ଆଦିମ ଜନଜାତିଙ୍କ ବିକାଶ ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ

ଭୁବନେଶ୍ୱର: ଅନସୂଚିତ ଜାତି, ଜନଜାତି, ସଂଖ୍ୟାଲଘୁ ଓ ପଛୁଆ ବର୍ଗ ବିଭାଗର ସମୀକ୍ଷା ବୈଠକରେ ଆଦିମ ଜନଜାତିଙ୍କ ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି । ସବୁ ଆଦିମ ଜନଜାତି ପରିବାରକୁ ଘର ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଓଟିଇଏଲ୍ପି ଯୋଜନାରେ ୩୨ହଜାର ଆଦିମ ଜନଜାତି ପରିବାରକୁ ସାମିଲ୍ କରିବା ସହ ସେମାନଙ୍କ ଜୀବନଜୀବିକା ଉନ୍ନତି ଆଣିବାକୁ ଯୋଜନା ପ୍ରସ୍ତୁତ କରିବାକୁ ବିଭାଗୀୟ ଅଧିକାରୀ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଏଥିପାଇଁ ୭୯୫.୪୨ କୋଟି ଟଙ୍କ। […]

Odishastat

Odishastat

Rakesh Mallick
  • Published: Wednesday, 03 June 2015
  • Updated: 03 June 2015, 02:35 AM IST

Sports

Latest News

ଭୁବନେଶ୍ୱର: ଅନସୂଚିତ ଜାତି, ଜନଜାତି, ସଂଖ୍ୟାଲଘୁ ଓ ପଛୁଆ ବର୍ଗ ବିଭାଗର ସମୀକ୍ଷା ବୈଠକରେ ଆଦିମ ଜନଜାତିଙ୍କ ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି । ସବୁ ଆଦିମ ଜନଜାତି ପରିବାରକୁ ଘର ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଓଟିଇଏଲ୍ପି ଯୋଜନାରେ ୩୨ହଜାର ଆଦିମ ଜନଜାତି ପରିବାରକୁ ସାମିଲ୍ କରିବା ସହ ସେମାନଙ୍କ ଜୀବନଜୀବିକା ଉନ୍ନତି ଆଣିବାକୁ ଯୋଜନା ପ୍ରସ୍ତୁତ କରିବାକୁ ବିଭାଗୀୟ ଅଧିକାରୀ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଏଥିପାଇଁ ୭୯୫.୪୨ କୋଟି ଟଙ୍କ। ଖର୍ଚ୍ଚ କରାଯିବ । ଜନଶ୍ରୀ ବୀମା ଯୋଜନାରେ ଆଦିମ ଜନଜାତି ଗୋଷ୍ଠୀର ୨୦ହଜାର ପରିବାର ଓ ସ୍ୱାସ୍ଥ୍ୟବୀମା ଯୋଜନାରେ ୨୦ହଜାର ଆଦିମ ଜନଜାତିଙ୍କୁ ଅନ୍ତଭୁର୍କ୍ତ କରିବାକୁ ଚେଷ୍ଟା ଚାଲିଥିବା ବିଭାଗୀୟ ମନ୍ତ୍ରୀ ଲାଲବିହାରୀ ହିମିରିକା କହିଛନ୍ତି । ଦୁର୍ଗମ ଅଞ୍ଚଳରେ ଥିବା ୪୫୦ଟି ଗାଁ ଓ ୪୫୦ଟି ସ୍କୁଲକୁ ସୌରଶକ୍ତି ଯୋଗାଇ ଦେବାକୁ ବୈଠକରେ ନିଷ୍ପତି ହୋଇଛି । ଶିକ୍ଷା ଆଇନ୍ ବାହାରେ ଜାତି ଓ ଜନଜାତିର ପିଲାଙ୍କ ପାଇଁ ବେସରକାରୀ ସ୍କୁଲରେ ନବମ ଶ୍ରେଣୀ ପର୍ଯ୍ୟନ୍ତ ୨୫ପ୍ରତିଶତ ସ୍ଥାନ ସଂରକ୍ଷଣ କରାଯିବ । ସେହିପରି ବୈଠକରେ ସଂଖ୍ୟାଲଘୁ ସମସ୍ୟା ସମ୍ପର୍କରେ ଆଲୋଚନା ହୋଇଥିଲା । ହଜ୍ ଯାତ୍ରୀଙ୍କ ସୁବିଧା ପାଇଁ ଭୁବନେଶ୍ୱରର ଏକ ହଜ୍ ହାଉସ୍ ନିର୍ମାଣ ପାଇଁ ନିଷ୍ପତି ହୋଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story