ଜୁନ ୫ରୁ ହେବାକୁ ଥିବା ପ୍ରସ୍ତାବିତ ବସ୍ ଧର୍ମଘଟ ପ୍ରତ୍ୟାହୃତ

ଭୁବନେଶ୍ୱର: ବୈଷୟିକ କମିଟିର ସୁପାରିଶ ଆଧାରରେ ବସ୍ ଭଡ଼ା ବଢିବ। ଘରୋଇ ବସମାଲିକ ସଂଘ ସହ ଆଲୋଚନା ପରେ ଏହି ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ରମେଶ ମାଝୀ। ଏହା ସହ ଘରୋଇ ବସ ମାଲିକ ସଂଘର ଦାବି ଅନୁସାରେ ଖୁବଶୀଘ୍ର ଅଟୋମେଟିକ ମେକାନିଜିମ ଲାଗୁ ହେବ ବୋଲି ମଧ୍ୟ ମନ୍ତ୍ରୀ କହିଛନ୍ତି। ଏହା ଲାଗୁ ହେଲେ ତୈଳ ଦର ବୃଦ୍ଧି ହେଲେ ସେହି ଅନୁପାତରେ ବସ ଭଡା ବଢ଼ିବ। ଏଥିପାଇଁ ବୈଷିୟିକ କମିଟିର ସୁପାରିଶ ଦରକାର […]

bus fare not hiked

bus fare not hiked

Rakesh Mallick
  • Published: Saturday, 30 May 2015
  • Updated: 30 May 2015, 02:27 PM IST

Sports

Latest News

ଭୁବନେଶ୍ୱର: ବୈଷୟିକ କମିଟିର ସୁପାରିଶ ଆଧାରରେ ବସ୍ ଭଡ଼ା ବଢିବ। ଘରୋଇ ବସମାଲିକ ସଂଘ ସହ ଆଲୋଚନା ପରେ ଏହି ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ରମେଶ ମାଝୀ। ଏହା ସହ ଘରୋଇ ବସ ମାଲିକ ସଂଘର ଦାବି ଅନୁସାରେ ଖୁବଶୀଘ୍ର ଅଟୋମେଟିକ ମେକାନିଜିମ ଲାଗୁ ହେବ ବୋଲି ମଧ୍ୟ ମନ୍ତ୍ରୀ କହିଛନ୍ତି। ଏହା ଲାଗୁ ହେଲେ ତୈଳ ଦର ବୃଦ୍ଧି ହେଲେ ସେହି ଅନୁପାତରେ ବସ ଭଡା ବଢ଼ିବ। ଏଥିପାଇଁ ବୈଷିୟିକ କମିଟିର ସୁପାରିଶ ଦରକାର ହେବ ନାହିଁ। ୧୫ ଦଫ। ଦାବି ନେଇ ଆଜି ଘରୋଇ ବସ ମାଲିକ ସଂଘ ପରିବହନ ମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ। ଆଲୋଚନା ଫଳପ୍ରଦ ହୋଇଥିବାରୁ ୫ ତାରିଖରୁ ହେବାକୁ ଥିବା ପ୍ରସ୍ତାବିତ ଧର୍ମଘଟ ପ୍ରତ୍ୟାହାର ହୋଇଛି। ଏ ନେଇ ଆଜି ସଂନ୍ଧ୍ୟାରେ ସଂଘର ବୈଠକ ପରେ ନିଷ୍ପତ୍ତି ହୋଇଛି ବୋଲି ବସ ମାଲିକ ସଂଘ ସୂଚନା ଦେଇଛି।
,

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story