ଦକ୍ଷିଣରେ ଦକ୍ଷିଣପନ୍ଥୀଙ୍କୁ ଟାର୍ଗେଟ କଲେ ଯୋଗୀ

ବେଙ୍ଗାଲୁର: କେରଳରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ।    ବିଜେପିର  ପଦଯାତ୍ରାରେ ସାମିଲ ହୋଇ ରାଜ୍ୟ ସରକାରଙ୍କ ଉପରେ ଖୁବ୍ ବର୍ଷିଛନ୍ତି ସେ। ସିଧାସଳଖ କେରଳ ମୁଖ୍ୟମନ୍ତ୍ରୀଙ୍କୁ ଟାଗେର୍ଟ କରିଛନ୍ତି ୟୁପି ସିଏମ୍।  ବିଜେପିର ଫାୟାର  ବ୍ରାଣ୍ଡ ନେତା ଯୋଗୀ ଆଦିତ୍ୟନାଥଙ୍କ କେରଳରେ ରୋଡ ସୋ କରିଛନ୍ତି। କୁନ୍ନରରୁ ବିଜେପିର ଜନରକ୍ଷା ଯାତ୍ରାରେ ସାମିଲ ହୋଇଛନ୍ତି ଯୋଗୀ।  ରାଜ୍ୟରେ  ଲଗାତାର ଭାବେ ବିଜେପି କର୍ମୀଙ୍କୁ ହତ୍ୟା ଘଟଣାକୁ ମୁଖ୍ୟ ପ୍ରସଙ୍ଗ କରିଛି ଦଳ।  ସରକାରୀ ଦଳ ସିପିଆଇକୁ ଏଥିପାଇଁ […]

p111

Rakesh Mallick
  • Published: Wednesday, 04 October 2017
  • , Updated: 04 October 2017, 05:15 PM IST

ବେଙ୍ଗାଲୁର: କେରଳରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ।    ବିଜେପିର  ପଦଯାତ୍ରାରେ ସାମିଲ ହୋଇ ରାଜ୍ୟ ସରକାରଙ୍କ ଉପରେ ଖୁବ୍ ବର୍ଷିଛନ୍ତି ସେ।

ସିଧାସଳଖ କେରଳ ମୁଖ୍ୟମନ୍ତ୍ରୀଙ୍କୁ ଟାଗେର୍ଟ କରିଛନ୍ତି ୟୁପି ସିଏମ୍।  ବିଜେପିର ଫାୟାର  ବ୍ରାଣ୍ଡ ନେତା ଯୋଗୀ ଆଦିତ୍ୟନାଥଙ୍କ କେରଳରେ ରୋଡ ସୋ କରିଛନ୍ତି।

କୁନ୍ନରରୁ ବିଜେପିର ଜନରକ୍ଷା ଯାତ୍ରାରେ ସାମିଲ ହୋଇଛନ୍ତି ଯୋଗୀ।  ରାଜ୍ୟରେ  ଲଗାତାର ଭାବେ ବିଜେପି କର୍ମୀଙ୍କୁ ହତ୍ୟା ଘଟଣାକୁ ମୁଖ୍ୟ ପ୍ରସଙ୍ଗ କରିଛି ଦଳ।  ସରକାରୀ ଦଳ ସିପିଆଇକୁ ଏଥିପାଇଁ ଦାୟୀ କରିବା ସହ ବିଜେପି ପକ୍ଷରୁ ଲୋକଙ୍କୁ ସଚେତନ କରାଯିବ ବୋଲି ଯୋଗୀ କହିଛନ୍ତି । ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳିରେ ଗୋଟିଏ ପରେ ଗୋଟିଏ ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇଛି । ତେବେ କାହିଁକି ମୁଖ୍ୟମନ୍ତ୍ରୀ ଓ ସରକାରୀ ଦଳ ଚୁପ୍‌ ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଯୋଗୀ । ସେପଟେ ଗୋରଖପୁର ମେଡିକାଲ ଟ୍ରାଜେଡିକୁ ନେଇ ଯୋଗୀଙ୍କୁ ଘେରିଛି ବିରୋଧୀ।

 

 

Related story