ସିବିଏସ୍‌ଇ ୧୦ମ ପରୀକ୍ଷାରେ କେନ୍ଦ୍ରୀୟ ବିଦ୍ୟାଳୟ ଛାତ୍ରଙ୍କ କୃତିତ୍ୱ

ଭୁବନେଶ୍ୱର(ଓଡିଶା ରିପୋର୍ଟର):ଭୁବନେଶ୍ୱର କେନ୍ଦ୍ରୀୟ ବିଦ୍ୟାଳୟର(ନଂ.1) ଛାତ୍ର ଅବିନାଶ ବିଶ୍ୱାଳ ସିବିଏସ୍‌ଇ ୧୦ମ ପାରୀକ୍ଷାରେ  ୯୮ପ୍ରତିଶତ ମାର୍କ ରଖି କୃତୀତ୍ୱର ସହ ଉତ୍ତୀର୍ଣ୍ଣ ହୋଇଛନ୍ତି। ସେ ସଂସ୍କୃତ ଓ ସାମାଜିକ ବିଜ୍ଞାନରେ ୯୯ ମାର୍କ ରଖିଥିବା ବେଳେ ଇଂଲିଶରେ ୯୭, ଗଣିତରେ ୯୮ ଓ ବିଜ୍ଞାନରେ ୯୬ ମାର୍କ ରଖିଛନ୍ତି। A1ରେ ଉତ୍ତୀର୍ଣ୍ଣ ହୋଇଥିବା ଏହି ଉଦୀୟମାନ ଛାତ୍ର ଭୁବନେଶ୍ୱର ନିବାସୀ ଅର୍ଚ୍ଚନା ବିଶ୍ୱାଳ ଓ ପରେଶ କୁମାର ବିଶ୍ୱାଳଙ୍କ ପୁଅ। ତାଙ୍କା ଏହି କୃତିତ୍ୱ ପାଇଁ ସେ […]

kruti

Rakesh Mallick
  • Published: Wednesday, 06 June 2018
  • , Updated: 06 June 2018, 06:54 AM IST

ଭୁବନେଶ୍ୱର(ଓଡିଶା ରିପୋର୍ଟର):ଭୁବନେଶ୍ୱର କେନ୍ଦ୍ରୀୟ ବିଦ୍ୟାଳୟର(ନଂ.1) ଛାତ୍ର ଅବିନାଶ ବିଶ୍ୱାଳ ସିବିଏସ୍‌ଇ ୧୦ମ ପାରୀକ୍ଷାରେ  ୯୮ପ୍ରତିଶତ ମାର୍କ ରଖି କୃତୀତ୍ୱର ସହ ଉତ୍ତୀର୍ଣ୍ଣ ହୋଇଛନ୍ତି। ସେ ସଂସ୍କୃତ ଓ ସାମାଜିକ ବିଜ୍ଞାନରେ ୯୯ ମାର୍କ ରଖିଥିବା ବେଳେ ଇଂଲିଶରେ ୯୭, ଗଣିତରେ ୯୮ ଓ ବିଜ୍ଞାନରେ ୯୬ ମାର୍କ ରଖିଛନ୍ତି। A1ରେ ଉତ୍ତୀର୍ଣ୍ଣ ହୋଇଥିବା ଏହି ଉଦୀୟମାନ ଛାତ୍ର ଭୁବନେଶ୍ୱର ନିବାସୀ ଅର୍ଚ୍ଚନା ବିଶ୍ୱାଳ ଓ ପରେଶ କୁମାର ବିଶ୍ୱାଳଙ୍କ ପୁଅ। ତାଙ୍କା ଏହି କୃତିତ୍ୱ ପାଇଁ ସେ ପାଠ ପଢୁଥିବା ସ୍କୁଲର ଶିକ୍ଷକ ତଥା ବନ୍ଧୁ ଓ ପରିବାର ଲୋକେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

 

Related story