‘ପାଣ୍ଡିଆନ୍ କରିବେ ମିଡନାଇଟ ଅପରେସନ୍’

  • Published: Thursday, 29 June 2023
  • , Updated: 29 June 2023, 09:10 PM IST

ମୟୂରଭଞ୍ଜର ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ସାଙ୍ଘାତିକ ବୟାନ। ସିଧାସଳଖ ନିସାନା କରିଛନ୍ତି ପାଇବ ଟି ସଚିବ ଭିକେ ପାଣ୍ଡିଆନଙ୍କୁ । କହିଛନ୍ତି ମୁଖ୍ୟମନ୍ତ୍ରୀ ଏବେ ଗୃହବନ୍ଦୀ ହୋଇ ରହିଛନ୍ତି, ଫାଇଭ ଟି ସଚିବ ତାଙ୍କୁ ଗୃହବନ୍ଦୀ କରି ରଖିଛନ୍ତି। ଖାଲି ଏତିକି ନୁହେଁ ମୁଖ୍ୟମନ୍ତ୍ରୀ ହେବା ପାଇଁ ଆଗକୁ ଫାଇବ ଟି ସଚିବ କରିବେ ମିଡ ନାଇଟ୍ ଅପରେସନ ବୋଲି କହିଛନ୍ତି ବିଜେଡିର ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁ।

Related story