ଓଡିଶା ଅଲମ୍ପିକ୍ ଆସୋସିଏସନ୍ ଜମି ଦବରଦଖଲ ମାମଲା:ଆଜି ପୁଣି ଜିଲ୍ଲା ଜଜ୍ କମିଟିଙ୍କ ଉପସ୍ଥିତିରେ ଚାଲିଛି ମାପଚୁପ

କଟକ: ଓଡିଶା ଅଲମ୍ପିକ ଆସୋସିଏସନ ଜମି ଜବରଦଖଲ ମାମଲାରେ ଜିଲ୍ଲା ଜଜ୍ କମିଟି ପକ୍ଷରୁ ମଙ୍ଗଳବାର ପୁଣି ମାପଚୁପ କରାଯାଇଛି। ବାରବାଟୀ ଷ୍ଟାଡିୟମ ସଂଲଗ୍ନ ଜମି ସହ ବାରବାଟୀ ପ୍ୟାଲେସ ପରିସରରେ ଏହି ମାପଚୁପ କରାଯାଉଛି। କଟକ ଜିଲ୍ଲା ଜଜଙ୍କ ଉପସ୍ଥିତିରେ ଏହି ମାପଚୁପ କରାଯାଉଛି। ରାଜସ୍ୱ ବିଭାଗ ପକ୍ଷରୁ ସରକାରୀ ଅମିନ ଓ ତହସିଲଦାର ମାପଚୁପ କରୁଛନ୍ତି। ପୂର୍ବରୁ ଚଳିତ ମାସ ୨ ତାରିଖରେ ଜବରଦଖଲ ଜମିର ମାପଚୁପ କରାଯାଇଥିବା ବେଳେ ଆଉ କିଛି ଜମିର ମଧ୍ୟ […]

barabati

barabati

Rakesh Mallick
  • Published: Tuesday, 15 September 2015
  • Updated: 15 September 2015, 11:35 AM IST

Sports

Latest News

କଟକ: ଓଡିଶା ଅଲମ୍ପିକ ଆସୋସିଏସନ ଜମି ଜବରଦଖଲ ମାମଲାରେ ଜିଲ୍ଲା ଜଜ୍ କମିଟି ପକ୍ଷରୁ ମଙ୍ଗଳବାର ପୁଣି ମାପଚୁପ କରାଯାଇଛି। ବାରବାଟୀ ଷ୍ଟାଡିୟମ ସଂଲଗ୍ନ ଜମି ସହ ବାରବାଟୀ ପ୍ୟାଲେସ ପରିସରରେ ଏହି ମାପଚୁପ କରାଯାଉଛି। କଟକ ଜିଲ୍ଲା ଜଜଙ୍କ ଉପସ୍ଥିତିରେ ଏହି ମାପଚୁପ କରାଯାଉଛି। ରାଜସ୍ୱ ବିଭାଗ ପକ୍ଷରୁ ସରକାରୀ ଅମିନ ଓ ତହସିଲଦାର ମାପଚୁପ କରୁଛନ୍ତି। ପୂର୍ବରୁ ଚଳିତ ମାସ ୨ ତାରିଖରେ ଜବରଦଖଲ ଜମିର ମାପଚୁପ କରାଯାଇଥିବା ବେଳେ ଆଉ କିଛି ଜମିର ମଧ୍ୟ ମାପଚୁପ କରାଯିବ ବୋଲି ସୂଚନା ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story