ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ୨୮ ଜିଲ୍ଲାରୁ ୧୦୭୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହି ନୂଆ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୭୨୧ ଜଣ କ୍ୱାରେଣ୍ଟାଇନ୍ରେ ଥିଲେ। ୩୫୭ ହେଉଛି ଲୋକାଲ୍ କେସ୍।
ଗଞ୍ଜାମ ଜିଲ୍ଲାରୁ ୩୭୧ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ ୧୨୧, ରାୟଗଡ଼ାରୁ୯୬, ମାଲକାନାଗିରିରୁ ୬୬, କଟକରୁ ୫୭, ଜଗତସିଂହପୁରରୁ ୩୫, ଝାରସୁଗୁଡ଼ାରୁ ୩୪, ଗଜପତି, କେନ୍ଦ୍ରାପଡ଼ାରୁ ୨୪ ଲେଖାଏ, ଯାଜପୁରରୁ ୨୦ କେନ୍ଦୁଝରରୁ ୧୬, କଳାହାଣ୍ଡିରୁ ୧୫, କନ୍ଧମାଳ, ମୟୂରଭଞ୍ଜ ଜିଲ୍ଲାରୁ ୧୩ ଜଣ ଲେଖାଏ, ବାଲେଶ୍ୱର ଜିଲ୍ଲାରୁ ୧୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
Covid-19 Report For 21st July
New Positive Cases: 1078
In Quarantine: 721
Local Contacts: 357(Details of local contacts will be shared by concerned District Administration)
District Wise Cases
1. Angul: 1
2. Balasore: 10
3. Bargarh: 26
4. Bhadrak: 1
5. Balangir: 6— I & PR Department, Odisha (@IPR_Odisha) July 22, 2020
6. Boudh: 3
7. Cuttack: 57
8. Dhenkanal: 2
9. Gajapati: 24
10. Ganjam: 371
11. Jagatsinghpur: 35
12. Jajpur: 20
13. Jharsuguda: 34
14. Kalahandi: 15
15. Kandhamal: 13
16. Kendrapada: 24
17. Keonjhar: 16
18. Khurda: 121
19. Koraput: 15
20. Malkangiri: 66
21. Mayurbhanj: 13— I & PR Department, Odisha (@IPR_Odisha) July 22, 2020
22. Nawarangpur: 17
23. Nayagarh: 5
24. Puri: 28
25. Rayagada: 96
26. Sambalpur: 20
27. Sonepur: 10
28. Sundargarh: 29New Recoveries: 400
Cumulative Tested: 410921
Positive: 19835
Recovered: 13309
Active Cases: 6387— I & PR Department, Odisha (@IPR_Odisha) July 22, 2020
ଏହାବ୍ୟତୀତ ସୁନ୍ଦରଗଡ଼ ଜିଲ୍ଲାରୁ ୨୯, ପୁରୀରୁ ୨୮, ବରଗଡ଼ ଜିଲ୍ଲାରୁ ୨୬, ସମ୍ବଲପୁରରୁ ୨୦, ନବରଙ୍ଗପୁର ଜିଲ୍ଲାରୁ ୧୭ ବାଲେଶ୍ୱର, ସୋନପୁରରୁ ୧୦ ଲେଖା ଚିହ୍ନଟ ହୋଇଛନ୍ତି।
ବଲାଙ୍ଗିର ଜିଲ୍ଲାରୁ ୬, ନୟାଗଡ଼ ଜିଲ୍ଲାରୁ ୫, ବୌଦ୍ଧରୁ ୩, ଢେଙ୍କାନାଳରୁ ୨, ଭଦ୍ରକ, ଅନୁଗୁଳ ଜିଲ୍ଲାରୁ ଜଣେ ଲେଖା ଚିହ୍ନଟ ହୋଇଛନ୍ତି।
ଏହା ସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୯,୮୩୫ ରେ ପହଞ୍ଚିଯାଇଛି। ସେମାନଙ୍କ ମଧ୍ୟରୁ ୧୩, ୩୦୯ଜଣ ସୁସ୍ଥ ହୋଇସାରିଥିବା ବେଳେ ୬୩୮୭ ଜଣ ଚିକିତ୍ସାଧୀନ ଅଛନ୍ତି।