କଳାହାଣ୍ଡିରେ ୧୨ ଘଣ୍ଟିଆ ବନ୍ଦ ଡାକରା

Ordigital Desk
  • Published: Wednesday, 31 January 2018
  • , Updated: 31 January 2018, 10:11 AM IST
<p>ଭବାନୀପାଟଣା: ନିଯୁକ୍ତିରେ ବାହାର ପ୍ରାର୍ଥୀଙ୍କୁ ସୁଯୋଗକୁ ବିରୋଧ କରି କଳାହାଣ୍ଡି ଜିଲ୍ଲା ଆଜି ୧୨ ଘଣ୍ଟିଆ ବନ୍ଦ ପାଳନ କରୁଛି। ଜିଲ୍ଲାର ସିଟି-ବିଏଡ୍ ଆଶାୟୀ ସଂଘ ବିଭିନ୍ନ ସ୍ଥାନରେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି।୨୬ ନମ୍ବର ଜାତୀୟ ରାଜପଥ ସହ ଦୋକାନ ବଜାର ଓ ଗାଡ଼ିମୋଟର ଚଳାଚଳ ପ୍ରଭାବିତ ହୋଇଛି। ଗତକାଲି ପ୍ରାଥମିକ ଶିକ୍ଷକ ପଦବୀ ପାଇଁ ଆବେଦନ କରିଥିବା ପ୍ରାର୍ଥୀଙ୍କ ସାର୍ଟିଫିକେଟ ଯାଞ୍ଚ ହୋଇଥିଲା, କିନ୍ତୁ କେବଳ ଜିଲ୍ଲାର ପ୍ରାର୍ଥୀଙ୍କୁ ସୁଯୋଗ ଦେବାକୁ ଦାବି କରିଛି ସିଟି, ବିଇଡି ଆଶାୟୀ ସଂଘ।</p>

Related story