ଆତଙ୍କୀ ହମଲା ପରେ ଗୁରୁ ଗ୍ରନ୍ଥ ସାହିବକୁ ସୁରକ୍ଷିତ ସ୍ଥାନକୁ ନିଆ ଗଲା

କାବୁଲ: ଆଫଗାନିସ୍ତାନର କାବୁଲରେ ଥିବା ଗୁରଦ୍ୱାର କର୍ତେ ପରୱାନରେ ଆଜି ଆତଙ୍କବାଦୀମାନେ ସିରିଜ୍‌ ବିସ୍ଫୋରଣ କରିଛନ୍ତି। ଏଥିରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୭ରୁ ୧୦୦ ଜଣ ଆହତ ହୋଇଛନ୍ତି। ବିସ୍ଫୋରଣରେ ଗୁରଦ୍ୱାର ସହ ଆଖପାଖ ଅଞ୍ଚଳ କ୍ଷତିଗ୍ରସ୍ତ ହୋଇଛି। ତେବେ ଏହା ମଧ୍ୟରେ ଥିବା ପବିତ୍ର ପୁସ୍ତକ ଗୁରୁ ଗ୍ରନ୍ଥ ସାହିବକୁ ସୁରକ୍ଷିତ ଭାବେ ବାହାରକୁ ଅଣାଯାଇଛି। ସ୍ଥାନୀୟ ମିଡିଆରେ ପ୍ରକାଶିତ ଖବର ଅନୁଯାୟୀ, ବିସ୍ଫୋରଣ ପରେ ଗୁରଦ୍ୱାରରେ ନିଆଁ ଲାଗି ଯାଇଥିଲା। କିନ୍ତୁ […]

Kabul

Kabul

Hemant Lenka
  • Published: Saturday, 18 June 2022
  • Updated: 18 June 2022, 07:47 PM IST

Sports

Latest News

କାବୁଲ: ଆଫଗାନିସ୍ତାନର କାବୁଲରେ ଥିବା ଗୁରଦ୍ୱାର କର୍ତେ ପରୱାନରେ ଆଜି ଆତଙ୍କବାଦୀମାନେ ସିରିଜ୍‌ ବିସ୍ଫୋରଣ କରିଛନ୍ତି। ଏଥିରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୭ରୁ ୧୦୦ ଜଣ ଆହତ ହୋଇଛନ୍ତି। ବିସ୍ଫୋରଣରେ ଗୁରଦ୍ୱାର ସହ ଆଖପାଖ ଅଞ୍ଚଳ କ୍ଷତିଗ୍ରସ୍ତ ହୋଇଛି। ତେବେ ଏହା ମଧ୍ୟରେ ଥିବା ପବିତ୍ର ପୁସ୍ତକ ଗୁରୁ ଗ୍ରନ୍ଥ ସାହିବକୁ ସୁରକ୍ଷିତ ଭାବେ ବାହାରକୁ ଅଣାଯାଇଛି।

ସ୍ଥାନୀୟ ମିଡିଆରେ ପ୍ରକାଶିତ ଖବର ଅନୁଯାୟୀ, ବିସ୍ଫୋରଣ ପରେ ଗୁରଦ୍ୱାରରେ ନିଆଁ ଲାଗି ଯାଇଥିଲା। କିନ୍ତୁ ଶିଖ ସଂପ୍ରଦାୟର କିଛି ଲୋକ ଗୁରୁ ଗ୍ରନ୍ଥର ସୁରକ୍ଷା ପାଇଁ ଏହା ମଧ୍ୟକୁ ଡିଆଁ ମାରିଥିଲେ। ଏହାପରେ ସେମାନେ ଏହାକୁ ସୁରକ୍ଷିତ ଭାବେ ବାହାରକୁ ଆଣିଥିଲେ। ପବିତ୍ର ପୁସ୍ତକକୁ ବାହାରକୁ ଆଣିବା ପରେ ଏହାକୁ ନିକଟରେ ଥିବା ଗୁରନାମ ସିଂହଙ୍କ ଘରକୁ ନିଆଯାଇଥିଲା। ସେ ଘର ଭିତରେ ଏହାକୁ ଠିକ୍‌ ଭାବେ ରଖିବା ସହ ପୂଜାର୍ଚ୍ଚନା କରିବେ। ଗୁରୁ ଗ୍ରନ୍ଥ ସାହିବକୁ ସୁରକ୍ଷିତ ଭାବେ ଉଦ୍ଧାର କରାଯିବା ବେଳର ଫଟୋ ମଧ୍ୟ ସାମ୍ନାକୁ ଆସିଛି।

ସୂଚନାଯୋଗ୍ୟ, ଆଜି ସକାଳେ ସ୍ଥାନୀୟ ସମୟ ୭.୧୫ରେ ହିଁ ଗୁରଦ୍ୱାରେ ଏକାଧିକ ବିସ୍ଫୋରଣ ହୋଇଥିଲା। ଆଫଗାନରେ ସକ୍ରିୟ ଥିବା ଆଇଏସଆଇଏସ ଖୋରସାନା ଏପରି ବିସ୍ଫୋରଣ କରିଥିବା କୁହାଯାଉଛି। ଘଟଣାକୁ ନେଇ ଭାରତ ସରକାର ମଧ୍ୟ ଚିନ୍ତା ପ୍ରକଟ କରିଛନ୍ତି। ପୂରା ଘଟଣା ଉପରେ ସରକାର ନଜର ରଖିଥିବା ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story