ୟେମେନ ଉପରେ ଆରବ ବାୟୁସେନାର ଆକ୍ରମଣ, ମୃତ ସଂଖ୍ୟା ୧୭୬କୁ ବୃଦ୍ଧି

ୟେମେନ୍: ସୋମବାର ଆରବ ବାୟୁ ସେନା ପକ୍ଷରୁ ୟେମେନରେ ହୋଇଥିବା ଏୟାର ଷ୍ଟ୍ରାଇକରେ ୧୭୬ଜଣ ସାଧାରଣ ଜନତାଙ୍କ ସମେତ ବହୁ ସୁରକ୍ଷାକର୍ମୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ହଜାରରୁ ଅଧିକ ଗୁରୁତର ଆହତ ହୋଇଥିବା ସାଧାରଣ ଜନତା ମେଡିକାଲରେ ଚିକିତ୍ସିତ ହେଉଛନ୍ତି। କେତେକଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ସ୍ଥାନୀୟ ବଡ ମେଡିକାଲରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ସୁଦ୍ଧା ଆରବ ପକ୍ଷରୁ ବିମାନ ଆକ୍ରମଣ ଜାରି ରହିଥିବାରୁ ଆହତଙ୍କ ଚିକିତ୍ସା ଲାଗି ଆବଶ୍ୟକ ଔଷଧ ଯୋଗାଣରେ ସମସ୍ୟା ହେଉଥିବା […]

strikes-kill-30-in-yemen

strikes-kill-30-in-yemen

Rakesh Mallick
  • Published: Tuesday, 07 July 2015
  • Updated: 04 May 2017, 03:45 PM IST

Sports

Latest News

ୟେମେନ୍: ସୋମବାର ଆରବ ବାୟୁ ସେନା ପକ୍ଷରୁ ୟେମେନରେ ହୋଇଥିବା ଏୟାର ଷ୍ଟ୍ରାଇକରେ ୧୭୬ଜଣ ସାଧାରଣ ଜନତାଙ୍କ ସମେତ ବହୁ ସୁରକ୍ଷାକର୍ମୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ହଜାରରୁ ଅଧିକ ଗୁରୁତର ଆହତ ହୋଇଥିବା ସାଧାରଣ ଜନତା ମେଡିକାଲରେ ଚିକିତ୍ସିତ ହେଉଛନ୍ତି। କେତେକଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ସ୍ଥାନୀୟ ବଡ ମେଡିକାଲରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ସୁଦ୍ଧା ଆରବ ପକ୍ଷରୁ ବିମାନ ଆକ୍ରମଣ ଜାରି ରହିଥିବାରୁ ଆହତଙ୍କ ଚିକିତ୍ସା ଲାଗି ଆବଶ୍ୟକ ଔଷଧ ଯୋଗାଣରେ ସମସ୍ୟା ହେଉଥିବା ଜଣାପଡିଛି ।

ଆରବ ବାୟୁସେନା ପକ୍ଷରୁ ଗତ ମାର୍ଚ୍ଚ୨୬ରୁ ଆରମ୍ଭ ହୋଇଥିବା ଅକ୍ରମଣରେ ବହୁ ଧନଜୀବନ କ୍ଷୟକ୍ଷତି ହୋଇଥିବା ଜଣାପଡିଛି। ୟେମେନରେ ସକ୍ରିୟ ଥିବା ଏକ ସାମ୍ପ୍ରଦାୟିକ ଗୋଷ୍ଠୀକୁ ପରାହତ କରିବାକୁ ଆରବ ବାୟୁସେନା ପକ୍ଷରୁ ଆକ୍ରମଣ କରାଯାଉଥିବା ଜଣାପଡିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story