାନଙ୍କ ମଧ୍ୟରେ ୪ ଜଣ ଭାରତୀୟ ଅଛନ୍ତି।

ନିଖୋଜ ବିମାନଟି ଘରୋଇ ଏୟାରଲାଇନ୍‌ ସଂସ୍ଥା ‘ତାରା ଏୟାର’ର। ଦୁଇଟି ଇଞ୍ଜିନ ବିଶିଷ୍ଟ ତାରା ଏୟାର 9 NAET ‍ବିମାନଟି ନେପାଳର ରାଜଧାନୀ କାଠମାଣ୍ଡୁ ଠାରୁ ପ୍ରାୟ ୨୦୦ କିମି ଦୂରରେ ଥିବା ପୋଖରାରୁ ଉଡ଼ାଣ ଭରିଥିଲା। ଏହା ସେଠାରୁ ୮୦ କିମି ଦୂର ଜୋମ୍‌ସୋମ୍‌ ଅଭିମୁଖେ ଯାତ୍ରା କରୁଥିବା ବେଳେ ନିଖୋଜ ହୋଇଯାଇଥିବା ଖବର ଆସିଛି।

ମିଳିଥିବା ସୂଚନା ଅନୁଯାୟୀ, ବିମାନଟି ଜୋମସୋମ ଆକାଶରେ ପହଞ୍ଚି ସାରିଥିଲା। କିନ୍ତୁ ହଠାତ୍ ଏହା ରୁଟ୍ ବଦଳାଇ ଦେଇଥିଲା ଓ ନିଖୋଜ ହୋଇଯାଇଥିଲା। ସ୍ଥାନୀୟ ସମୟ ଅନୁସାରେ ସକାଳ ୯ଟା ୫୫ରେ ଏହା ସହିତ କଣ୍ଟ୍ରୋଲ ରୁମ୍‌ର ସମସ୍ତ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା।
ଏହାକୁ ଖୋଜିବା ଦୁଇଟି ହେଲିକପ୍ଟରକୁ ପଠାଯାଇଥିବା ଜଣାପଡ଼ିଛି।

ଅନ୍ୟପକ୍ଷରେ ବିମାନଟି ଦୁର୍ଘଟଣାର ଶିକାର ହୋଇଥିବା ସ୍ଥାନୀୟ ପୁଲିସ୍ କହୁଛି। ଏହା ପାହାଡ଼ ପର୍ବତ ଘେରା ମୁସ୍‌ତାଙ୍ଗ ଜିଲ୍ଲାର ଲେଟେ ଅଞ୍ଚଳରେ ଏହା ଦୁର୍ଘଟଣାଗ୍ରସ୍ତ ହୋଇଥିବା ଆଶଙ୍କା କରାଯାଉଛି। କାରଣ ଉକ୍ତ ଅଞ୍ଚଳର ଲୋକେ ଏକ ଅସ୍ୱାଭାବିକ ଶବ୍ଦ ଶୁଣିଥିବା ସୂଚନା ଦେଇଛି। କିଛି ବସ୍ତୁ ପିଟି ହୋଇ ବିସ୍ଫୋରଣ ହୋଇଥିବା ସେମାନେ ଶୁଣିଥିବା କହିଛନ୍ତି। ଉକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ୍ କରାଉଥିବା ପୁଲିସ୍ ପକ୍ଷରୁ କୁହାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story