ୟେସ୍‌ ବ୍ୟାଙ୍କ ସହ ପ୍ରତିଷ୍ଠାତାଙ୍କ ନାମରେ ସିବିଆଇ ମାମଲା

ନୂଆଦିଲ୍ଲୀ: କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସିବିଆଇ ୟେସ୍‌ ବ୍ୟାଙ୍କ ସହ ପ୍ରତିଷ୍ଠାତା ରାଣା କପୁରଙ୍କ ନାମରେ ମାମଲା ରୁଜୁ କରିଛି। ତାଙ୍କ ସହ ଡିଏଚ୍‌ଏଫ୍‌ଏଲ୍‌ ଏବଂ ଡୁ’ ଇଟ୍‌ ଅର୍ବାନ୍‌ ଭେଞ୍ଚର୍ସ ନାମରେ ମଧ୍ୟ ଷଡ଼ଯନ୍ତ୍ର, ଠକେଇ ଏବଂ ଦୁର୍ନୀତି ଆଦି ମାମଲା ରୁଜୁ ହୋଇଛି। କପୁର ବର୍ତ୍ତମାନ ଇଡି ହେପାଜତରେ ଅଛନ୍ତି। ବର୍ତ୍ତମାନ ତଦନ୍ତକାରୀ ସଂସ୍ଥା ମୁମ୍ବାଇରେ ସର୍ଚ୍ଚ ଅପରେସନ୍‌ କରିବାର ଅଛି। ଅଭିଯୋଗ ଆସିଛି ଡିଏଚଏଫଏଲ ୟେସ୍ ବ୍ୟାଙ୍କରୁ ଋଣ ନେଇ କପୁର ପରିବାର […]

Rana-Kapooor

Rana-Kapooor

Subrat Kumar Nayak
  • Published: Sunday, 08 March 2020
  • Updated: 08 March 2020, 09:35 PM IST

Sports

Latest News

ନୂଆଦିଲ୍ଲୀ: କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସିବିଆଇ ୟେସ୍‌ ବ୍ୟାଙ୍କ ସହ ପ୍ରତିଷ୍ଠାତା ରାଣା କପୁରଙ୍କ ନାମରେ ମାମଲା ରୁଜୁ କରିଛି। ତାଙ୍କ ସହ ଡିଏଚ୍‌ଏଫ୍‌ଏଲ୍‌ ଏବଂ ଡୁ’ ଇଟ୍‌ ଅର୍ବାନ୍‌ ଭେଞ୍ଚର୍ସ ନାମରେ ମଧ୍ୟ ଷଡ଼ଯନ୍ତ୍ର, ଠକେଇ ଏବଂ ଦୁର୍ନୀତି ଆଦି ମାମଲା ରୁଜୁ ହୋଇଛି। କପୁର ବର୍ତ୍ତମାନ ଇଡି ହେପାଜତରେ ଅଛନ୍ତି। ବର୍ତ୍ତମାନ ତଦନ୍ତକାରୀ ସଂସ୍ଥା ମୁମ୍ବାଇରେ ସର୍ଚ୍ଚ ଅପରେସନ୍‌ କରିବାର ଅଛି।

ଅଭିଯୋଗ ଆସିଛି ଡିଏଚଏଫଏଲ ୟେସ୍ ବ୍ୟାଙ୍କରୁ ଋଣ ନେଇ କପୁର ପରିବାର ସହ ଜଡ଼ିତ ଡୁ’ ଇଟ୍‌ ଅର୍ବାନ୍‌ ଭେଞ୍ଚର୍ସକୁ ଏହି ସମୟରେ ମୋଟା ଅଙ୍କର ପଇସା ଦେଇଥିଲା। ଏହି ଟଙ୍କାର ପରିମାଣ ୬୦୦ କୋଟି ବୋଲି ଇଡି ବିଭିନ୍ନ ସ୍ଥାନରେ ରେଡ୍ କରିବା ବେଳେ ଆକଳନ କରିଛି।

କୁହାଯାଉଛି ଏହି ଅର୍ଥ ଆଦାୟ ପାଇଁ ବ୍ୟାଙ୍କ ଯଥେଷ୍ଟ ପରିଶ୍ରମ କରିନଥିଲା। ଡିଏଚ୍‌ଏଫ୍‌ଏଲ୍‌ ନାମରେ ପୂର୍ବରୁ ସିବିଆଇ ମାମଲା ଚାଲୁ ରହିଛି। ଏହି କମ୍ପାନୀ ଉତ୍ତରପ୍ରଦେଶ ପାୱାର ସେକ୍ଟରର ମୋଟା ଅଙ୍କର ଚଳୁ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story