'ରାଜନୈତିକ ଦଳ ଚାଷୀଙ୍କ ପ୍ରତି ସେମାନଙ୍କ ଆଭିମୁଖ୍ୟ ସ୍ପଷ୍ଟ କରନ୍ତୁ'

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର) ଏଠି କୌଣସି ରାଜନୈତିକ ଦଳ ଚାଷୀ ପାଇଁ ଚିନ୍ତା କରୁନାହାନ୍ତି। ଚାଷୀର ସୁରକ୍ଷା, ତା’ର ସମ୍ମାନ ଏବଂ ଉନ୍ନତି ସମ୍ପର୍କରେ ଏଠି କେହିବି ନିଜର ଆଭିମୁଖ୍ୟ ସ୍ପଷ୍ଟ କରୁନାହାନ୍ତି। ‘ନବ ନିର୍ମାଣ କୃଷକ ସଂଗଠନ’ ବୁଧବାର ଏକ ସାମ୍ବାଦିକ ସମ୍ମିଳନୀ ଡାକି କେନ୍ଦ୍ରର ବିଜେପି ସରକାର, ପ୍ରମୁଖ ବିରୋଧୀ ଦଳ କଂଗ୍ରେସ ଏବଂ ରାଜ୍ୟର ବିଜୁ ଜନତା ଦଳ ସରକାରକୁ ସିଧା ଟାର୍ଗେଟ୍ କରିଛି। ସଂଗଠର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅକ୍ଷୟ କୁମାର କହିଛନ୍ତି, […]

naba

naba

Jagamohan Maharana
  • Published: Wednesday, 19 December 2018
  • Updated: 19 December 2018, 07:29 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର) ଏଠି କୌଣସି ରାଜନୈତିକ ଦଳ ଚାଷୀ ପାଇଁ ଚିନ୍ତା କରୁନାହାନ୍ତି। ଚାଷୀର ସୁରକ୍ଷା, ତା'ର ସମ୍ମାନ ଏବଂ ଉନ୍ନତି ସମ୍ପର୍କରେ ଏଠି କେହିବି ନିଜର ଆଭିମୁଖ୍ୟ ସ୍ପଷ୍ଟ କରୁନାହାନ୍ତି। ‘ନବ ନିର୍ମାଣ କୃଷକ ସଂଗଠନ’ ବୁଧବାର ଏକ ସାମ୍ବାଦିକ ସମ୍ମିଳନୀ ଡାକି କେନ୍ଦ୍ରର ବିଜେପି ସରକାର, ପ୍ରମୁଖ ବିରୋଧୀ ଦଳ କଂଗ୍ରେସ ଏବଂ ରାଜ୍ୟର ବିଜୁ ଜନତା ଦଳ ସରକାରକୁ ସିଧା ଟାର୍ଗେଟ୍ କରିଛି।

ସଂଗଠର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅକ୍ଷୟ କୁମାର କହିଛନ୍ତି, ‘ବର୍ତ୍ତମାନ ନିର୍ବାଚନୀ ହାୱା ବହୁଥିବାରୁ ଡିସେମ୍ବର ୨୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଆସି ଖୋର୍ଦ୍ଧାରେ ସମାବେଶ କରିବେ। ସେହିପରି ଜାନୁୟାରୀ ୮ରେ ବିଜୁ ଜନତା ଦଳ (ବିଜେଡ଼ି) ଦିଲ୍ଲୀ ଯାଇ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) ବୃଦ୍ଧି ପାଇଁ ସେଠି ସମାବେଶ କରିବ। ଏ ଦିଲ୍ଲୀ ଓ ଭୁବନେଶ୍ୱର ସମାବେଶ ନାଟକବାଜି ଛାଡ଼ି ବିଜେପି ବିଜେଡି ଚାଷୀଙ୍କ ପ୍ରତି ନିଜର ଆଭିମୁଖ୍ୟ ସ୍ପଷ୍ଟ କରନ୍ତୁ। କୁମ୍ଭୀର କାନ୍ଦଣା ବନ୍ଦ କରନ୍ତୁ।’

ଅକ୍ଷୟ କୁମାର ଆହୁରି କହିଛନ୍ତି, ‘ଚାଷୀ ସୁରକ୍ଷା ଭତ୍ତାକୁ ନେଇ ରାଜନୈତିକ ଦଳ ଗୁଡ଼ିକ ଆଭିମୁଖ୍ୟ ସ୍ପଷ୍ଟ କରନ୍ତୁ। ବିଜେଡି ଦିଲ୍ଲୀ ଯାଉଥିବା ବେଳେ ପ୍ରଧାନମନ୍ତ୍ରୀ ଓଡ଼ିଶା ଆସୁଛନ୍ତି। ସେହିପରି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ମଧ୍ୟ ଓଡ଼ିଶା ଗସ୍ତ କରିବେ। ଏଭଳି ସମୟରେ ଏହି ପ୍ରମୁଖ ରାଜନୈତିକ ଦଳଗୁଡ଼ିକ ଚାଷୀଙ୍କ ସ୍ୱାର୍ଥ, ସେମାନଙ୍କୁ ଉଚିତ ପ୍ରାଇସ୍, ପ୍ରେଷ୍ଟିଜ୍ ଏବଂ ପେନ୍‌ସନ୍‌କୁ ନେଇ କେତେ ସମ୍ବେଦନଶୀଳ ତାହା ସ୍ପଷ୍ଟ କରନ୍ତୁ।

ଜାନୁୟାରୀ ୮ରେ ବିଜେଡି ଦିଲ୍ଲୀ ଗଲେ ଏଠି ନବନିର୍ମାଣ କୃଷକ ସଂଗଠନ ରାଜଭବନ ଆଗରେ ୨୦୦୦ ଲୋକଙ୍କୁ ଏକତ୍ର କରି ଆନ୍ଦୋଳନ କରିବ ଏବଂ ସ୍ମାରକପତ୍ର ଦେବାକୁ ଠିକ୍ କରିଛି। ସେହିପରି ମୋଦି ୨୪ରେ ଓଡ଼ିଶା ଆସିଲେ ତାଙ୍କୁ ମଧ୍ୟ ସ୍ମାରକପତ୍ର ଦିଆଯିବ ବୋଲି ଅକ୍ଷୟ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story