ସ୍କୁଲ ଯିବା ପାଇଁ ବାଧ୍ୟ କରିବାରୁ ବିଷ ପିଇଦେଲେ ଛାତ୍ରୀ!

ମାଲକାନଗିରି (ଜିତେନ୍ଦ୍ର ବେଉରା): ମହାମାରୀ କରୋନା ପରେ ଖୋଲିଲା ସ୍କୁଲ୍‌। ହେଲେ ସ୍କୁଲ ଯିବା ପାଇଁ ରାଜି ନହେବାରୁ ତାଗିଦ୍‌ କରିଥିଲେ ପରିବାର ଲୋକ। ଯେଉଁଥିପାଇଁ ବିଷ ପିଇଦେଲେ ଦଶମ ଶ୍ରେଣୀ ଛାତ୍ରୀ! ମେଡିକାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ମୃତ୍ୟୁ ଘଟିଛି। ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାରେ ଘଟିଛି ଏପରି ଘଟଣା। ମହାମାରୀ କରୋନା ପାଇଁ ବନ୍ଦ ରହିଥିଲା ସ୍କୁଲ। ବହୁ ବାଦ ବିବାଦ ପରେ ଖୋଲିଲା ସ୍କୁଲ। ହେଲେ  ଦଶମ ଶ୍ରେଣୀରେ ପଢ଼ୁଥିବା ଭୀମାରାଙ୍ଗିଣି […]

Malkangiri

Malkangiri

Manoranjan Sial
  • Published: Saturday, 12 February 2022
  • Updated: 12 February 2022, 03:51 PM IST

ମାଲକାନଗିରି (ଜିତେନ୍ଦ୍ର ବେଉରା): ମହାମାରୀ କରୋନା ପରେ ଖୋଲିଲା ସ୍କୁଲ୍‌। ହେଲେ ସ୍କୁଲ ଯିବା ପାଇଁ ରାଜି ନହେବାରୁ ତାଗିଦ୍‌ କରିଥିଲେ ପରିବାର ଲୋକ। ଯେଉଁଥିପାଇଁ ବିଷ ପିଇଦେଲେ ଦଶମ ଶ୍ରେଣୀ ଛାତ୍ରୀ! ମେଡିକାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ମୃତ୍ୟୁ ଘଟିଛି। ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାରେ ଘଟିଛି ଏପରି ଘଟଣା।

ମହାମାରୀ କରୋନା ପାଇଁ ବନ୍ଦ ରହିଥିଲା ସ୍କୁଲ। ବହୁ ବାଦ ବିବାଦ ପରେ ଖୋଲିଲା ସ୍କୁଲ। ହେଲେ  ଦଶମ ଶ୍ରେଣୀରେ ପଢ଼ୁଥିବା ଭୀମାରାଙ୍ଗିଣି ଗାଁର ମହେନ୍ଦ୍ର ରାୟଙ୍କ ଝିଅ ଆନି ଶୁକ୍ରବାର ସ୍କୁଲ ଯିବାକୁ ମନା କଲେ। ଯେଉଁଥିପାଇଁ ତାଙ୍କୁ ପରିବାର ଲୋକେ ଗାଳି ଦେଇଥିଲେ। ଯାହାକୁ ନେଇ ଉତ୍‌କ୍ଷିପ୍ତ ହୋଇ ଯାଇଥିଲେ। ଆଉ ଘରେ ଥିବା ବିଷ ପିଇ ଦେଇଥିଲେ।

ଆନି ବିଷ ପିଇ ଦେଇଥିବା ଜାଣି ପରିବାର ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ଚିକିତ୍ସା ଚାଲିଥିବା ବେଳେ ତାଙ୍କର ଆଜି ୟମୃତ୍ୟୁ ଘଟିଛି। ଛାତ୍ରୀଙ୍କ ମୃତ୍ୟୁ ପରିବାରରେ ଶୋକର ଛାୟା ଖେଳି ଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story