୧୫ ଦିନର ଶିଶୁକୁ ଚେଙ୍କ

Ordigital Desk
  • Published: Thursday, 20 September 2018
  • , Updated: 20 September 2018, 06:13 AM IST
<p>କେନ୍ଦୁଝର(ପ୍ରଣୟ ପାଣି): କେନ୍ଦୁଝର ଜିଲ୍ଲା ବଂଶପାଳ ବ୍ଳକ୍&zwnj; କାଞ୍ଜିପାଣି ଗାଁରେ ଏକ ୧୫ ଦିନର ଶିଶୁ ପୁତ୍ରକୁ ଚେଙ୍କ ଦିଆଯାଇଛି।</p> <p>ଶିଶୁଟିକୁ ଥଣ୍ଡା ଓ ପେଟ ବଥା ହେବାରୁ ତା&rsquo; ଜେଜେମା&rsquo; ତାକୁ ଚେଙ୍କ ଦେଇଥିଲେ ବୋଲି ଜଣାପଡ଼ିଛି।</p> <p>ତେବେ ଗତକାଲି ରାତିରେ ଶିଶୁଟିର ଅବସ୍ଥା ଗୁରୁତର ହୋଇପଡ଼ିବାରୁ ତାକୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।</p>

Related story