ସ୍ୱାସ୍ଥ୍ୟ ବିଭାଗର ୧୦ କର୍ମଚାରୀଙ୍କୁ କରୋନା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ୧୦ ଜଣ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ ସ୍ୱାବ୍ ରିପୋର୍ଟ ପଜିଟିଭ ଆସିଥିବା ବିଭାଗ ତରଫରୁ ସୂଚନା ମିଳିଛି। ବିଭାଗର ଜଣେ କର୍ମଚାରୀ ପଜିଟିଭ ଚିହ୍ନଟ ପରେ ଅନ୍ୟମାନଙ୍କର ଟେଷ୍ଟ ହୋଇଥିଲା। ଆଜି ଟେଷ୍ଟ ରିପୋର୍ଟ ଅାସିବା ପରେ ୧୦ ଜଣ ସଂକ୍ରମିତ ଜଣାପଡ଼ିଥିଲେ। ସଂକ୍ରମିତ ସମସ୍ତ ୧୦ କର୍ମଚାରୀଙ୍କୁ ଆଇସୋଲେସନରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।

Coronavirus

Niharika Rout
  • Published: Thursday, 06 August 2020
  • , Updated: 06 August 2020, 01:32 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ୧୦ ଜଣ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ ସ୍ୱାବ୍ ରିପୋର୍ଟ ପଜିଟିଭ ଆସିଥିବା ବିଭାଗ ତରଫରୁ ସୂଚନା ମିଳିଛି।

ବିଭାଗର ଜଣେ କର୍ମଚାରୀ ପଜିଟିଭ ଚିହ୍ନଟ ପରେ ଅନ୍ୟମାନଙ୍କର ଟେଷ୍ଟ ହୋଇଥିଲା। ଆଜି ଟେଷ୍ଟ ରିପୋର୍ଟ ଅାସିବା ପରେ ୧୦ ଜଣ ସଂକ୍ରମିତ ଜଣାପଡ଼ିଥିଲେ। ସଂକ୍ରମିତ ସମସ୍ତ ୧୦ କର୍ମଚାରୀଙ୍କୁ ଆଇସୋଲେସନରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।

Related story