ଜଳାଭିଷେକ ପାଇଁ ଆସିଥିଲେ, ନଦୀରେ ବୁଡ଼ିଗଲେ

କେନ୍ଦ୍ରାପଡ଼ା (ମନୋଜ ସ୍ୱାଇଁ): ୧୨ ବର୍ଷର ଜଣେ ବାଳକ ତାଙ୍କ ପରିବାର ଲୋକଙ୍କ ସହିତ ଜଳାଭିଷେକ ପାଇଁ ଆସିଥିଲେ। ହେଲେ ନଦୀରେ ବୁଡ଼ି ଚାଲିଗଲା ତାଙ୍କ ଜୀବନ। ଏମିତି ଏକ ଦୁଃଖଦ ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ଥାନା ଅନ୍ତର୍ଗତ କାଳାବୁଦାରେ। ଏଠାରେ ଚିତ୍ରୋତ୍ପଳା ନଦୀରେ ବୁଡ଼ି ତାଙ୍କର ମୃତ୍ୟୁ ଘଟିଛି। ତାଙ୍କ ନାଁ କୃଷ୍ଣଚନ୍ଦ୍ର ସାହୁ। ତାଙ୍କ ଘର ହରିପୁର ଗାଁରେ। କୃଷ୍ଣଚନ୍ଦ୍ର ଆଜି ତାଙ୍କ ପରିବାର ସହ କାଳାବୁଦା ସ୍ଥିତ ଶନ୍ନିଶ୍ଚର ପୀଠକୁ […]

boy

boy

Jitendra Garnayak
  • Published: Saturday, 11 May 2019
  • Updated: 11 May 2019, 01:29 PM IST

Sports

Latest News

କେନ୍ଦ୍ରାପଡ଼ା (ମନୋଜ ସ୍ୱାଇଁ): ୧୨ ବର୍ଷର ଜଣେ ବାଳକ ତାଙ୍କ ପରିବାର ଲୋକଙ୍କ ସହିତ ଜଳାଭିଷେକ ପାଇଁ ଆସିଥିଲେ। ହେଲେ ନଦୀରେ ବୁଡ଼ି ଚାଲିଗଲା ତାଙ୍କ ଜୀବନ। ଏମିତି ଏକ ଦୁଃଖଦ ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ଥାନା ଅନ୍ତର୍ଗତ କାଳାବୁଦାରେ। ଏଠାରେ ଚିତ୍ରୋତ୍ପଳା ନଦୀରେ ବୁଡ଼ି ତାଙ୍କର ମୃତ୍ୟୁ ଘଟିଛି। ତାଙ୍କ ନାଁ କୃଷ୍ଣଚନ୍ଦ୍ର ସାହୁ। ତାଙ୍କ ଘର ହରିପୁର ଗାଁରେ।

କୃଷ୍ଣଚନ୍ଦ୍ର ଆଜି ତାଙ୍କ ପରିବାର ସହ କାଳାବୁଦା ସ୍ଥିତ ଶନ୍ନିଶ୍ଚର ପୀଠକୁ ଜଳାଭିଷେକ କରିବାକୁ ଆସିଥିଲେ। ତେବେ ଚିତ୍ରୋତ୍ପଳା ନଦୀରୁ ପାଣି ଉଠlଉ ଥିବା ବେଳେ ସେ ହଠାତ୍ ଭାସିଯାଇ ନିଖୋଜ ହୋଇଯାଇଥିଲେ।

boy ସ୍ଥାନୀୟ ଲୋକଙ୍କ ସହାୟତାରେ ଅଗ୍ନିଶମ ବିଭାଗ କର୍ମଚାରୀମାନେ ଖୋଜାଖୋଜି କରି ତାଙ୍କୁ ବଡ଼କାଳlବୁଦା ଠାରେ ଠାବ କରିଥିଲେ। ସେଠାରୁ କୃଷ୍ଣଚନ୍ଦ୍ରଙ୍କୁ ଉଦ୍ଧାର କରା ଯିବାପରେ କୋରୁଆ ଡାକ୍ତରଖାନାକୁ ନିଆଯାଇଥିଲା। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏ ଖବର ବ୍ୟାପୀ ଯିବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକରଛାୟା ଖେଳିଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story