ରକ୍ତମୁଖା ଜମି ପିଇଲା ୩ ଜଣଙ୍କ ରକ୍ତ

ସମ୍ବଲପୁର(ଓଡ଼ିଶା ରିପୋର୍ଟର): ଜମିବାଡ଼ି ବିବାଦରୁ ରକ୍ତମୁଖା ପଡ଼ୋଶୀ ବିଭତ୍ସ କାଣ୍ଡ ଘଟାଇଛି। ଗୋଟିଏ ପରିବାରର ତିନିଜଣ- ମା, ଝିଅ ଓ ଜ୍ୱାଇଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଛି ପଡ଼ୋଶୀ। ସମ୍ବଲପୁର କୁଚିଣ୍ଡା ଥାନା ଲପଡ଼ା ଗାଁର ଏ ଘଟଣାକୁ ନନେଇ ଚାଞ୍ଚଲ୍ୟ ଖେଳିଯାଇଛି। ମୃତକମାନେ ହେଲେ ମା ପିରୋବତୀ ବେହେରା, ଝିଅ ସାବିତ୍ରୀ ଓ ଜ୍ୱାଇଁ ଗିରିଧାରୀ ସାହୁ। ମିଳିଥିବା ସୂଚନା ଅନୁସାରେ, ଜମିବାଡ଼ି ବିବାଦରୁ ପିରୋବତୀଙ୍କ ପଡ଼ୋଶୀ ବାପପୁଅ ନବୀନ ଦେବୁରୀ ଓ ହେମାନନ୍ଦ ଦେହୁରୀ […]

jump-1

jump-1

Tapas Behera
  • Published: Wednesday, 21 October 2020
  • Updated: 21 October 2020, 08:33 PM IST

ସମ୍ବଲପୁର(ଓଡ଼ିଶା ରିପୋର୍ଟର): ଜମିବାଡ଼ି ବିବାଦରୁ ରକ୍ତମୁଖା ପଡ଼ୋଶୀ ବିଭତ୍ସ କାଣ୍ଡ ଘଟାଇଛି। ଗୋଟିଏ ପରିବାରର ତିନିଜଣ- ମା, ଝିଅ ଓ ଜ୍ୱାଇଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଛି ପଡ଼ୋଶୀ। ସମ୍ବଲପୁର କୁଚିଣ୍ଡା ଥାନା ଲପଡ଼ା ଗାଁର ଏ ଘଟଣାକୁ ନନେଇ ଚାଞ୍ଚଲ୍ୟ ଖେଳିଯାଇଛି। ମୃତକମାନେ ହେଲେ ମା ପିରୋବତୀ ବେହେରା, ଝିଅ ସାବିତ୍ରୀ ଓ ଜ୍ୱାଇଁ ଗିରିଧାରୀ ସାହୁ।

ମିଳିଥିବା ସୂଚନା ଅନୁସାରେ, ଜମିବାଡ଼ି ବିବାଦରୁ ପିରୋବତୀଙ୍କ ପଡ଼ୋଶୀ ବାପପୁଅ ନବୀନ ଦେବୁରୀ ଓ ହେମାନନ୍ଦ ଦେହୁରୀ ଏହି ବିଭତ୍ସ କାଣ୍ଡ ଘଟାଇଥିବା ଅଭିଯୋଗ ହୋଇଛି। ଗାଁ ଲୋକଙ୍କ ଠାରୁ ଖବର ପାଇ ପୋଲିସ୍ ଚାଷ ଜମିରୁ ଜ୍ୱାଇଁ ଓ ଘର ଭିତରୁ ମାଝିଅଙ୍କ ମୃତଦେହ ଉଦ୍ଧାର କରିଛି। ପୋଲିସ୍ ଅଭିଯୁକ୍ତ ବାପପୁଅଙ୍କୁ ଅଟକ ରଖିଥିବା ବେଳେ ଘଟଣାକୁ ନେଇ ଗାଁରେ ଉତ୍ତେଜନା ଦେଖାଦେଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story