ଝିଅମାନଙ୍କ ସ୍କୁଲ ବନ୍ଦ କଲା ତାଲିବାନା

କାବୁଲ: ଯାହା ଆଶଙ୍କା ଥିଲା, ଠିକ୍‌ ସେଇଆ ହେଲା। ବନ୍ଧୁକ ମୁନରେ ଆଫଗାନିସ୍ତାନକୁ ଦଖଲ କରିଥିବା ତାଲିବାନ ଏବେ ଝିଅମାନଙ୍କ ପାଇଁ ଥିବା ସ୍କୁଲଗୁଡ଼ିକୁ ବନ୍ଦ କରିଦେଇଛି। ଆଜି ତାଲିବାନ ପ୍ରଶାସନ ପୂର୍ବ ଆଫଗାନିସ୍ତାନର ପାକଟିଆ ପ୍ରଦେଶରେ ୬ଷ୍ଠରୁ ତଦୁର୍ଦ୍ଧ୍ୱ ଶ୍ରେଣୀ ଥିବା ବାଳିକା ବିଦ୍ୟାଳୟଗୁଡ଼ିକୁ ବନ୍ଦ କରିଛି। କିଛି ଦିନ ତଳେ ଏହି ସ୍କୁଲଗୁଡ଼ିକୁ ଆଦିବାସୀ ସଂପ୍ରଦାୟର ବରିଷ୍ଠ ନାଗରିକ ଓ ପ୍ରିନ୍ସିପାଲଙ୍କ ଅନୁରୋଧକ୍ରମେ ଖୋଲା ଯାଇଥିଲା। ହେଲେ ଏବେ ଏଗୁଡ଼ିକୁ ବନ୍ଦ କରାଯାଇଛି। ହେଲେ […]

school

school

Hemant Lenka
  • Published: Saturday, 10 September 2022
  • Updated: 10 September 2022, 07:12 PM IST

Sports

Latest News

କାବୁଲ: ଯାହା ଆଶଙ୍କା ଥିଲା, ଠିକ୍‌ ସେଇଆ ହେଲା। ବନ୍ଧୁକ ମୁନରେ ଆଫଗାନିସ୍ତାନକୁ ଦଖଲ କରିଥିବା ତାଲିବାନ ଏବେ ଝିଅମାନଙ୍କ ପାଇଁ ଥିବା ସ୍କୁଲଗୁଡ଼ିକୁ ବନ୍ଦ କରିଦେଇଛି। ଆଜି ତାଲିବାନ ପ୍ରଶାସନ ପୂର୍ବ ଆଫଗାନିସ୍ତାନର ପାକଟିଆ ପ୍ରଦେଶରେ ୬ଷ୍ଠରୁ ତଦୁର୍ଦ୍ଧ୍ୱ ଶ୍ରେଣୀ ଥିବା ବାଳିକା ବିଦ୍ୟାଳୟଗୁଡ଼ିକୁ ବନ୍ଦ କରିଛି।

କିଛି ଦିନ ତଳେ ଏହି ସ୍କୁଲଗୁଡ଼ିକୁ ଆଦିବାସୀ ସଂପ୍ରଦାୟର ବରିଷ୍ଠ ନାଗରିକ ଓ ପ୍ରିନ୍ସିପାଲଙ୍କ ଅନୁରୋଧକ୍ରମେ ଖୋଲା ଯାଇଥିଲା। ହେଲେ ଏବେ ଏଗୁଡ଼ିକୁ ବନ୍ଦ କରାଯାଇଛି। ହେଲେ ବନ୍ଦର କାରଣ ସମ୍ପର୍କରେ ତାଲିବାନ ପକ୍ଷରୁ କୌଣସି ପ୍ରକାରର ସ୍ପଷ୍ଟୀକରଣ ଦିଆଯାଇ ନାହିଁ।

ଚଳିତ ମାସରେ ଗାରଡେଜର ୪ଟି ଓ ସାମକାନି ଜିଲ୍ଲାରେ ଥିବା ଗୋଟିଏ ବାଳିକା ବିଦ୍ୟାଳୟକୁ ବନ୍ଦ କରାଯାଇଥିଲା। ଏଗୁଡ଼ିକ ତାଲିବାନ ଶିକ୍ଷା ମନ୍ତ୍ରଣାଳୟର ବିନା ଅନୁମତିରେ ଝିଅ ପିଲାଙ୍କୁ ପାଠପଢ଼ାଉଥିବାରୁ ପ୍ରଶାସନ ଏପରି ନିଷ୍ପତ୍ତି ନେଇଥିଲା। ସ୍କୁଲ ବନ୍ଦ ନିଷ୍ପତ୍ତକୁ ମଧ୍ୟ ପିଲାମାନେ ବିରୋଧ କରିଛନ୍ତି।

ଆଜି ଛୋଟ ପିଲାମାନେ କାନ୍ଦି କାନ୍ଦି ସ୍କୁଲ ଡ୍ରେସରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଗାରଡେଜର ବିଭିନ୍ନ ରାସ୍ତାରେ ଏପରି ବିକ୍ଷୋଭ ଦେଖିବାକୁ ମିଳିଛି। ଗାରଡେଜରେ ରହୁଥିବା ମହମ୍ମଦ ସିଦ୍ଦିକ ନାମକ ଜଣେ ଯୁବକ କହିଛନ୍ତି, ମୋର ଦୁଇ ଭଉଣୀ ସ୍କୁଲ ଯାଉଥିବାରୁ ମୁଁ ବହୁତ ଖୁସି ଥିଲି। ହେଲେ ଏବେ ତାଲିବାନ ସ୍କୁଲଗୁଡ଼ିକୁ ବନ୍ଦ କରି ଆମକୁ ନିରାଶ କରିଛି। କେବଳ ମହମ୍ମଦ ନୁହନ୍ତି, ଅନେକ ଲୋକ ତାଲିବାନ ସରକାରର ଏପରି ନିଷ୍ପତ୍ତିକୁ ବିରୋଧ କରିଛନ୍ତି।

ତାଲିବାନ ଦୀର୍ଘ ଗୋଟିଏ ବର୍ଷରୁ ଅଧିକ ଦିନ ହେଲା ଆଫଗାନିସ୍ତାନକୁ ଦଖଲ କରି ରଖିଥିବା ବେଳେ ମହିଳାଙ୍କ ସ୍ୱାଧୀନତା ସଙ୍କୁଚିତ ହେବାରେ ଲାଗିଛି। କିଶୋରୀମାନଙ୍କୁ ଶିକ୍ଷାଲାଭରୁ ବଞ୍ଚିତ କରାଯାଉଥିବା ବେଳେ ମହିଳାମାନଙ୍କୁ ସର୍ବସାଧାରଣ ସ୍ଥାନରେ ମୁଣ୍ଡରୁ ଗୋଡ଼ ଯାଏ ବୁର୍ଖାରେ ଘୋଡ଼ାଇ ରଖିବାକୁ କୁହାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story