ଫ୍ଲ।ଟ ଓ ପ୍ଲଟ୍ ଆବଣ୍ଟନ ମାମଲା, ବିଡିଏରୁ ୫୦ ଓ ସିଡିଏରୁ ୧୫ଟି ଫାଇଲ ଜବତ କଲା ଭିଜିଲାନସ

ଭୁବନେଶ୍ୱର: ଇଛାଧୀନ କୋଟାରେ ଏକାଧିକ ଫ୍ଲ।ଟ ଓ ପ୍ଲଟ୍ ଆବଣ୍ଟନ ମାମଲାରେ ଭିଜିଲାନସ ତଦନ୍ତ ଜାରି ରହିଛି। ଗୁରୁବାର ଭିଜିଲାନ୍ସ ବିଡିଏରୁ ୫୦ଟି ଓ ସିଡିଏରୁ ୧୫ଟି ଗୁରୁତ୍ୱପୂର୍ଣ୍ଣ ଫ।ଇଲ ଜବତ କରିଥିଲା। ଏପର୍ଯ୍ୟନ୍ତ ବିଡିଏରୁ ବିଭିନ୍ନ ପର୍ଯ୍ୟାୟରେ ୧୭୦ଟି ଫ।ଇଲ, ସିଡିଏରୁ ୪୪ଟି ଏବଂ ହାଉସିଂ ବୋର୍ଡରୁ ୧୧ଟି ଫ।ଇଲ ଜବତ କରିଥିବା ଭିଜିଲାନସ ବିଭାଗ ସୂତ୍ରରୁ ସୂଚନା ମିଳିଛି। ଏସବୁ ଫ।ଇଲକୁ ଭିଜିଲାନ୍ସ ଯାଞ୍ଚ କରିବା ସହ କେଉଁ କ୍ଷେତ୍ରରେ ତୃଟି ରହିଛି ତାହାର ଖୋଳତାଡ […]

BDA

BDA

Rakesh Mallick
  • Published: Friday, 29 May 2015
  • Updated: 29 May 2015, 01:46 AM IST

Sports

Latest News

ଭୁବନେଶ୍ୱର: ଇଛାଧୀନ କୋଟାରେ ଏକାଧିକ ଫ୍ଲ।ଟ ଓ ପ୍ଲଟ୍ ଆବଣ୍ଟନ ମାମଲାରେ ଭିଜିଲାନସ ତଦନ୍ତ ଜାରି ରହିଛି। ଗୁରୁବାର ଭିଜିଲାନ୍ସ ବିଡିଏରୁ ୫୦ଟି ଓ ସିଡିଏରୁ ୧୫ଟି ଗୁରୁତ୍ୱପୂର୍ଣ୍ଣ ଫ।ଇଲ ଜବତ କରିଥିଲା। ଏପର୍ଯ୍ୟନ୍ତ ବିଡିଏରୁ ବିଭିନ୍ନ ପର୍ଯ୍ୟାୟରେ ୧୭୦ଟି ଫ।ଇଲ, ସିଡିଏରୁ ୪୪ଟି ଏବଂ ହାଉସିଂ ବୋର୍ଡରୁ ୧୧ଟି ଫ।ଇଲ ଜବତ କରିଥିବା ଭିଜିଲାନସ ବିଭାଗ ସୂତ୍ରରୁ ସୂଚନା ମିଳିଛି। ଏସବୁ ଫ।ଇଲକୁ ଭିଜିଲାନ୍ସ ଯାଞ୍ଚ କରିବା ସହ କେଉଁ କ୍ଷେତ୍ରରେ ତୃଟି ରହିଛି ତାହାର ଖୋଳତାଡ କରୁଛି। ତାରା ଦତ୍ତ ଟାକ୍ସଫେ।ର୍ସ ରିପୋର୍ଟ କାର୍ଯ୍ୟକାରୀ ନେଇ ମୋଡାଲିଟି ନିର୍ଦ୍ଧାରଣ ପରେ ଏହି କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। ପ୍ଲଟ୍ ଓ ଫ୍ଲ।ଟ୍ ଆବଣ୍ଟନ ତଦନ୍ତ ପାଇଁ ଭିଜିଲାନସକୁ ଫ।ଇଲ ଦେବାକୁ ବିଡିଏ, ସିଡିଏ ଓ ହାଉସିଂ ବୋର୍ଡକୁ ନଗର ଉନ୍ନୟନ ବିଭାଗ ପୂର୍ବରୁ ଚିଠି ଲେଖିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story