୧୨ରୁ ଆରମ୍ଭ ହେବ ୩ଟି ନୂଆ ବିଶ୍ୱବିଦ୍ୟାଳୟରେ ଆଡମିଶନ ପ୍ରକ୍ରିୟା

ଭୁବନେଶ୍ୱର:ରାଜ୍ୟର ୩ଟି ନୂଆ ବିଶ୍ୱବିଦ୍ୟାଳୟରେ ଆସନ୍ତା ୧୨ ତାରିଖରୁ ଆରମ୍ଭ ହେବ ଆଡମିଶନ ପ୍ରକ୍ରିୟା। ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ, ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ ଏବଂ ଗଙ୍ଗ।ଧର ବିଶ୍ୱବିଦ୍ୟାଳୟରେ ଚଳିତ ଶିକ୍ଷା ବର୍ଷରୁ ଯୁକ୍ତ ୩ ଏବଂ ପିଜି ପାଠ୍ୟକ୍ରମ ପାଇଁ ନାମ ଲେଖା ଆରମ୍ଭ ହେବ। ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ସେହିପରି ପ୍ରଥମ ଥର ପାଇଁ ରମାଦେବୀ ବିଶ୍ୱ ବିଦ୍ୟାଳୟରେ ପି.ଜି ପାଠ୍ୟକ୍ରମର ୫ ଟି ନୂଆ ବିଭାଗ ଖୋଲିବାକୁ ନିଷ୍ପତ୍ତି ହୋଇଛି। […]

addmisson

addmisson

Rakesh Mallick
  • Published: Sunday, 07 June 2015
  • Updated: 07 June 2015, 01:57 AM IST

Sports

Latest News

ଭୁବନେଶ୍ୱର:ରାଜ୍ୟର ୩ଟି ନୂଆ ବିଶ୍ୱବିଦ୍ୟାଳୟରେ ଆସନ୍ତା ୧୨ ତାରିଖରୁ ଆରମ୍ଭ ହେବ ଆଡମିଶନ ପ୍ରକ୍ରିୟା। ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ, ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ ଏବଂ ଗଙ୍ଗ।ଧର ବିଶ୍ୱବିଦ୍ୟାଳୟରେ ଚଳିତ ଶିକ୍ଷା ବର୍ଷରୁ ଯୁକ୍ତ ୩ ଏବଂ ପିଜି ପାଠ୍ୟକ୍ରମ ପାଇଁ ନାମ ଲେଖା ଆରମ୍ଭ ହେବ। ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ସେହିପରି ପ୍ରଥମ ଥର ପାଇଁ ରମାଦେବୀ ବିଶ୍ୱ ବିଦ୍ୟାଳୟରେ ପି.ଜି ପାଠ୍ୟକ୍ରମର ୫ ଟି ନୂଆ ବିଭାଗ ଖୋଲିବାକୁ ନିଷ୍ପତ୍ତି ହୋଇଛି। ଚଳିତ ଶିକ୍ଷାବର୍ଷରୁ ସ୍କୁଲ ଅଫ୍ ଲାଇଫ୍ ସାଇନସ୍, ଇକନୋମିକ୍ସ ଆଣ୍ଡ ଫାଇନାନ୍ସ, ଜେଣ୍ଡର ଇକ୍ୱାଲିଟି ଏବଂ ଇଂରାଜୀ ଓ ଓଡିଆ ବିଭାଗ ଖୋଲିବାକୁ ନିଷ୍ପତ୍ତି ହୋଇଛି। ସେହିପରି ଖଲ୍ଲିକୋଟ ଏବଂ ଗଙ୍ଗ।ଧର ବିଶ୍ୱବିଦ୍ୟାଳୟରେ ପୂର୍ବରୁ ଥିବା ୧୭ଟି ପି.ଜି ପାଠ୍ୟକ୍ରମରେ ଛାତ୍ରଛାତ୍ରୀ ନାମ ଲେଖାଇପାରିବେ। ଏଥିପାଇଁ ଆସନ୍ତା ୧୨ତାରିଖରୁ ସଂପୃକ୍ତ ବିଶ୍ୱବିଦ୍ୟାଳୟର ବେବସାଇଟରେ ଅନ୍ ଲାଇନ ଜରିଆରେ ଛାତ୍ରଛାତ୍ରୀ ଆବେଦନ କରିପାରିବେ  ଉଚ୍ଚଶିକ୍ଷା ବିଭାଗର ଯୁଗ୍ମ ଶାସନ ସଚିବ ଅଜୟ କୁମାର ନାୟକ ସୂଚନା ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story