ହକ୍‌ ପାଇଁ ଶୀତ କାକରରେ ବ୍ଲକ ଅଫିସ୍‌ ଆଗରେ ଶୋଇଛନ୍ତି ୧୦୨ ବର୍ଷର ବୃଦ୍ଧ

କୃଷ୍ଣପ୍ରସାଦ (ନୀଳକଣ୍ଠ ପ୍ରଧାନ): ପୁଲିସ୍‌ ଚାକିରି କରିନାହାନ୍ତି! କିନ୍ତୁ ପୁଲିସ୍‌ ଚାକିରି କରିଛି ବୋଲି କହି ଜଣେ ଶତାୟ ବ୍ୟକ୍ତିଙ୍କୁ ଓଡିଆର୍‌ପି ଯୋଜନାରେ ମିଳିବାକୁ ଥିବା ଘର କାଟି ଦିଆଯାଇଛି! ଏଠୁ ସେଠୁ ଫେରି ନୟାନ୍ତ ହେବା ପରେ ୧୦୨ ବର୍ଷର ବୟସ୍କ ବ୍ୟକ୍ତି ଜଣକ ପୁଅ ସହ ଶୀତ କାକରରେ କୃଷ୍ଣପ୍ରସାଦ ବ୍ଲକ୍‌ ଅଫିସ୍‌ ସମ୍ମୁଖରେ ଧାରଣରେ ବସିଛନ୍ତି। ହେଲେ କୌଣସି ଅଧିକାରୀମାନେ ତାଙ୍କୁ ଦେଖା ଦେଇନଥିବା ଅଭିଯୋଗ ହୋଇଛି।  ପୂରା ଘଟଣାଟି ଏମିତି। ପୁରୀ […]

Old Man

Old Man

Manoranjan Sial
  • Published: Monday, 03 January 2022
  • Updated: 03 January 2022, 07:58 PM IST

Sports

Latest News

କୃଷ୍ଣପ୍ରସାଦ (ନୀଳକଣ୍ଠ ପ୍ରଧାନ): ପୁଲିସ୍‌ ଚାକିରି କରିନାହାନ୍ତି! କିନ୍ତୁ ପୁଲିସ୍‌ ଚାକିରି କରିଛି ବୋଲି କହି ଜଣେ ଶତାୟ ବ୍ୟକ୍ତିଙ୍କୁ ଓଡିଆର୍‌ପି ଯୋଜନାରେ ମିଳିବାକୁ ଥିବା ଘର କାଟି ଦିଆଯାଇଛି! ଏଠୁ ସେଠୁ ଫେରି ନୟାନ୍ତ ହେବା ପରେ ୧୦୨ ବର୍ଷର ବୟସ୍କ ବ୍ୟକ୍ତି ଜଣକ ପୁଅ ସହ ଶୀତ କାକରରେ କୃଷ୍ଣପ୍ରସାଦ ବ୍ଲକ୍‌ ଅଫିସ୍‌ ସମ୍ମୁଖରେ ଧାରଣରେ ବସିଛନ୍ତି। ହେଲେ କୌଣସି ଅଧିକାରୀମାନେ ତାଙ୍କୁ ଦେଖା ଦେଇନଥିବା ଅଭିଯୋଗ ହୋଇଛି।

 ପୂରା ଘଟଣାଟି ଏମିତି। ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ୍‌ ଗିଲିନାସି ଗାଁର ବଳଭଦ୍ର ପ୍ରଧାନ। ବୟସ ୧୦୨ ବର୍ଷ। ୨୦୧୩ ମସିହାରେ ହୋଇଥିବା ଫାଇଲିନ୍‌ ବାତ୍ୟାରେ ତାଙ୍କ ଘର ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିଲା। ସେହି ସମୟରେ ସରକାରୀ ଅଧିକାରୀମାନେ ତାଙ୍କ ଘରକୁ ଯାଇ ସ୍ଥିତି ପରଖି ODRP ଯୋଜନାରେ ବାସଗୃହ ଯୋଗାଇ ଦେବାକୁ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏପରିକି ତାଙ୍କ ନାଁ ଚୟନ ମଧ୍ୟ କରାଯାଇଥିଲା।

କିନ୍ତୁ କେତେକ ଅସାଧୁ କର୍ମଚାରୀ ବଳଭଦ୍ର ଜଣେ ଅବସର ପ୍ରାପ୍ତ ପୁଲିସ୍‌ କର୍ମଚାରୀ କହି ତାଙ୍କ ନାଁ ତାଲିକାରୁ ବାଦ ଦେଇଥିବା ଅଭିଯୋଗ ହୋଇଛି। ଘର ନପାଇ ବଳଭଦ୍ର ଜିଲ୍ଲାପାଳଙ୍କଠାରୁ ଆରମ୍ଭ କରି ବିଭିନ୍ନ ଉଚ୍ଚ ପଦାଧିକାରୀଙ୍କୁ ଦେଖାକରି ଗୁହାରୀ କରିଛନ୍ତି। ହେଲେ ସବୁଠାରୁ ନିରାଶ ହେବା ପରେ ଗତ ଶୁକ୍ରବାରଠାରୁ ଆଜି ପର୍ଯ୍ୟନ୍ତ କୃଷ୍ଣପ୍ରସାଦ ବ୍ଲକ୍‌ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଭାବରେ ଧାରଣାରେ ବସିଛନ୍ତି ବଳଭଦ୍ର।

ଜାଡ଼ ଭିତରେ ତଳେ ସପ୍‌ଟିଏ ପକାଇ ଶୋଇ ରହିଛନ୍ତି ଶତାୟ ବ୍ୟକ୍ତି ବଳଭଦ୍ର। ଆଉ ଘୋଡ଼ାଇ ହୋଇଛନ୍ତି କମ୍ୱଳ। ଏମିତି ଧାରଣା ଦେବା ବେଳେ ଦୁଇ ଦିନ ତଳେ ସେ ଅସୁସ୍ଥ ହୋଇ ପଡ଼ିଥିଲେ। ତାଙ୍କୁ ଚିଲିକା ନୂଆପଡା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ସାମାନ୍ୟ ସୁସ୍ଥ ହେବା ପରେ ପୁଣି ଆଜି ସେହି ବ୍ଲକ୍‌ ସମ୍ମୁଖରେ ଧାରଣାରେ ବସିଛନ୍ତି ବଳଭଦ୍ର। ଯେଉଁ ପର୍ଯ୍ୟନ୍ତ ତାଙ୍କୁ ବାସଗୃହ ସହାୟତା ଯୋଗାଇ ନ ଦିଆଯାଇଛି, ସେ ଯାଏଁ ସେ ବ୍ଲକ ସମ୍ମୁଖରୁ ଉଠିବେ ନାହିଁ ବୋଲି କହିଛନ୍ତି ବଳଭଦ୍ର।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story