୧୨ ଡକାୟତ ଗିରଫ

ରାଉରକେଲା(ପୱନ ତିୱାରୀ): ରାଉରକେଲା ବ୍ରାହ୍ମଣୀ ତରଙ୍ଗ ଥାନା ପୁଲିସ୍‌ ୧୨ ଜଣ ଡକାୟତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସୁନ୍ଦରଗଡ଼ ଜିଲ୍ଲାରେ ଏମାନଙ୍କ ନାଁରେ ୧୩ରୁ ଅଧିକ ମାମଲା ଥିବା ପୁଲିସ୍‌ କହିଛି। ଗିରଫ ଅଭିଯୁକ୍ତଙ୍କ ଠାରୁ ଦେଶୀ ବନ୍ଧୁକ, ଖଣ୍ଡା, ତିନୋଟି ବାଇକ, ଗୋଟିଏ ପିକ୍‌ଅପ୍‌ ଭ୍ୟାନ, ବୋଲେରୋ, ଆଠଟି ମୋବାଇଲ୍, ଗୋଟିଏ କାର୍‌ ସମେତ ବହୁ ସାମଗ୍ରୀ ଜବତ କରାଯାଇଛି।

arrest

Jyoshna Pradhan
  • Published: Tuesday, 16 April 2019
  • , Updated: 16 April 2019, 08:20 AM IST

ରାଉରକେଲା(ପୱନ ତିୱାରୀ): ରାଉରକେଲା ବ୍ରାହ୍ମଣୀ ତରଙ୍ଗ ଥାନା ପୁଲିସ୍‌ ୧୨ ଜଣ ଡକାୟତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସୁନ୍ଦରଗଡ଼ ଜିଲ୍ଲାରେ ଏମାନଙ୍କ ନାଁରେ ୧୩ରୁ ଅଧିକ ମାମଲା ଥିବା ପୁଲିସ୍‌ କହିଛି।

ଗିରଫ ଅଭିଯୁକ୍ତଙ୍କ ଠାରୁ ଦେଶୀ ବନ୍ଧୁକ, ଖଣ୍ଡା, ତିନୋଟି ବାଇକ, ଗୋଟିଏ ପିକ୍‌ଅପ୍‌ ଭ୍ୟାନ, ବୋଲେରୋ, ଆଠଟି ମୋବାଇଲ୍, ଗୋଟିଏ କାର୍‌ ସମେତ ବହୁ ସାମଗ୍ରୀ ଜବତ କରାଯାଇଛି।

Related story