ବ୍ରହ୍ମପୁର: ୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଭାଇ ଭଉଣୀ ଗୁରତର

ବ୍ରହ୍ମପୁର: ଘରର ଛାତ ଉପରେ ଖେଳୁଥିବା ବେଳେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଭାଇ ଭଉଣୀ ଗୁରତର ହୋଇଛନ୍ତି। ବ୍ରହ୍ମପୁର ତୁଳସୀ ନଗର ତୃତୀୟ କଲୋନୀର ଜଗୁ ଶତପଥୀଙ୍କ ପୁଅ ଶ୍ରୀୟାଂଶୁ, ହୃଷିକେଷ ଶତପଥୀଙ୍କର ଝିଅ ଭୂମିକା, ଫ୍ରେଣ୍ଡସ କଲୋନୀସ୍ଥିତ ଫିଉସଙ୍କ ଘରକୁ ଖେଳିବାକୁ ଯାଇଥିଲେ। ସେଠାରେ ୧୧ କେଭି ତାର ସଂସ୍ପର୍ଶରେ ଆସି ଗୁରୁତର ଆହତ ହୋଇଥିଲେ। ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଉଭୟଙ୍କ ଶରୀର ପୋଡିଯାଇଥିବା ବେଳେ ସେମାନଙ୍କୁ ବ୍ରହ୍ମପୁର ବଡମେଡିକାଲରେ ଭର୍ତ୍ତି କରାଯାଇଛି।

berhampur

Rakesh Mallick
  • Published: Sunday, 19 July 2015
  • , Updated: 19 July 2015, 02:25 AM IST

Related story